Movie prime

ପଇସା ଦିଅ ଭିତରକୁ ଚାଲ ଦେଖନ୍ତୁ କେମିତି ମହିଳା ଜଣକ କଲେ ଖେଳ କ୍ୟାମେରା ଆଗରେ ହେଲା ସବୁ ରେକର୍ଡ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ତ ଏଭଳି ଏକ ପ୍ଲାଟଫର୍ମ ଯାହା ଆମକୁ ଅନେକ କଥା ଶିଖାଇଥାଏ ଆଉ ଜଣାଇଥାଏ । ଆପଣମାନେ ସମସ୍ତେ ତ ମାଳିସାହି ବିଷୟରେ ଅନେକ ପ୍ରକାରର ଘଟଣା ବା ଅନେକ ଖବର ଶୁଣିଥିବେ । ମାଳିସାହି ସବୁ ଅଞ୍ଚଳରେ ଅଛି । ଆଉ ଏହି ମାଳିସାହିକୁ ଏବେ ସରକାର ମଧ୍ୟ ସ୍ଵୀକୃତି ଦେଇ ସାରିଲେଣି ।
ମାଳିସାହିକୁ ନେଇ ଆସୁଥିବା ଅନେକ ପ୍ରକାରର ଖବର ବିଷୟରେ ଆପଣମାନେ ଏହି ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଥିବେ । ସୋସିଆଲ ମିଡ଼ିଆ ଅଛି ବୋଲି ଆପଣ ମଧ୍ୟ ସବୁ ପ୍ରକାରର ଖବର ଜାଣି ପାରୁଛନ୍ତି । ଏହି ମାଳିସାହିରେ ଦେହ ବ୍ୟବସାୟ କରି ମହିଳା ଏବଂ ଯୁବତୀମାନେ ବଞ୍ଚିଥାନ୍ତି । ଆଉ ଏହିଭଳି ଅନେକ ମହିଳା ଏବଂ ଯୁବତୀ ତାଙ୍କ ଦେହକୁ ବିକ୍ରି କରି ନିଜ ଜୀବନ ଅତିବାହିତ କରନ୍ତି । ଏହି ଭିଡିଓରେ ଆପଣମାନେ ମଧ୍ୟ ସେହି ମାଳିସାହିକୁ ନେଇ କିଛି ଖବର ଜାଣିପାରିବେ ।
ଏହି ଭିଡିଓରେ ଦେଖିବାକୁ ମିଳୁଛି କି ଜଣେ ବ୍ୟକ୍ତି ଏହି ମାଳିସାହିକୁ ଯାଇଛନ୍ତି । ଆଉ ସେ ଜଣେ ମହିଳାଙ୍କ ସହିତ କଥା ହେଉଛନ୍ତି । ଏହି ମହିଳା ଜଣଙ୍କ ସହିତ ସେ କଥା ହୋଇ କେତେ ଟଙ୍କା ନେବେ ବୋଲି କହିଛନ୍ତି । ଆଉ ଏହି କଥା ଶୁଣି ସେ ତାଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଛନ୍ତି । ଏହି ଘଟଣା ହେଉଛି ଭୁବନେଶ୍ଵର ସହରରେ ଥିବା ମାଳିସାହିର । ସେହି ମାଳିସାହିର ଯୁବତୀ ଜଣଙ୍କୁ ତାଙ୍କ ରେଟ ପଚାରିଛନ୍ତି ସେହି ବ୍ୟକ୍ତି ଜଣକ ।
ଆଉ ଯୁବତୀ ଜଣକ କହିଛନ୍ତି ଗୋଟିଏ ରାତିକୁ ୧୫୦୦ ଟଙ୍କା । ଆଉ ତାପରେ ବ୍ୟକ୍ତି ଜଣକ କହିଛନ୍ତି କି ହୋଟେଲକୁ ଯୁବତିଙ୍କୁ ନେଇକି ଗଲେ କେତେ ଟଙ୍କା । ଏହାପରେ ସେ ଯୁବତୀମାନଙ୍କୁ ଦେଖିବାକୁ କହିଛନ୍ତି । ଆଉ ଏହାପରେ ସେହି ମହିଳା ଜଣକ ଦେଖିଲେ ପଇସା ଦେବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି । ଏମିତି ଅନେକ କଥା ଆଉ କେତେ ଟଙ୍କା କଣ ଏହିସବୁ ବିଷୟରେ ସେମାନେ କଥା ହୋଇଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ବହୁତ ପରିମାଣରେ ଭାଇରାଲ ହେଉଛି ।