Movie prime

ରାତି ଅଧରେ ମହିଳା ଭିଡିଓ କଲ୍ କରି କଲେ ରାସଲୀଳା ଦେଖନ୍ତୁ ଭିଡିଓ କଲରେ ପ୍ରେମିକ ଙ୍କୁ କଣ କହୁଛନ୍ତି

 
Viral video
ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ସବୁଦିନ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ । ଆଜି କାଲି ଏମିତି ବହୁତ୍ ମହିଳା ବିବାହିତ ହୋଇ ମଧ୍ୟ ନିଜ ବୟଫ୍ରେଣ୍ଡ୍ ସହିତ ଭିଡିଓ କଲ ରେ କଥା ହୋଇ କରୁଛନ୍ତି ରାସଲୀଳା। ଆଜିକାଲି ଯୁଗର ମହିଳା ବା ପ୍ରେମିକା ମାନେ ଏମିତି କିଛି କାମ କରୁଛନ୍ତି ଯାହା ନିନ୍ଦନୀୟ ଅଟେ। ଆଜିକାଲି ସମାଜରେ ପ୍ରେମ ଶସ୍ତା ହେଇଗଲାଣି।
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳା ଘରେ କେହି ନଥିବା ବେଳେ ନିଜ ପ୍ରେମିକ କୁ ଫୋନ୍ କରିଛନ୍ତି । ରାତି ଅଧରେ ଗାର୍ଲଫ୍ରେଣ୍ଡ୍ କଥା ହେଲେ ବୟଫ୍ରେଣ୍ଡ୍ ସହିତ। ସେହି ଗାର୍ଲଫ୍ରେଣ୍ଡ୍ ଜଣକ ବିବାହିତ ଅଟନ୍ତି। ମହିଳା ଜଣଙ୍କର ସ୍ଵାମୀ ଘରେ ନଥିବା ସମୟରେ ଏମିତି ରାତି ଅଧରେ କରୁଥିଲେ କଳାକାରନାମା। ଯାହା ଦେଖିଲେ ଆପଣ ମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ। 
ବନ୍ଧୁଗଣ ଆପଣ ମାନେ ତ ଭିଡିଓଟି ରେ ଦେଖିପାରୁଥିବେ କେମିତି ବୟଫ୍ରେଣ୍ଡ୍ ସହିତ ରାତି ଅଧରେ କଥା ହେଉଛନ୍ତି ସ୍ଵାମୀ ନଥିବା ସମୟରେ। ଆପଣ ମାନେ ଦେଖୁଥିବେ ଏହି ଭିଡ଼ିଓରେ ଦୁଇ ପ୍ରେମୀ ଯୁଗଳ କିପରି ଭିଡିଓ କଲ୍ ରେ ବାର୍ତ୍ତାଳାପ କରୁଛନ୍ତି। ଦେଖିବାକୁ ମିଳିଛି ଯେ ମହିଳା ଜଣକ ଶୋଇଥିବା ଅବସ୍ଥାରେ ହସି ହସି ପ୍ରେମିକ ସହିତ ମଜାମସ୍ତି କରୁଛନ୍ତି।
ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଯୁବକ ଯୁବତୀ ମାନଙ୍କ ପାଇଁ ପ୍ରେମର ମାନେ ହେଉଛି, ଅଶୀଳତା। ସେମାନଙ୍କ ପାଖରେ ସ୍ୱଚା ପ୍ରେମ ଦେଖିବା ପାଇଁ ମିଳି ନଥାଏ। ଯୁବକ ଯୁବତୀ ଏଭଳି କିଛି କରିବା ପୂର୍ବରୁ ଘର ପରିବାର କଥା ଟିକିଏ ହେଲେ ଚିନ୍ତା କରନ୍ତି ନାହିଁ। ଶେଷରେ ନିଜର ଭବିଷ୍ୟତ ଖରାପ କରିବା ସହିତ ବାପା ମାଆ ଙ୍କ ସନମାନ ତଳେ ପଖାଇ ଥାନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.