Movie prime

ଯୁବତୀ ଜଣକ ସହ ହେଲା ଏମିତି କାଣ୍ଡ ନ ଦେଖିଲେ ବିଶ୍ୱାସ କରିବେନି ଆପଣ

 
Special Report
ଆପଣମାନେ ଅନେକ ସମୟରେ କିଛି ନା କିଛି ଅଜବ ପ୍ରକାରର ଘଟଣା ଘଟୁଥିବାର ଜାଣିଥିବେ।ଏଠାରେ କେତେବେଳେ କଣ ହୋଇଯାଉଛି ତାହା କେହି ଜାଣି ପାରନ୍ତି ନାହିଁ।ବର୍ତ୍ତମାନ ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଯେଉଁ ଘଟଣାଟି ଘଟିଛି ତାହା କିଛି ନୂଆ ନୁହେଁ।ପ୍ରତ୍ୟେକ ଦିନ କିଛି ନା କିଛି ଅଜବ ପ୍ରକାରର ଘଟଣା ଦେଖିବାକୁ ମିଳୁଛି।
ବର୍ତ୍ତମାନ ଯେଉଁ ଭିଡିଓ ଟି ସୋସିଆଲ ମିଡିଆରେ ଭାଇରାଲ ହୋଇଛି ସେଥିରେ ଦେଖିବାକୁ ମିଳିଛି ଯେ ଜଣେ ଯୁବତୀଙ୍କୁ ଜଣେ ଯୁବକଜଙ୍ଗଲ ଭିତରକୁ ବେହୋସ୍ କରି ନେଇ ଯାଇଛନ୍ତି।ଯୁବକ ଜଣଙ୍କ ତାଙ୍କ ସହିତ କଣ କରିଥାନ୍ତେ ତାହା କେହି କହି ପାରିବେ ନାହିଁ।କିନ୍ତୁ ଯୁବକ ଜଣଙ୍କ ଯେତେବେଳେ ଯୁବତୀ ଙ୍କୁ ନେଇ ଯାଉଥିଲେ ସେହି ସମୟରେ ଗ୍ରାମବାସୀ ମାନେ ଦେଖି ଦେଇଥିଲେ।ବର୍ତ୍ତମାନ ଯୁବକ ଜଣଙ୍କ ସମସ୍ତଙ୍କ ସାମ୍ନାରେ ଧରା ପଡିଛନ୍ତି।
ଅନେକ ସମୟରେ ଏହିପରି ଘଟଣା ସାମ୍ନାକୁ ଆସୁଛି।ପ୍ରେମୀ ଯୁଗଳ ମାନେ ପ୍ରେମ କରିବା ପାଇଁ ଯେତେବେଳେ ହୋଟେଲ୍ ଆଉ କେତେବେଳେ ସମୁଦ୍ର କୂଳରେ ଆଉ କେତେବେଳେ ଜଙ୍ଗଲ ଭିତରକୁ ଯାଇ ପ୍ରେମ କରୁଛନ୍ତି।କିନ୍ତୁ ଏହି ଘଟଣାଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।ଯୁବତୀ ଙ୍କୁ ବେହୋସ୍ କରି ଗାଡ଼ିରେ ବସାଇ ଜଙ୍ଗଲ ଭିତରକୁ ଯୁବକ ଜଣଙ୍କ ନେଇ ଆସିଥିଲେ।
ଚେତା ଶୂନ୍ୟ ଅବସ୍ଥା ରେ ଗ୍ରାମବାସୀ ମାନେ ଯୁବତୀ ଙ୍କୁ ଉଦ୍ଧାର କରିଛନ୍ତି।ଯୁବକ ଜଣଙ୍କ ନେବା ସମୟରେ ସେହି ସ୍ଥାନ ଦେଇ କିଛି ଗ୍ରାମବାସୀମାନେ ଯାଉଥିଲେ।ଏବଂ ଯୁବକ ଙ୍କୁ ଦେଖି ଦେଇଥିଲେ।ଯାହାଫଳରେ ଯୁବକ ଜଣଙ୍କ ଧରା ପଡି ଯାଇଥିଲେ।ଏହି ଘଟଣା ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.