Movie prime

ଲୁଚିକି ଫେରାର ହେଲେ ମହିଳା ଭାଇରାଲ୍ ହେଲା ଭିଡିଓ ଦେଖନ୍ତୁ ଫେରାର ହେଇ କଣ କଲେ

 
Viral video
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଆମ ସମାଜରେ ଏଭଳି ଘଟଣା ମାନ ଘଟିବାକୁ ଲାଗିଲାଣି ଯାହାକୁ କି ଆପଣ ମାନେ ବିଶ୍ବାସ ମଧ୍ଯ କରି ପାରିବେ ନାହିଁ। ଏବଂ ଆମ ସମାଜରେ ଏବେ ଏଭଳି ଲଜ୍ୟାଜନକ ଘଟଣା ଅଧିକ ମାତ୍ରାରେ ଘଟିବାରେ ଲାଗିଛି। ଏହି ଘଟଣା କୁ ଦେଖିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ। ଏବଂ ଏହି ଘଟଣା ଟି ମଧ୍ଯ ଆମ ଓଡ଼ିଶାର।
 ଏହି ଭିଡ଼ିଓ ରେ ଦେଖନ୍ତୁ କିଭଳି ଜଣେ ବ୍ୟକ୍ତି ନବମ ଶ୍ରେଣୀ ଛାତ୍ରୀ କୁ ନେଇ ଫେରାର ହୋଇ ଯାଇଥିଲା। ଏବଂ ସେହି ଯୁବତୀ ଟିକୁ ନେଇ ମନ୍ଦିରରେ ବିବାହ ମଧ୍ଯ କରି ନେଇଥିଲା। ଯାହା ଏହି ଭିଡ଼ିଓ ମାଧ୍ୟମରେ ଆପଣ ମାନେ ଦେଖି ପାରୁଥିବେ। ଏହି ଘଟଣା ଟି ମଧ୍ୟ କେନ୍ଦ୍ରାପଡ଼ା ଜିଲ୍ଲାରେ ଘଟି ଯାଇଛି। ଯାହାକି ଅତି ନିନ୍ଦନୀୟ ଘଟଣା ଅଟେ ବର୍ତ୍ତମାନ ଯୁବ ପୀଢ଼ି ମାନେ ପ୍ରେମରେ ସଂପୂର୍ଣ୍ଣ ଭାବରେ ପାଗଳ ହୋଇ ସାରିଲେଣି।
ଖାସ୍ ସେଥି ପାଇଁ ସେମାନେ ପ୍ରେମରେ ପାଗଳ ହୋଇ ଏଭଳି କାର୍ଯ୍ୟ ସବୁ କରି ବସୂଛନ୍ତି। ଆଜିକାଲି ର ପିଲା ମାନେ ହିଁ ଏଭଳି କାର୍ଯ୍ୟ କରୁଛନ୍ତି। ପ୍ରେମ ଆଜିର ସମାଜରେ ଏକ ଫ୍ୟାସନ ପାଲଟି ଗଲାଣି। ଏହି ପ୍ରେମ ପାଇଁ ପିଲା ମାନେ ମଧ୍ୟ ନିଜ ପରିବାର ଲୋକଙ୍କ ମୁହଁ ଚାହୁଁ ନାହାଁନ୍ତି। ପ୍ରେମରେ ପଡ଼ି ଏଭଳି ଭୁଲ୍ କରି ବସୁଛନ୍ତି କି ଯାହା କେବେ ହେଲେ ମଧ୍ୟ କ୍ଷମା ଯୋଗ୍ୟ ନୁହେଁ।
ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହି ଖବର ଖୁବ୍ ଭାଇରାଲ ହେବାରେ ଲାଗିଛି। ଲୋକ ମାନେ ଏହି ଘଟଣା କୁ ମଧ୍ଯ ପ୍ରଚୁର ମାତ୍ରାରେ ନିନ୍ଦା କରିଛନ୍ତି। ଏବଂ ଏହି ପିଲା ମାନଙ୍କ ପ୍ରତି କିଛି ଗୋଟେ ପଦକ୍ଷେପ ନିଆ ଯାଉ ବୋଲି କହିଛନ୍ତି। ତେବେ ଆପଣ ଏହି ଭିଡିଓ ଦେଖିବା ପରେ ଆପଣଙ୍କ ମତ କଣ ତାହା ଆପଣ ଆମକୁ ଜଣାଇବା କୁ ଭୁଲିବେନି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.