Movie prime

ସ୍କୁଲ୍ ଭିତରେ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ଭୟଙ୍କର କାରନାମା ଦେଖିଲେ ଭିଡିଓ ଆଶ୍ଚର୍ୟ୍ଯ ହେଇଯିବେ

 
Viral video
ଜଣେ ଦିଦି ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ତାଙ୍କୁ ପ୍ରଧାନ ଶିକ୍ଷୟତ୍ରୀ ଅସଭ୍ୟ ଭାଷାରେ ଗାଳି ଦେଇଛନ୍ତି।ମହିଳା ଜଣଙ୍କ ଫୋନ ରେ ରେକର୍ଡିଂ କରୁଥିଲେ।ଏହାଦେଖି ପ୍ରଧାନ ଶିକ୍ଷୟତ୍ରୀ ତାଙ୍କ ଫୋନ କୁ ଛଡେଇ ବାରେ ଲାଗିଥିଲେ।ସେ ବହୁତ ରାଗୀ ଯାଇଥିଲେ। ଫୋନ ଦେଲେ ନାହିଁ ବୋଲି ରାଗି କରି ଏମିତି କରିଛନ୍ତି ବୋଲି ମହିଳା ଜଣଙ୍କ କହିଛନ୍ତି।ବର୍ତ୍ତମାନ ଏହି ଘଟଣା ଟି ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।
ତାଙ୍କ ଶାଢ଼ୀ କୁ ରାଗରେ ଟାଣି ଓଟାରି ଚିରି ଦେଲେ। ମହିଳା ଜଣଙ୍କ ବହୁତ ଅଟକାଇ ଥିଲେ।କିନ୍ତୁ ପ୍ରଧାନ ଶିକ୍ଷୟତ୍ରୀ ଜଣଙ୍କ ବିଲକୁଲ୍ ତାଙ୍କ କଥା ଶୁଣି ନଥିଲେ।ସେ ରାଗରେ ଯାହା ପାରିଲେ କରିଲେ।ଏମିତି ରାଗି ଥିଲେ ଯେ ମହିଳା ଙ୍କ କାନଫୁଲ ମଧ୍ୟ ମାରି ତାଙ୍କ ଠାରୁ ନେଇଗଲେ।କିନ୍ତୁ ମହିଳା ଜଣଙ୍କ କହିଛନ୍ତି ନେଇଛନ୍ତି କି କେଉଁଠି ପଡ଼ିଛି ସେ ସେହି ବିଷୟରେ କିଛି ଜାଣି ନାହାନ୍ତି।
ତାଙ୍କର କିଛି ଭୁଲ୍ ନଥିଲେ ବିନା ଦୋଷରେ ସବୁବେଳେ ଗାଳି ଗୁଲଜ କରୁଛନ୍ତି। ମିଛ କଥା କହି ସବୁବେଳେ ଦୋଷ ଲଦି ଦେଉଛନ୍ତି।ମହିଳା ଜଣଙ୍କ ର ନାମ ହେଉଛି ପାଙ୍କଜିନି ସାହୁ।ପୀଡ଼ିତା ଶିକ୍ଷୟତ୍ରୀ ଜଣଙ୍କ ଗଣମାଧ୍ୟମ ସାମ୍ନାରେ ସବୁକଥା କହିଛନ୍ତି। ଏହା ପୁଣି ଆଉ କେଉଁଠି ନୁହେଁ ବିଦ୍ୟାର ମନ୍ଦିରରେ। ଶିକ୍ଷା ଦାତ୍ରି ହୋଇ ଭୁଲି ଗଲେ ଶିକ୍ଷା ପରିସରର ନିୟମ।ବ୍ୟକ୍ତଗତ ମତଭେଦ କୁ ନେଇ ଆରମ୍ଭ କରିଥିଲେ ମାଡ଼ ମାରିବା।
ପ୍ରଦୀପ ବେହୁରା ନାମକ ଜଣେ ଗ୍ରାମବାସୀ କହିଛନ୍ତି ଯେ ପ୍ରଧାନ ଶିକ୍ଷୟତ୍ରୀ କହୁଛନ୍ତି ସ୍କୁଲ୍ ରେ କେବଳ ତାଙ୍କ କଥା ହିଁ ସମସ୍ତେ ଶୁଣିବେ।ଆଉ ଯେଉଁ ଯାଏଁ ଏହି କଥାର ସମାଧାନ ହୋଇ ନାହିଁ ସେ ପର୍ଯ୍ୟନ୍ତ ସ୍କୁଲ୍ ତାଲା ପଡି ରହିଥିବ ବୋଲି ବ୍ୟକ୍ତି ଜଣଙ୍କ କହିଛନ୍ତି।କେନ୍ଦୁଝର ଜିଲ୍ଲାର ବେଲ ବାହଲି ପଞ୍ଚାୟତ ଢିଆ ସାହି ପ୍ରାଥମିକ ବିଦ୍ୟାଳୟ ରେ ଏଭଳି ଘଟଣା ଦେଖିବାକୁ ମିଳିଛି।ଜଣେ କନିଷ୍ଠ ଶିକ୍ଷୟତ୍ରୀ ଙ୍କୁ ସ୍କୁଲ ପରିସରରେ ଗୋଡ଼ାଇ ଗାଳି ଗୁଲଜ କରିଛନ୍ତି ଦାୟିତ୍ଵ ରେ ଥିବା ପ୍ରଧାନ ଶିକ୍ଷୟତ୍ରୀ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.