Movie prime

ଦିଦିଙ୍କୁ ଆସୁନି ହରଣ ମହା ଘୋଟାଲାରେ ଫସିଲେ ଦିଦି ଦେଖନ୍ତୁ Exclusive Visual

 
Viral video
ବର୍ତ୍ତମାନ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ହରଣ କରି ନପାରିବାରୁ ଜଣେ ଶିକ୍ଷୟତ୍ରୀ ବିଦ୍ୟାଳୟ ରୁ ବିଦା ହୋଇଛନ୍ତି। ହରଣ ବୁଝାଇବାରେ ଫେଲ ମାରିଲେ ଗୁରୁମା।ଜିଲ୍ଲାପାଳ ଙ୍କ ଆଗରେ ତାଙ୍କର ପାଠ ପଢା ଧରା ପଡ଼ିଗଲା।ହରଣ ଆସୁନଥିବା ଶିକ୍ଷୟତ୍ରୀ କିପରି ହୋଇଛନ୍ତି ବୋଲି ପ୍ରଶ୍ନ ପଚାରୁଛନ୍ତି।ଏଠାରେ ପାଠ ପଢୁଥିବା ପିଲାଙ୍କ ଭବିଷ୍ୟତ କଣ ହୋଇପାରେ।
ତାଙ୍କୁ ସେଠାରେ କିଏ ଚାକିରି ଦେଲେ?କାରଣ ଭିଡିଓ ରେ ଯାହା ଦେଖିବାକୁ ମିଳୁଛି ଗୁରୁମା ଙ୍କୁ ହରଣ ଆସୁନାହିଁ।ତାହେଲେ ସେ କେମିତି ପାଠ ପଢ଼ିଛନ୍ତି। ପାଠ ଯାହା ପଢ଼ାଉଛନ୍ତି ଛାଡ଼ ସେଥିରେ ପୁଣି ଯାହା ପଢ଼ାଉଛନ୍ତି ଭୁଲ୍ ପଢ଼ାଉଛନ୍ତି। ଯଦି ଜିଲ୍ଲାପାଳ ନ ଆସିଥାନ୍ତେ ତାହେଲେ ଏହି ବିଷୟରେ କେହି ଜାଣି ପାରି ନଥାନ୍ତେ।ବାପା ମା କେତେ କଷ୍ଟ କରି ନିଜ ପିଲା ମାନଙ୍କୁ ପାଠ ପଢ଼ାଉଛନ୍ତି ତାହା କେବଳ ସେମାନେ ହିଁ ଜାଣିଥିଲେ।
କିନ୍ତୁ ସେମାନେ ଯଦି ଜାଣିବେ ତାଙ୍କ ପିଲାମାନେ ଯେଉଁ ଗଣିତ କରୁଛନ୍ତି ତାହା ଭୁଲ ତାହେଲେ ସେ ପିଲାମାନେ କଣ ପାଠ ଶିଖିବେ।ବାପା ମା ମାନେ ବିଦ୍ୟାଳୟ କୁ କେତେ ଆଶା ଆଉ ଭରଷା ରେ ପାଠ ପଢ଼ିବାକୁ ତାଙ୍କ ପିଲାଙ୍କୁ ଛାଡୁଛନ୍ତି।କିନ୍ତୁ ଏଠାରେ ଯାହା ଦେଖିବାକୁ ମିଳିଛି ଏହା ଦେଖି ସମସ୍ତେ ବହୁତ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।ତାଙ୍କ ପିଲାମାନେ ଏମିତି ଭୁଲ ପାଠ ପଢୁଛନ୍ତି ବୋଲି ମଧ୍ୟ ସେ ଜାଣୁ ନଥିଲେ। ବର୍ତ୍ତମାନ ସବୁ ସତକଥା ସାମ୍ନାକୁ ଆସିଛି।
ଗୁରୁମା ଜଣଙ୍କ ବିଦ୍ୟାଳୟ ରେ କେମିତି ପାଠ ପଢ଼ାଇଥାନ୍ତି ତାହା ଜଣାପଡିଛି।ବର୍ତ୍ତମାନ ଏହି ଘଟଣା ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଏବଂ ଗୁରୁମା ଙ୍କ ଏଭଳି ପାଠ ପଢା ଦେଖି ତାଙ୍କୁ ସେହି ବିଦ୍ୟାଳୟ ରୁ ବିଦା କରାଯାଇଛି।ସେଠାରେ ଯେଉଁମାନେ ଭଲ ପଢ଼ୁଥିବେ ସେମାନେ ମଧ୍ୟ ଅଶିକ୍ଷିତ ହୋଇଯାଇଥିବେ।