Movie prime

କଲେଜ୍ ରେ ଡ୍ରେସ ଖୋଲି ନାଚିଲେ ମହିଳା

 
Viral video
ଆପଣମାନେ ଜାଣିଥିବେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଅଜବ ଘଟଣା ଘଟିଥାଏ। ଏହା ବି ଜାଣିଥିବେ ଯେ କଥାରେ ଅଛି ବାଘ ନଥିଲେ ମିରିଗ ନାଟ।ବର୍ତ୍ତମାନ ଏପରି ଏକ ଭିଡିଓ ଦେଖିବାକୁ ମିଳିଛି ଯାହାକୁ ଦର୍ଶକ ମାନେ ଦେଖି ବହୁତ ନିନ୍ଦା କରୁଛନ୍ତି।
ଏହି ଘଟଣାଟି ଏକ ହଷ୍ଟେଲ ରେ ଘଟିଛି।ହଷ୍ଟେଲ ରେ ଯେତେବେଳ ସାର୍ କି ମ୍ୟାଡମ୍ ନଥାନ୍ତି ସେତେବେଳେ ହଷ୍ଟେଲ ର ପିଲାମାନେ ବହୁତ ଦୁଷ୍ଟ ହୋଇଥାନ୍ତି। କାହାକୁ ଖାତିର କରି ନାହାନ୍ତି।
ତାଙ୍କ ମନକୁ ଯାହା ଆସିଥାଏ ତାହା କରିଥାନ୍ତି।କାରଣ ତାଙ୍କୁ କହିବାକୁ କେହି ନଥାନ୍ତି।କିନ୍ତୁ ହଷ୍ଟେଲ ରେ ସବୁ ପିଲା ଖରାପ ହୋଇ ନଥାନ୍ତି।ବର୍ତମାନ ଯେଉଁ ଭିଡିଓ ଟି ଦେଖିବାକୁ ମିଳିଛି ସେଥିରେ ଜଣେ ମହିଳା ହଷ୍ଟେଲ ଭିତରେ ନାଚିଥିବାର ଦେଖିବାକୁ ମିଳିଛି।
ମହିଳା ଜଣଙ୍କ ପାଠ ପଢ଼ିବା ପାଇଁ ହଷ୍ଟେଲ ରେ ଆସି ରହିଥିଲେ।କିନ୍ତୁ ଏଭଳି ଭିଡିଓ କରିଛନ୍ତି ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।ଏବଂ ବହୁତ ନିନ୍ଦା କରିଛନ୍ତି 
ଆପଣମାନେ ଦେଖିଥିବେ ସୋସିଆଲ ମିଡିଆରେ ହଷ୍ଟେଲ ରେ ରହୁଥିବା ଯୁବତୀ ମାନଙ୍କର କାରନାମା।କିଏ ମଦ ପିଇ ଥାନ୍ତି ଆଉ କିଏ ପ୍ରେମିକ ଙ୍କୁ ଡାକି ରାସଲୀଳା କରିଥାନ୍ତି।
କିଛି ପିଲା ପାଠ ପଢ଼ିବାକୁ ଭଲ ପାଇ ଥାନ୍ତି।କାରଣ ସେମାନେ ଜାଣିଛନ୍ତି ଯେ ବାପା ମା ମାନେ କେତେ କଷ୍ଟରେ ତାଙ୍କୁ ହଷ୍ଟେଲ ରେ ରଖି ପଢ଼ାଇ ଛନ୍ତି।କିନ୍ତୁ ସବୁ ପିଲା ବାପା ମା ଙ୍କ କଷ୍ଟ ବୁଝି ପାରନ୍ତି ନାହିଁ।
ସମସ୍ତେ ଜାଣିବା ପରେ ମଧ୍ୟ ଏଭଳି କାମ କରିବାକୁ ଟିକେ ବି ପଛାଉ ନାହାନ୍ତି।ରାତି ରାତି ଡି ଜେ ଲଗାଇ ପିଲା ମାନଙ୍କୁ ପାଠ ପଢ଼ାଇ ଦିଅନ୍ତି ନାହିଁ।ବର୍ତ୍ତମାନ ଯେଉଁ ଭିଡିଓ ଟି ଭାଇ ରାଲ ହୋଇଛି ସେଥିରେ ଦେଖିବାକୁ ମିଳିଛି
 ଯେ ହଷ୍ଟେଲ ଭିତରେ ଜଣେ ମହିଳା ଏକା ରହିଛନ୍ତି।ସାର୍ କି ମ୍ୟାଡମ୍ ଯେଉଁ ଦିନ ଆସି ନଥିଲେ ଏତେ ଜୋରେ ମିୟୂଜିକ୍ ବଜାଇ ନାଚିଥିଲେ।ଏଥିପାଇଁ ହଷ୍ଟେଲ ରେ ରହିଥିବା ପିଲା ମାନେ ପାଠ ପଢି ପାରୁ ନଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.