ଯୁବତୀ କଲେ ଏମିତି କାମ ଭିଡିଓ ହେଲା ଭାଇରାଲ ଦେଖନ୍ତୁ କଣ କରୁଛନ୍ତି ଭିଡ଼ିଓରେ
Oct 18, 2022, 12:14 IST

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ସବୁ ପ୍ରକାରର ଭିଡିଓ ଭାଇଆଲ ହୋଇଥାଏ । ଆଉ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ ଯାହା ଦେଖିଲେ ଆପଣଙ୍କ ମନରେ ଅନେକ ପ୍ରଶ୍ନ ଆସିବ । ଏହି ଭିଡିଓ ଏଭଳି ହୋଇଥାଏ ଯାହା ମନରେ କିଛି ଭାବନା ଆଣିଥାଏ ।
ଆଜିକା ସମାଜରେ ଭଲପାଇ ବିବାହ କରିବା ବା ଘର ଛାଡ଼ି ପଳାଇବା ଏକ ସାଧାରଣ କଥା ହୋଇଗଲାଣି । ଏହି ଭିଡିଓରେ ଆପଣମାନେ ଏମିତି ଏକ ଭିଡିଓ ଦେଖିପାରିବେ ଯେଉଁଥିରେ ଜଣେ ଯୁବକ ଆଉ ଯୁବତୀ ରାସ୍ତାରେ ଛିଡ଼ା ହୋଇଛନ୍ତି । ଆଉ ଏଭଳି ଏକ ଘଟଣା ଏବେ ଦେଖିବାକୁ ମିଳିଛି ରାଜରାସ୍ତାରେ । ଏହି ଭିଡିଓ ଦେଖିଲେ ଆପଣ କେହି ବି ବିଶ୍ବାସ କରିପାରିବେ ନାହିଁ କି ଯୁବତୀ ଜଣକ ଏଭଳି କାମ କେମିତି କରିଲେ । ଆଉ ଏହି ଯୁବତୀ ଜଣଙ୍କୁ ନେଇ ଏବେ ଅନେକ ଖବର ଭାଇରାଲ ହେଉଛି ।
ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି କି ଯୁବତୀ ଜଣକ କଲେଜରେ ପଢୁଛନ୍ତି । ଆଉ କଲେଜରେ ପାଠ ପଢୁଥିବା ସମୟରେ ସେ ଜଣେ ଯୁବକଙ୍କୁ ଭଲ ପାଉଥିଲେ । ଏହାପରେ ଏହି କଲେଜ ଛାତ୍ରୀ ଜଣଙ୍କୁ ତାଙ୍କ ପ୍ରେମିକ ରାସ୍ତାରେ ଦେଖା କରୁଛନ୍ତି । ଆଉ ଏଭଳି କିଛି କଥା ସାମ୍ନାକୁ ଆସିଛି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି । ଏହି ଭିଡିଓରେ ଦେଖିବାକୁ ମିଳୁଛି କି ପ୍ରେମ କରୁଥିବା ପ୍ରେମିକ ଆଉ ପ୍ରେମିକା ଘର ଛାଡ଼ି ପଳାଇ ଯିବାକୁ ଭାବିଛନ୍ତି ।
ଏହି ପ୍ରେମିକା ଜଣକ କଲେଜରେ ପାଠ ପଢୁଛନ୍ତି । ଆଉ ସେ ପାଠ ପଢ଼ିବା ସମୟରେ ଯେଉଁ ଯୁବକଙ୍କୁ ଭଲ ପାଉଥିଲେ ସେ ତାଙ୍କ ସହ ଫେରାର ହୋଇଯାଇଥିଲେ । ଆଉ ସେ ଭଲ ପାଉଥିବା ସେହି ଟ୍ରକ୍ ଡ୍ରାଇଭରଙ୍କ ସହିତ ପଳାଇ ଗଲେ । ଟ୍ରକ୍ ଡ୍ରାଇଭର ଜଣକ ରାସ୍ତାରେ ଗାଡ଼ି ଅଟକାଇ ରଖିଥିଲେ । ଆଉ ରାସ୍ତାରେ ପ୍ରେମିକ ଆଉ ପ୍ରେମିକା କଥା ହୋଇଥିଲେ । ଏହାପରେ ପ୍ରେମିକ ଜଣକ ତାଙ୍କ ଟ୍ରକରେ ବସାଇ ପ୍ରେମିକାଙ୍କୁ ନେଇ ପଳାଇଥିଲେ । ଆଜିକାଲି ଦୁନିଆରେ ଏଭଳି ଘଟଣା ବହୁତ ମାତ୍ରାରେ ଘଟୁଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।