ଦୟାକରି ଆମର ଅଭଦ୍ର ଭିଡିଓ କରନ୍ତୁ ନାହିଁ
Sat, 14 Jan 2023

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ସୋସିଆଲ ମିଡିଆରେ କିଭଳି ଘଟଣା ମାନ ଘଟୁଛି। ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ଏଭଳି କିଛି ଭିଡିଓ ଭାଇରାଲ୍
ହୋଇଥାଏ ଯାହାକି ପ୍ରତ୍ୟେକ ଜନ ସାଧାରଣ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥାଏ। ଆମେ ଏବେ ଆପଣଙ୍କୁ ସେଭଳି କିଛି ଭିଡିଓ ଦେଖାଇବାକୁ ଯାଉଛୁ। ତେବେ ଆପଣ ମାନେ ଜାଣିଥିବେ କି
ଝିଅ ମାନେ ଏଭଳି କିଛି କାମ କରିଥାନ୍ତି ଯାହାଦ୍ଵାରା ଅନେକ ଲୋକ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି। ଆଜ୍ଞା ହଁ ଏହି ଭିଡିଓ ରେ ଯୁବତୀ ଜଣକ ମଦ ପିଉ ଥିବାର ଦେଖିବାକୁ ମିଳିଛି।
ଏବଂ ଏହି ଯୁବତୀ ଜଣକ ଏଭଳି ଭାବରେ ମଦ୍ୟପାନ କରୁଛନ୍ତି ଯେପରି କି ସେ ଆଗରୁ ଅନେକ ଥର ଏହି ଭଳି ଭାବରେ ମଦ୍ୟପାନ କରି ସାରିଛନ୍ତି। ଯୁବତୀ ଜଣକ ଯେତେବେଳେ ମଦ୍ୟପାନ କରୁଛନ୍ତି ସେତେବେଳେ ତାଙ୍କର ସାଙ୍ଗ ମାନେ ମଧ୍ୟ ତାର ଭିଡିଓ କରିଛନ୍ତି।
ଏବଂ ଯୁବତୀ ଜଣକୁ ଏତେ ମଦ ପିଇବା ପାଇଁ ମଧ୍ୟ ମନା କରିଛନ୍ତି। କହିଛନ୍ତି ଯଦି ସେ ଏତେ ମାତ୍ରାରେ ମଦ ପିଇବେ ତେବେ ମରି ଯିବେ ସେଥିପାଇଁ ମଦ ପିଇବା କୁ ତାଙ୍କୁ ମନା କରିଛନ୍ତି।
ହେଲେ ଯୁବତୀ ଜଣକ ମଧ୍ଯ ତାଙ୍କ କଥା ଶୁଣିବାକୁ ନାରାଜ ଅଟନ୍ତି। ସେ ସେହି ମଦ କୁ ପିଇ ଚାଲିଛନ୍ତି। ଆଉ ସେ ବୋଧ ହୁଏ ଗୋଟେ ବୋତଲ ମଦ ମଧ୍ଯ ପିଇ ସାରିଛନ୍ତି।
ଏବେ ସୋସିଆଲ ମିଡ଼ିଆରେ ଯୁବତୀ ଜଣକ ଙ୍କ ଏହି ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗିଛି। ଏବଂ ଯୁବତୀ ଜଣକ ଙ୍କ ଏଭଳି ମଦ ପିଉ ଥିବାର ଦେଖି ଲୋକ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି।
ଏବଂ ତାଙ୍କର ଏଭଳି କାର୍ଯ୍ୟ କୁ ଘୋର ନିନ୍ଦା ମଧ୍ୟ କରିଛନ୍ତି। ତେବେ ଆପଣ ଙ୍କୁ ଏହି ଭିଡିଓ ଟି କିଭଳି ଲାଗିଲା ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଅନୁରୋଧ।