Movie prime
ଯେତେବେଳେ ଯମରାଜା ଛୁଟିରେ ଥାନ୍ତି ସେତେବେଳେ ଘଟେ ଏମିତି ଆଶ୍ଚର୍ୟ୍ଯ ଜନକ ଘଟଣା
 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଉ ସୋସିଆଲ ଆପଣମାନେ ଅନେକ ଭିଡିଓ ଦେଖିଥିବେ ଯେଉଁଥିରେ ଦେଖିବାକୁ ମିଳୁଛି କି ଭଗବାନଙ୍କ ଦୟା ହେଲେ ଜଣଙ୍କ ଜୀବନ ବି ବଞ୍ଚିଯାଇପାରେ । ଆଉ ଭଗବାନ ଯାହାକୁ ବଞ୍ଚାଇବେ ତାଙ୍କୁ କିଏ ବା ମାରିପାରିବ । ଆଉ ଭଗବାନ ଚାହିଁଲେ ସମସ୍ତଙ୍କୁ ରକ୍ଷା କରିପାରିବେ । 
ଆଉ ଭଗବାନଙ୍କ ମାୟା କାହାକୁ ବା ଜଣା । ଭଗବାନଙ୍କ ସୁଦୟା ହୋଇଥିଲେ ସମସ୍ତ ପ୍ରାଣୀ ନିଜ ଜୀବନ ବଞ୍ଚାଇ ପାରିବେ । ଆଉ ଏହାର ଅନେକ ଉଦାହରଣ ମଧ୍ୟ ଅଛି ଆଉ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ କି ଜଣେ ବ୍ୟକ୍ତି କାର ଚଲାଉଥିଲେ ଆଉ ସେ ରାସ୍ତାର ସବୁ ଆଡ଼େ ତାଙ୍କ ଗାଡ଼ିକୁ ନେଉଥିଲେ । ଆଉ ସେହିଁ ବ୍ୟକ୍ତି ଜଣକ କାରକୁ ଏକ ପୋଲ ଖୁଣ୍ଟରେ ଗାଡ଼ି କୁଟି ଦେଉଛନ୍ତି ।
ସେହି ସମୟରେ ବ୍ୟକ୍ତି ଜଣଙ୍କର ଗାଡ଼ି କୌଣସି ବଡ ଗାଡ଼ି ସହ ଧକ୍କା ହୋଇନାହିଁ ଆଉ ଏହା ଭଗବାନଙ୍କ ଆର୍ଶୀବାଦରୁ ହୋଇଛି । ଆଉ ସେହି ବ୍ୟକ୍ତି ଜଣକର ବ୍ଲଡ଼ ପ୍ରେସର୍ ଲୋ ହୋଇଯାଇଥିଲା ଆଉ ସେଥିପାଇଁ ସେ ଏମିତି ଗାଡ଼ି ଚଳାଇଥିଲେ । ଆଉ ଏଥିରୁ ଜଣା ପଡ଼ିଲା କି ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ । ଆଉ ଏହି ଘଟଣାର ଆଉ ଏକ ଉଦାହରଣ ହେଉଛି, ବନ୍ୟା ଯୋଗୁଁ ଏକ ଅଞ୍ଚଳରେ ସବୁ ଗାଡ଼ି ଭାସୁଛି । ଆଉ ଗାଡ଼ି ଭାସିବା ପରେ ଏକ ଇଲେକ୍ଟ୍ରି ସକ ଲାଗିଛି । 
Viral video
ଆଉ ସେଠାରେ ଏକ କାର ଥିଲା ଆଉ କାରରେ ନିଆଁ ଲାଗି ଯାଉଥିଲା ଆଉ ସେହି ସମୟରେ ଆଉ ଜଣେ ଜେଶିପି ଗାଡ଼ି ତାର ସାହାଯ୍ୟରେ ପାଣି ପକାଇ ଦେଲା ଆଉ ଯାହାଫଳରେ ଗାଡ଼ିର କୌଣସି କ୍ଷତି ହେଲା ନାହିଁ । ଆଉ ଏକ ଉଦାହରଣ ହେଉଛି, ଗୋଟିଏ ବାଇକରେ ଦୁଇଟି ଲୋକ ଯାଉଥିଲେ ଆଉ ତାଙ୍କ ଗାଡ଼ି ଆଗରେ ଏକ ଟ୍ରକ ଯାଉଥିଲା । ଆଉ ସେହି ଟ୍ରକ୍ ଉପରେ ଏକ କଭର ଥିଲା ଆଉ ଏହା ପବନରେ ଉଡ଼ି ଆସି ବାଇକ୍ ଲୋକଙ୍କ ଉପରେ ପଡ଼ିଲା । 
ଆଉ ସେହି ସମୟରେ କୌଣସି ବଡ ଗାଡ଼ି ଆସିନଥିଲା ଆଉ ସେ ବଞ୍ଚି ଯାଇଥିଲେ । ଆଉ ଏହି ସବୁ ଉଦାହରଣରୁ ଜଣାପଡ଼ିଲା କି ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ । ଆଉ ଭଗବାନ ଯାହାକୁ ବଞ୍ଚାଇବେ ତାର କେହି କିଛି କ୍ଷତି କରିପାରିବେ ନାହିଁ ।