Movie prime

ବିଲ ମଝିରେ ଯୁବତୀ ସହ କରିଦେଲେ ଏମିତି ଦୁର୍ବ୍ୟବହାର

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ବର୍ତ୍ତମାନ ସମୟରେ ସାରା ବିଶ୍ବର ସମସ୍ତ ଦେଶ ନିଜକୁ ବିକାଶ ଦିଗରେ ଆଗେଇ ନେବା ପାଇଁ ଦିନ ରାତି କଠିନ ପରିଶ୍ରମ କରୁଛନ୍ତି।
ତେବେ ଆଜିର ଏହି ଯୁଗକୁ ତ ଇଣ୍ଟରନେଟ୍ ର ଯୁଗ , କମ୍ୟୁଟରର ଯୁଗ ବୋଲି କୁହାଯାଏ। କିନ୍ତୁ କଣ ବର୍ତ୍ତମାନ ଏହି ଅତ୍ୟାଧୁନିକ ଟେକନୋଲୋଜିର ଦୁନିଆଁରେ ମଧ୍ୟ ନାରୀ ମାନଙ୍କ ପ୍ରତି କେଉଁଠି ବି ଅର୍ଥାତ କୌଣସି ବି ଦେଶରେ ନାରୀ ମାନେ ସୁରକ୍ଷିତ ନୁହଁନ୍ତି। 
ଯେକୌଣସି ସ୍ତରରେ ଥିଲେ ମଧ୍ୟ ନାରୀ ସୁରକ୍ଷିତ ନୁହେଁ। କଣ ତାର ଗୋଟିଏ ମାତ୍ର ଭୁଲ କି ସେ ଜଣେ ନାରୀ ହୋଇ ଏ ଦୁନିଆରେ ଜନ୍ମ ଗ୍ରହଣ କରିଛି।
ଆଜି ଆମ ସମାଜର ଯୁବପିଢି ମାନେ ଭୁଲି ଯାଇଛନ୍ତି ସେମାନଙ୍କର ମାନବିକତା , ଲିଭି ଯାଇଛି ସେମାନଙ୍କର ମଣିଷଶ୍ବ ଏବଂ ହଜି ଯାଇଛି ସେମାନଙ୍କର ବିବେକ ପଣିଆ। ଆଜି ସେମାନ ପଶୁ ସହିତ ସମାନ ହୋଇ ଯାଇଛନ୍ତି। 
ମଣିଷ ଜଗତକୁ ସମସ୍ତଙ୍କ ଠାରୁ ଶ୍ରେଷ୍ଠ କୁହାଯାଏ କାହିଁକି ନାଁ ତା ପାଖରେ ବିବେକ, ବୁଦ୍ଧି ତଥା ମାନବିକତା ରହିଛି କିନ୍ତୁ ଆଜି ସେହି ମଣିଷ ପଶୁତୁଲ୍ୟ କାମ କରୁଛି। ଆଜି ମଣିଷ ହିଁ ମଣିଷର ଶତ୍ରୁ ପାଲଟିଛି।
ଆଜି ଆମେ ଆପଣଙ୍କୁ ସେହିପରି କିଛି ଘଟଣା ସଂପର୍କରେ କହିବାକୁ ଯାଉଛୁ ଯେଉଁଥିରେ ଝିଅମାନେ ସେମାନଙ୍କ ପ୍ରତି ହେଉଥିବା ଦୁ-ର୍ବ୍ୟ-ବ-ହା-ର ସଠିକ ଜବାବ ଦେଇଛନ୍ତି।
ବନ୍ଧୁଗଣ ବର୍ତ୍ତମାନ ଦେଖିବାକୁ ମିଳୁଛି ଟ୍ରେନରେ ଯିବା ବେଳେ ଯୁବତୀଙ୍କ ସହିତ ହେଲା ଏମିତି କିଛି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେଇଯିବେ। 
ଆପଣ ମାନେ ତ ଭିଡିଓଟିରେ ଦେଖିପାରୁଥିବେ କେମିତି ଜଣେ ଯୁବତୀ ଯୁବକଙ୍କୁ ପାଟି କରୁଛନ୍ତି। ଆଉ ଜୋରେ ପାଟି କରି କହୁଛନ୍ତି ତୁ ଟ୍ରେନରୁ ଓଲ୍ହା।ଘଟଣାଟି ହେଉଛି ଯୁବତୀ ଜଣକ ଟ୍ରେନରେ ଯାଉଥିଲେ କିନ୍ତୁ ଯୁବକ ଜଣକ ଟ୍ରେନରେ ତାଙ୍କ ସହିତ କିଛି ଅଭଦ୍ରାମି କରିଥିଲେ।
ଯାହା ଭିଡିଓ ରେ ଦେଖିଲେ ଲାଗୁଛି ବ୍ୟକ୍ତି ଜଣକ ମଦ ନିଶାରେ ଯୁବତୀ ଜଣଙ୍କୁ ଅଭଦ୍ରାମି ବ୍ୟବହାର କରୁଥିବାର। ଯାହାର ଭିଡଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।