Movie prime

ପ୍ରେମରେ ଧୋକା ଖାଇଲେ ଯୁବତୀ ଦେଖନ୍ତୁ କଣ କହୁଛନ୍ତି ଏହି ଭିଡିଓରେ

 
Viral News

ଆପଣମାନେ ପ୍ରେମ ଉପରେ ବହୁତ ସାଏରି,କବିତା ଶୁଣି ଥିବେ।ଅନେକ ବ୍ୟକ୍ତି ଙ୍କୁ ପ୍ରେମ ଉପରେ କବିତା ଲେଖିବା ପାଇଁ ବହୁତ ଭଲ ଲାଗିଥାଏ।ଏବଂ ଦର୍ଶକ ମାନଙ୍କୁ କବିତା ଶୁଣିବା ପାଇଁ ମଧ୍ୟ ବହୁତ ଭଲ ଲାଗିଥାଏ।

କିନ୍ତୁ ବର୍ତ୍ତମାନ ଏପରି ଏକ ଭିଡିଓ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଜଣେ ମହିଳା ଭିଡିଓ କରି ପ୍ରେମ ଉପରେ ଏଭଳି ସାଏରି କହିଛନ୍ତି ଯାହାକି ଶୁଣି ସମସ୍ତେ ଚକିତ ହୋଇ ଯାଉଛନ୍ତି।

ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲିବାରେ ଲାଗିଛି।ଯେଉଁ ମାନେ ପ୍ରେମ କରୁଛନ୍ତି ସେମାନଙ୍କୁ ଏହି ସାଏରି ଶୁଣିବା ପରେ ପ୍ରେମ କଣ ଜାଣି ପାରିବେ।
ମହିଳା ଜଣଙ୍କ କହିଛନ୍ତି ଯେ ଜାଣିଛନ୍ତି ଏହି ଦୁନିଆରେ ସବୁଠାରୁ ଦାମିକିଆ ଜିନିଷ କଣ ଅଟେ? ସେଇଟା ହେଉଛି ପ୍ରେମ।କାହିଁକି ନା ସେଇଟା ହିଁ ଗୋଟେ ଜିନିଷ ଯେଉଁଟା କି ନିଃସ୍ୱାର୍ଥ ଥାଏ।
ସେଥିରେ କିଛି ସ୍ବାର୍ଥ ନଥାଏ ଯେ ଏଇଟା ତାର ସେଇଟା ମୋର।କିନ୍ତୁ ଯେଉଁଟା ଥାଏ ସେଇଟା ହେଉଛି ଆମର।ଆଉ ଯିଏ ଆମର ଶବ୍ଦ ବୁଝି ଯାଇଥିବ ସେ ପ୍ରେମ ମାନେ କଣ ବୁଝି ଯାଇଥିବ।
ମହିଳା ଙ୍କ ଏହି କଥା ଶୁଣିବା ପରେ ଅନେକ ଦର୍ଶକ ଠିକ୍ ବୋଲି କହିଛନ୍ତି।କିନ୍ତୁ ଆଜିକାଲି ପ୍ରେମରେ କେବଳ ଧୋକା ହିଁ ପାଉଛନ୍ତି।କେହି ବୟସର ତାରତମ୍ୟ ମଧ୍ୟ ଦେଖୁ ନାହାନ୍ତି। ଆଗପଛ ମଧ୍ୟ କିଛି ବିଚାର କରୁ ନାହାନ୍ତି।
ଏଠାରେ କେବଳ ନିଜ ସ୍ବାର୍ଥ ହିଁ ଦେଖୁଛନ୍ତି। ଅନ୍ୟର ଖୁସି ଦେଖି ପାରୁ ନାହାଁନ୍ତି।କେବଳ ନିଜ କଥା ହିଁ ଭାବୁଛନ୍ତି।
ପ୍ରେମିକ ଓ ପ୍ରେମିକା ମାନେ କେଉଁଆଡେ ଚାଲି ଯାଉଛନ୍ତି।କିନ୍ତୁ ବାପା ମା ଙ୍କ ଭଲ ପାଇବା ଭୁଲି ଯାଉଛନ୍ତି।ବାପା ମା ଙ୍କ ଭଲ ପାଇବାରେ ସ୍ବାର୍ଥ ନଥାଏ। ମହିଳା କଥା ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.