Movie prime

ଦେଖୁ ଦେଖୁ ହଠାତ୍ ପାଣିରେ ଭାସିଗଲା ଟ୍ରକ ଦୃଶ୍ୟ ଦେଖିଲେ ଆପଣ ଭ-ୟଭୀତ ହେଇପାରନ୍ତି ଛୋଟ ପିଲା ଦେଖନ୍ତୁ ନାହିଁ

 
Viral video
ବର୍ତ୍ତମାନ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବା ସହିତ ଭୟଭୀତ ମଧ୍ୟ ହୋଇ ପଡିବେ।ଆଜିକାଲି ଦୁନିଆରେ କେତେବେଳେ କଣ ଘଟିଯିବ ତାହା କେହି ଜାଣି ନଥାନ୍ତି।ଲୋକମାନେ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି।ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଦେଖିବାକୁ ମିଳିଛି।ସେହି ଦୃଶ୍ୟ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।
ଭିଡିଓ ରେ ଦେଖିବାକୁ ମିଳିଛି ଯେ ପାଣି ର ପ୍ରଖର ବହୁତ ହୋଇ ଥିବାରୁ ଗୋଟିଏ ଟ୍ରକ୍ ପାଣିରେ ଭାସି ଯାଉଛି।ସେଠାରେ ଅନେକ ଲୋକମାନେ ଉପସ୍ଥିତ ରହିଥିଲେ।ଏବଂ ସେହି ଦୃଶ୍ୟ ଦେଖି ବିଚଳିତ ହୋଇ ପଡ଼ିଥିଲେ ଏବଂ ଚିତ୍କାର କରୁଥିଲେ।ସେଠାରେ ଉପସ୍ଥିତ ଥିବା ଲୋକମାନେ ନିଜର ବୁଦ୍ଧି ଖଟାଇ ଟ୍ରକ ଡ୍ରାଇଭର ଙ୍କୁ ପାଣି ଭିତରୁ ଉଦ୍ଧାର କରିଥିଲେ।ସୂଚନା ଅନୁସାରେ ଡ୍ରାଇଭର ଜଣଙ୍କ ସୁସ୍ଥ ଅଛନ୍ତି।
କିନ୍ତୁ ଟ୍ରକ୍ ଟି ପାଣି ରେ ଅଧା ବୁଡି ଯାଇଥିଲା।ସେଥିପାଇଁ ଲୋକମାନେ ଡ୍ରାଇଭର ଙ୍କୁ ବହୁତ କଷ୍ଟରେ ଟାଣି କରି ନେଇ ଆସିଥିଲେ।ଏହି ଘଟଣା ଟି ଯେତେବେଳେ ଘଟିଥିଲା ପୋଲିସ ମାନେ ମଧ୍ୟ ଘଟଣା ସ୍ଥଳରେ ଆସି ପହଞ୍ଚି ଥିଲେ ଏବଂ ଲୋକମାନଙ୍କ ସହିତ ମିଶି ଟ୍ରକ୍ ଡ୍ରାଇଭର ଙ୍କୁ ଉଦ୍ଧାର କରିଥିଲେ। ଏହି ଦୃଶ୍ୟ ଦେଖି ସମସ୍ତେ ବିଚଳିତ ହେଉଛନ୍ତି।
ଏଭଳି ଘଟଣା କିଛି ନୁଆ ନୁହେଁ।ବିଭିନ୍ନ ସମୟରେ ସମୟରେ ଏଭଳି ଘଟଣା ଦେଖିବାକୁ ମିଳିଥାଏ।
ଏହି ଘଟଣାଟି ଦେଖି ଅନେକ ଲୋକ ମାନେ ନିଜ ମୋବାଇଲ୍ ରେ ରେକର୍ଡ କରିଥିଲେ।ଏବଂ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।ଯାହାକି ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲିବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.