Movie prime

ପ୍ରେମୀ ଯୁଗଳ ଙ୍କ ଏମିତି ଦୃଶ୍ୟ ଦେଖିଲେ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ ଦେଖନ୍ତୁ ଏଠାରେ କଣ କରୁଛନ୍ତି

 
Viral video
ଆପଣମାନେ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଅଜବ ପ୍ରକାରର ଘଟଣା ଘଟୁଥିବାର ଦେଖିଥିବେ।ଏଠାରେ କେତେବେଳେ ବିବାହିତ ମହିଳା ଅନ୍ୟ ପୁରୁଷ ଙ୍କୁ ଭଲ ପାଇ କେଉଁଆଡେ ଫେରାର ହୋଇ ଯାଉଛନ୍ତି।କେବଳ ମହିଳା ମାନେ ନୁହେଁ ପୁରୁଷ ମାନେ ମଧ୍ୟ ବିବାହିତ ହୋଇ ଅନ୍ୟ ଯୁବତୀ ଙ୍କୁ ପ୍ରେମ କରି ନିଜ ସ୍ତ୍ରୀ ଛୁଆ ସମସ୍ତଙ୍କୁ ଛାଡି ଦେଉଛନ୍ତି।ବର୍ତ୍ତମାନ ସମୟରେ ଏଭଳି ଘଟଣା କିଛି ନୂଆ କଥା ନୁହେଁ।
ବର୍ତ୍ତମାନ ଗୋଟିଏ ଘଟଣା ସାମ୍ନାକୁ ଆସିଛି।ଭିଡିଓ ରେ ଦେଖିବାକୁ ମିଳିଛି ଯେ ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ଧୋକା ଦେଇଛନ୍ତି।ଏହି ଘଟଣାଟି ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଜଣେ ମହିଳା ତାଙ୍କ ସ୍ଵାମୀଙ୍କ ଗାଡ଼ିରେ ବସି ରାସ୍ତାରେ ଯାଇଥିଲେ।ସେହି ସମୟରେ ଜଣେ ବାଇକ୍ ନେଇ ପଛରୁ ଆସିଥିଲା।ପ୍ରଥମେ ଦେଖିଲେ ଲାଗିବ ଯେ ସେ ଯୁବକଙ୍କୁ ମହିଳା ଜଣଙ୍କ ଜାଣି ନାହାନ୍ତି।
କିନ୍ତୁ ଯେତେବେଳେ ଯୁବକ ଜଣଙ୍କ ମହିଳା ଙ୍କ ପାଖକୁ ଆସିଲେ ସେତେବେଳେ ଏପରି ଘଟଣା ଘଟିଲା ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହିତ ଅନେକ ଲୋକ ବହୁତ ହସୁ ଛନ୍ତି।ଯୁବକ ଜଣଙ୍କ ମହିଳା ଙ୍କ ପାଖକୁ ଯାଇ ତାଙ୍କ ଗାଲ ରେ ହାତ ମାରି ଦେଇଥିଲେ।ମହିଳା ଜଣଙ୍କ ସେହି ଯୁବକ ଙ୍କୁ କିଛି ନ କହି ଓଲଟା ଲାଜେଇ ଯାଇଥିଲେ।ଆଗରେ ମହିଳା ଙ୍କ ସ୍ବାମୀ ଗାଡ଼ି ଚଳାଉ ଥିଲେ।
ତାଙ୍କ ସ୍ତ୍ରୀ ଙ୍କୁ ଜଣେ ଗାଲରେ ହାତ ମାରି ଦେଇ ଚାଲିଗଲେ କିନ୍ତୁ ବ୍ୟକ୍ତି ଜଣଙ୍କ କିଛି ଜାଣି ପାରିଲେ ନାହିଁ।ଏହି ଭିଡିଓ ଟି ଆଉ ଜଣେ ବ୍ୟକ୍ତି ପଛରେ ଥାଇ ଭିଡିଓ ରେକର୍ଡ କରିଥିଲେ।ଏବଂ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।ଯାହାକି ବର୍ତ୍ତମାନ ସମୟରେଏହି ଭିଡିଓ ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲିବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.