Movie prime

ମୁଁ ପୋଲିସ ବାଲା ବାକି ସୁଝିବିନି ମୋର କିଏ କଣ .....

 
Viral video
ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ ମ-ଦ୍ୟ-ପା-ନ ସେବନ କରି ଅନେକ ଲୋକଙ୍କ ଜୀବନ ଚାଲିଯାଉଛି। ମ-ଦ୍ୟ-ପା-ନ କରିବା ଦ୍ୱାରା ଲୋକ ନିଜର ମାନସିକ ଭାରସ୍ୟାମ ହରାଇ ବସେ । ଜଣେ ଜଣେ ବ୍ୟକ୍ତି ମ-ଦ୍ୟ-ପା-ନ କରି କୋଉଠି କ'ଣ କହୁଛନ୍ତି ଆଉ କ'ଣ କରୁଛନ୍ତି ନିଜେ ବି ଜାଣିପାରନ୍ତି ନାହିଁ। ମ-ଦ୍ୟ-ପା-ନ ନିଜ ସ୍ୱାସ୍ଥ୍ୟ ପାଇଁ କ୍ଷତି କାରକ ଅଟେ। ତେଣୁ ମ-ଦ୍ୟ-ପା-ନ କରିବା ଠିକ୍ ନୁହେଁ।
ବନ୍ଧୁଗଣ ଆପଣ ମାନେ ତ ଏହି ଭିଡିଓଟି ରେ ଦେଖୁଥିବେ କିପରି ଜଣେ ବ୍ୟକ୍ତି ନିଜକୁ ଓଡ଼ିଶା ପୋଲିସ କହି ଦୋକାନୀରୁ ବାକି ଖାଇସାରିବା ପରେ , ଦୋକାନୀକୁ ସେହି ବ୍ୟକ୍ତି ଜଣକ କହୁଛନ୍ତି- ମୁଁ ପୋଲିସ ବାଲା ପଇସା କ'ଣ ପାଇଁ ଦେବି କହି, ମ-ଦ ନିଶାରେ ଦୋକାନୀକୁ ଧକ୍କା ମାରିବା ସହିତ ମୋର କିଏ କଣ କରିବ ବୋଲି କହୁଛନ୍ତି ସେହି ବ୍ୟକ୍ତି ଜଣକ।
ଏହି ଭିଡିଓଟି ରେ ଆପଣ ମାନେ ଦେଖୁଥିବେ କିଭଳି ନିଶାରେ ପୁରା ଉବୁଡୁବୁ ହୋଇ ଏହି ପୋଲିସ କର୍ମଚାରୀ ଜଣକ ଠିକ୍ ସେ ଛିଡ଼ା ନଅ ହେଇପାରି ସ୍କୁଟିରୁ ମଧ୍ୟ ତଳେ ପଡିଯାଉଛନ୍ତି। ଏହି ଦୃଶ୍ୟଟି ହେଉଛି ଯାଜପୁର ଜିଲ୍ଲା ସୁବିତା ବ୍ଲକ ଅନ୍ତର୍ଗତ ଆମ୍ଫଳବା ଛକର। ଏହି ବ୍ୟକ୍ତିଙ୍କ ନାଁ ହେଉଛି ପ୍ରଦୀପ ସ୍ୱାଇଁ। ଯିଏ କି ନିଜକୁ ମ-ଦ ନିଶାରେ ଓଡ଼ିଶା ପୋଲିସ୍ କର୍ମଚାରୀ ବୋଲି କହୁଛନ୍ତି।
ଆଉ ଘର ତାଙ୍କର ଆମ୍ଫଳବା ଗ୍ରାମରେ। ନିଜକୁ ସେ ଓଡ଼ିଶା ପୋଲସିର କର୍ମଚାରୀ ବୋଲି ପରିଚୟ ଦେଉଥିବା ବେଳେ ସେହି ବ୍ୟକ୍ତି ଜଣକ ଭୁବନେଶ୍ଵର ଥାର୍ଡ ଆଇଆରବି ବାଟାଲିୟମ୍ କେମ୍ପରେ ରୁହଛନ୍ତି ବୋଲି କହୁଛନ୍ତି। ସେହି ବ୍ୟକ୍ତି ଜଣକ ଯଦି ସତରେ ପୋଲିସ କର୍ମଚାରୀ ତାହାଲେ ଡିପାଟମେଣ୍ଟକୁ ବଦନାମୀ କରୁଥିବା ଏହିଭଳି କର୍ମଚାରୀଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନିହାତି ଦରକାର।