Movie prime

ଝିଅ କୁ ଜଙ୍ଗଲ ଭିତରେ ଧରିଲେ ଲୋକେ, ଦେଖନ୍ତୁ ପୁରା ଭିଡିଓ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବର୍ତ୍ତମାନ୍ ସମୟରେ ସମାଜ ରେ କଣ କଣ ଘଟିବାକୁ ଲାଗିଲାଣି। ବର୍ତ୍ତମାନ ର ଯୁବପିଢୀ ମାନେ ପ୍ରେମରେ ଏତେ ମାତ୍ରାରେ ପାଗଳ ହୋଇ ଯାଉଛନ୍ତି
 କି ସେମାନେ ନିଜ ନିଜର ସଂଯମତା ମଧ୍ଯ ଭୂଲି ଯାଉଛନ୍ତି। ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ଏଭଳି କିଛି ଖବର ଦେଖିବାକୁ ମିଳୁଛି। ପ୍ରାୟତଃ ପିଲା ମାନେ ନିଜ ବାପା ମାଆ ଙ୍କୁ ମିଛ କଥା କହି,
ନିଜ ପ୍ରେମିକ ସହ ପ୍ରେମ ସମ୍ପର୍କ ରଖୁଛନ୍ତି। ଏଭଳି ଖବର ସମ୍ପର୍କ ରେ ଆପଣ ମାନେ ପ୍ରତ୍ୟେକ ଦିନ ମଧ୍ୟ ଦେଖୁଥିବେ। ଆମେ ଏବେ ଆପଣଙ୍କୁ ସେଭଳି କିଛି ଭିଡିଓ ଦେଖେଇବାକୁ ଯାଉଛୁ।
ଏହି ଭିଡିଓ ରେ ଆପଣ ମାନେ ଦେଖିବାକୁ ପାଇବେ କି କିଭଳି ଭାବରେ ଦୁଇ ଜଣ ଯୁବକ ଓ ଯୁବତୀ ଜଙ୍ଗଲ ମଧ୍ୟରେ ସର୍ବ ସମ୍ମୁଖରେ ଧରା ପଡିଛନ୍ତି। ଏବଂ ଦୁହେଁ ଆସଂଯତ ଅବସ୍ଥାରେ ଜଙ୍ଗଲରେ ଧରା ପଡ଼ିଥିଲେ।
ସେହି ପ୍ରେମୀ ଜୁଗଳ ଙ୍କୁ ସେଠାକାର ସ୍ଥାନୀୟ ଅଧିବାସୀମାନେ ହିଁ ଜଙ୍ଗଲ ମଧ୍ୟରୁ ଧରିଥିଲେ। ହେଲେ ସେହି ପ୍ରେମୀ ଯୁଗଳ ଲୋକ ମାନଙ୍କୁ ଦେଖି ଆଉ କିଛି ପ୍ରତିକ୍ରିୟା ଦେଇ ପାରୁ ନାହାଁନ୍ତି।
ଲୋକ ମାନେ ମଧ୍ୟ ସେମାନଙ୍କୁ ବିଭିନ୍ନ ପ୍ରକାରର ପ୍ରଶ୍ନ ପଚାରୁଛନ୍ତି। ହେଲେ ତାଙ୍କ ଘରର ଠିକଣା ମଧ୍ୟ ଠିକ ଭାବରେ କହି ପାରୁ ନାହାଁନ୍ତି ପ୍ରେମୀ ଯୁଗଳ କାରଣ ସେମାନେ ଡରୁଛନ୍ତି କି କାଳେ ତାଙ୍କ ଘର ଲୋକ ମାନଙ୍କ ନିକଟରେ ତାଙ୍କର ସମସ୍ତ ଗୁମର ଖୋଲିଯିବ।
ଏବେ ସୋସିଆଲ ମିଡ଼ିଆରେ ଏହି ଭିଡିଓ ଟି ଖୁବ ଭାଇରାଲ୍ ହେବା ସହ ଏହି ଭିଡିଓ ଟି ଫୋନ ରୁ ଫୋନ କୁ ମଧ୍ଯ ଘୁରି ବୁଲୁଛି। ଲୋକ ମାନେ ମଧ୍ୟ ଏହି ଭିଡିଓ ଦେଖିବା ପରେ ସମାଜ ଉପରେ ଖରାପ୍ ପ୍ରଭାବ ପଡୁଛି
କହିବା ସହ ଉଭୟ ଙ୍କୁ ଖୁବ ନିନ୍ଦା ମଧ୍ଯ କରିଛନ୍ତି। ତେବେ ଏହି ଭିଡିଓ ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଅନୁରୋଧ।।