Movie prime

ଦେଖୁ ଦେଖୁ ପାଦ ତଳୁ ଖସିଲା ମାଟି ହଠାତ୍ ବ୍ୟକ୍ତି ଙ୍କ ସହ ହେଲା ଏମିତି ଘଟଣା ଆପଣ ଆଖିରେ ନ ଦେଖିଲେ ବିଶ୍ୱାସ କରିବେନି ଦେଖନ୍ତୁ ଏହି VIRAL VIDEO

 
Viral news
ବର୍ତ୍ତମାନ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ମୃ-ତ୍ୟୁ ଠାରୁ ଆଉ ମାତ୍ର କିଛି ସମୟ ଦୂରରେ ଥିଲ୍ ଜଣେ ବ୍ୟକ୍ତି।
ଯେଉଁ ଭିଡିଓ ଟି ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ତାହାକୁ ଦେଖିଲେ ଆପଣ ମାନଙ୍କର ଛାତି ଥରି ଉଠିବ।ଆଜିକାଲି ଦୁନିଆରେ କେତେବେଳେ କଣ ହେଉଛି ତାହା କେହି ଜାଣି ନାହାଁନ୍ତି।
ଜଣେ ମଣିଷ ସହିତ ଏଭଳି କିଛି ଘଟଣା ଘଟିପାରେ ତାହା କେହି ଭାବି ପାରିବେ ନାହିଁ।ବର୍ତ୍ତମାନ ବ୍ୟକ୍ତି ଙ୍କ ସହିତ ଏପରି କିଛି ହୋଇଛି ଯାହାକି ସେ କେବେ ହେଲେ ଚିନ୍ତା କରି ନଥିବ।
କାରଣ ସମସ୍ତେ ଚାହୁଁ ଥାନ୍ତି ତାଙ୍କ ଜୀବନ ଖୁସିରେ କଟୁ। କେତେବେଳେ କିଛି ନ ହେଉ।କିନ୍ତୁ ଯଦି କିଛି ହୋଇଥାଏ ତାହା ବହୁତ ଦୁଃଖ ଦେଇଥାଏ।ବର୍ତ୍ତମାନ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି ତାହା ବହୁତ ଦୁଃଖ ଦାୟକ।
ବିଧିର ବିଧାନ କୁ କେହି ବି ଟଳି ପାରିବେ ନାହିଁ। କେତେବେଳେ ବି କାହା ସହିତ କିଛି ବି ହୋଇପାରେ।ବର୍ତ୍ତମାନ ଯେଉଁ ଭଳି ଭାବରେ ବ୍ୟକ୍ତି ଜଣଙ୍କ ଙ୍କ ସହିତ ଘଟଣାଟି ଘଟିଛି।
କିନ୍ତୁ କିଛି କିଛି ଘଟଣାରେ ଏମିତି ବି ଘଟିଥାଏ ତାହା ଆପଣ ବିଶ୍ୱାସ କରି ପାରିବେ ନାହିଁ।କାରଣ ଭାଗ୍ୟ କାହାର ସାଥ ଦେଇଥାଏ।ଭାଗ୍ୟ ସାଥ ଦେଲେ ମୃ-ତ୍ୟୁ ମୁଖରେ ପଡୁଥିବା କେହି ବି ବଞ୍ଚି ଯାଇ ଯାଇଥାନ୍ତି।
ଏମିତି ଏକ ସମାନ ଧରଣ ଭିଡିଓ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।
ସେହି ଭିଡିଓ ରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ରାସ୍ତାରେ ଯାଉଛନ୍ତି।ରାସ୍ତାରେ ହଠାତ୍ ଯିବା ସମୟରେ ତାଙ୍କ ପାଦ ତଳୁ ମାଟି ଭୁଶୁଡ଼ି ପଡୁଛି। ଏବଂ ବ୍ୟକ୍ତି ଜଣଙ୍କ ସେଠାରୁ ଦୌଡ଼ି ଚାଲି ଯାଇଥିଲେ।ଏହି ଦୃଶ୍ୟ ଦେଖିଲେ ସମସ୍ତେ ଭୟଭୀତ ହୋଇଯିବେ।