Movie prime

ରାଗିଗଲେ ପୋଲିସ ବାବୁ ଭିଡିଓ ବନ୍ଦ ନକରିବାରୁ ଫୋନ ନେଲେ ଛଡାଇ ଦେଖନ୍ତୁ ଏହି ଦୃଶ୍ୟ

 
Viral video
ବର୍ତ୍ତମାନ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଭିଡିଓ ରେ ଦେଖିବାକୁ ମିଳିଛି ଯେ ପୋଲିସ ମାନେ ଭିଡିଓ କରିବାକୁ ମନା କରୁଛନ୍ତି।ପୋଲିସ ମାନେ ଲୋକମାନଙ୍କୁ ସାହାଯ୍ୟ କରିବା କଥା କିନ୍ତୁ ସେ ସାହାର୍ଯ୍ୟ କରିବା ବଦଳରେ ଲୋକମାନଙ୍କୁ ମାରିବା ପାଇଁ ମଧ୍ୟ ପଛାଉ ନାହାନ୍ତି।ବର୍ତ୍ତମାନ ଭିଡିଓ ରେ ଦେଖିବାକୁ ମିଳିଛି ଯେ ପୋଲିସ ଜଣେ ବ୍ୟକ୍ତି ଙ୍କ କଲର ଧରିଛନ୍ତି।
ଆଦିବାସୀ ଦିବସରେ କିଛି ଜଣ ବ୍ୟକ୍ତି ମିଶି ରାଲି କରିଥିବାର ଦେଖିବାକୁ ମିଳିଛି। କିନ୍ତୁ ପୋଲିସ ସେମାନଙ୍କୁ ଅଟକାଇ ଥିଲେ।ଏବଂ ରାସ୍ତା ଉପରେ ଯୁକ୍ତିତର୍କ ହୋଇଥିଲେ।ପୋଲିସ ରାଗି ଯାଇ ବ୍ୟକ୍ତି ଙ୍କ କଲର ଧରିବାରୁ ସେଠାରେ ଥିବା ଗଣମାଧ୍ୟମ ପ୍ରତିନିଧି ମାନେ ଭିଡିଓ କରିଥିଲେ।ସେହି ସମୟରେ ପୋଲିସ ଜଣଙ୍କ ରାଗି ଯାଇ ତାଙ୍କୁ ଭିଡିଓ କରିବାକୁ ମନା କରିଥିଲେ।ଭିଡିଓ କାହିଁକି କରୁଛୁ ବେ ବୋଲି ମଧ୍ୟ ପୋଲିସ କହିଥିଲେ।
ବର୍ତ୍ତମାନ ଏହି ଭିଡିଓ ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ପୋଲିସ ଠେଲା ପେଲା ମଧ୍ୟ ସେମାନଙ୍କୁ କରିଥିଲେ।ସେଠାରେ ଭିଡିଓ କରୁଥିବା ବେଳେ ପୋଲିସ କହିଲେ ଯେ ତୁମକୁ ଏହି ଏକା ରେକର୍ଡିଂ କରିବାକୁ ଆସୁଛି।ଅନେକ ଯୁକ୍ତିତର୍କ ବହୁତ ସମୟ ଧରି ଲାଗି ରହିଥିଲା।ଏହା ଦେଖି ସମସ୍ତେ ଅନେକ ମନ୍ତବ୍ୟ ଦେଇଛନ୍ତି।
କିଛି କିଛି ବ୍ୟକ୍ତି ମାନେ ପୋଲିସ ଠିକ୍ କଥା କହୁଥିବା ବେଳେ ଆଉ କିଛି ଲୋକମାନେ ଏହାକୁ ବିରୋଧ କରୁଛନ୍ତି।ଭିଡିଓ ରେ ଦେଖିବାକୁ ମିଳିଛି ଯେ ବ୍ୟକ୍ତି ଜଣଙ୍କ ବହୁତ କଥା ବୁଝେଇ ଥିଲେ।ଆଦିବାସୀ ଦିବସରେ ଏଭଳି ଘଟଣା ଦେଖିବାକୁ ମିଳିଛି।ସେଠାରେ ଥିବା ଲୋକମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।ଏବଂ ଏହି ଘଟଣା ଦେଖିବା ପରେ ଅନେକ ଲୋକ ଆଲୋଚନା କରିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.