Movie prime

ଛୁଆଟି ଗାଇଲା ଏମିତି ଗୀତ ଶୁଣିଲେ କାନ୍ଦି ପକେଇବେ ଆପଣ ଦେଖନ୍ତୁ ଏହି Viral Video

 
Viral video
ଗୋଟିଏ କୁନି ଝିଅ ପାକିସ୍ତାନ ପାଇଁ ଏଭଳି ଗୀତ ଗାଇଛନ୍ତି ଯାହା ଇଣ୍ଡିଆ ଲୋକମାନେ ଦେଖିଲେ ଗର୍ବିତ ଅନୁଭବ କରିବେ। ଆଉ କହିବେ ଯେ "ବାଃ ଝିଅଟି ବହୁତ ସୁନ୍ଦର ଗୀତ ଗାଉଛି"।ଝିଅଟି ଏଭଳି ଗୀତ ଗାଇଛି ଯିଏ ଶୁଣୁଛନ୍ତି ସେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।ବର୍ତ୍ତମାନ ଏହି ଭିଡିଓ ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।
ଝିଅଟି ଗାଇଛନ୍ତି ଯେ "ତିନି ସହ ସତୁରୀ ଧାରା ହେଲା ଉଚ୍ଛେଦ,ପାକିସ୍ତାନ ପାଇଁ ଏହା ମହା ବିପଦ। ଚଲିବନି ଆଉ ଏଠି ଆଉ ଆତଙ୍କ ବାଦ ମୋଦି ସରକାର ଦେବେ ଭୀଷଣ ଦଣ୍ଡ।ଜୟ ଭାରତ ମାତା କି"।ଝିଅଟି ଏହିଭଳି ସୁନ୍ଦର ଗୀତ ଗାଇଛନ୍ତି।ଯାହାକୁ ଦର୍ଶକ ମାନେ ଶୁଣି ଝିଅଟି କୁ ବହୁତ ପ୍ରଶଂସା କରିଛନ୍ତି।ଏହି ଭିଡିଓ ଟି ବହୁତ ଲୋକମାନେ ଦେଖି ସାରିଲେଣି।ଏବଂ ଏହି ଭିଡିଓ କୁ ବହୁତ ଭଲ ପାଇବା ମଧ୍ୟ ଦେଇଛନ୍ତି।
ଜଣେ କୁନି ଝିଅ ପାଟିରେ ଦେଶ ପାଇଁ ଭଲ ପାଇବା,ସ୍ନେହ ଶ୍ରଦ୍ଧା ଦେଖି ସମସ୍ତେ ବହୁତ ଆନନ୍ଦିତ ହେଉଛନ୍ତି।କୁନି ଝିଅଟି ଏକ ଜଙ୍ଗଲ ରେ ଛିଡ଼ା ହୋଇ ଏଭଳି ସୁନ୍ଦର ଗୀତ ଗାଇଛନ୍ତି।ସେଠାରେ ଜଣେ ବ୍ୟକ୍ତି ଝିଅଟି ଗୀତ ଗାଇଥିବା ସମୟରେ ଭିଡିଓ ରେକର୍ଡ କରିଥିଲେ।ଏବଂ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।ଯାହାକି ବର୍ତ୍ତମାନ ଏହି ଭିଡିଓ ଦେଖି ଅନେକ ଭଲ କଥା କହିଛନ୍ତି।
ସମାଜରେ ଅନେକ ପିଲାମାନେ ଅଛନ୍ତି ଯେଉଁ ମାନେ କି ନିଜ ପ୍ରତିଭା କୁ ଲୋକ ମାନଙ୍କ ସାମ୍ନାରେ ଦେଖାଉ ନାହାନ୍ତି।କାରଣ ସେମାନେ ସାହସ କରି ନଥାନ୍ତି। ଆଉ କିଛି ପିଲା ମାନେ ଇଛା ଥିଲେ ମଧ୍ୟ କିଛି କାମ କରି ପାରନ୍ତି ନାହିଁ।କିନ୍ତୁ ଏହି କୁନି ଝିଅଟି ଜଣଙ୍କ ବହୁତ ସୁନ୍ଦର ଗୀତ ଗାଇଛନ୍ତି।ଝିଅଟିର ଗୀତଟି 
ଓଡିଶାବାସୀ ଙ୍କ ମନ ଛୁଇଁ ଯାଉଛି।ସମସ୍ତେ ଏହି ଗୀତ ଶୁଣି ବାଃ ବାଃ କରୁଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.