Movie prime

ସ୍ଵାମୀ ନଥିବା ବେଳେ ପ୍ରେମିକ କୁ ଡାକି ସ୍ତ୍ରୀ କଲା ଖେଳ, ଆଉ ପ୍ରେମିକ କଲା ଭିଡିଓ

 
Viral video
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ଦେଖିବାକୁ ପାଉଥିବେ। ସୋସିଆଲ ମିଡିଆ ବହୁଳ ମାତ୍ରାରେ ବ୍ୟବହାର ହେତୁ ଆଜିକାଲି ପ୍ରାୟ ସମସ୍ତ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି।
ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ପରକ୍ରିୟା ପ୍ରୀତି ଏକ ନୀତି ଦିନିଆ କଥା ହୋଇ ସାରିଲାଣି। ଲୋକ ମାନେ ବିବାହିତ ହୋଇ ମଧ୍ୟ ଅନ୍ୟ ଜଣକ ସହ ସମ୍ପର୍କ ରଖୁଛନ୍ତି।
ଆମେ ଏବେ ଆପଣଙ୍କୁ ଏଭଳି ଏକ ଭିଡିଓ ଦେଖାଇବାକୁ ଯାଉଛୁ। ତେବେ ଦେଖନ୍ତୁ ଏହି ଭିଡିଓ କୁ ଭଲ ଭାବରେ କିଭଳି ସ୍ୱାମୀ ଜଣକ ଅଫିସ ଯାଇଥିବା ସମୟରେ ସ୍ତ୍ରୀ ତାଙ୍କ ସ୍ଵାମୀ ଙ୍କୁ ଡ଼ାକି ତାଙ୍କ ସହ ଅନ୍ତରଙ୍ଗ ସମୟ ବିତାଉଥିଲେ।
ଏବଂ ଏହି ସମୟରେ ସ୍ୱାମୀ ଜଣକ ଆସି ତାଙ୍କ ଘରେ ପହଞ୍ଚି ଯାଇଛନ୍ତି। ଏହାପରେ ସେଠାରେ ଯାହା ଘଟିଛି ତାହା ଆପଣ ମାନେ ଭିଡିଓ ରୁ ଦେଖି ବେଶ ଭଲ ଭାବରେ ଜାଣି ପାରୁଥିବେ।
ସେଠାରେ ଥିବା ଉକ୍ତ ପ୍ରେମିକ ଜଣକ ମଧ୍ଯ ତାଙ୍କ ପ୍ରେମିକା ର ସ୍ୱାମୀ କୁ ଦେଖିବା ପରେ ସେଠାରୁ ଧଡ ପଡ଼ ହୋଇ ଉଠି ପଡିଛନ୍ତି। ଏବଂ ନିଜ ସାର୍ଟ ର ବୋତାମ ଦେବାରେ ଲାଗିଛନ୍ତି।
ହେଲେ ସ୍ତ୍ରୀ ଜଣକ ଆଉ ନିଜ ସ୍ୱାମୀ ଙ୍କ ସାମ୍ନା ଧରା ପଡି ଯିବାର ଦେଖି ସେ ଆଉ କିଛି କଥା କହି ପାରୁ ନାହାଁନ୍ତି। ସେ କେବଳ ଲଜ୍ୟାରେ ନିଜ ମୁଣ୍ଡ ତଳକୁ କରି ଚାହିଁଛନ୍ତି। ଏହାପରେ ସ୍ଵାମୀ ଜଣକ ମଧ୍ୟ ତାଙ୍କ ସ୍ତ୍ରୀ ଙ୍କୁ ଖୁବ ଗାଳି ଗୁଲଜ କରିଛନ୍ତି।
ତେବେ ଏହି ଭିଡିଓ ଟି ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବା ସହ ସମସ୍ତଙ୍କ ଫୋନ କୁ ଫୋନ ଘୁରି ବୁଲୁଛି। ଅନେକ ଲୋକ ମାନେ ମଧ୍ଯ ଏହାକୁ ଖୁବ ଦେଖି ସାରିଲେଣି।
ଏବଂ ସ୍ତ୍ରୀ ଜଣକ ଙ୍କ ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ଘୋର ନିନ୍ଦା ମଧ୍ଯ କରିଛନ୍ତି। ତେବେ ଆପଣଙ୍କୁ ଏହି ଭିଡିଓ ଟି କିଭଳି ଲାଗିଲା ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.