Movie prime

ଖୁଡି ଙ୍କ ସହ ଖରାପ୍ କଲା ପୁତୁରା

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ସୋସିଆଲ ମିଡ଼ିଆ ରେ ଭାଇରାଲ୍ ହେଉଥିବା ଅନେକ ଭିଡିଓ ଦେଖିଥିବେ ଭିଡିଓ ଗୁଡିକ ମଧ୍ୟ ସୋସିଆଲ ମିଡିଆରେ ପ୍ରାୟ ସମୟରେ ଭାଇରାଲ୍ ହୋଇଥାଏ।
ଆଜି କାଲି ଘରେ ଘରେ ହେଉଛି ସ୍ମାର୍ଟ ଫୋନ୍ ଏଥିପାଇଁ ଖୁବ ସହଜରେ ଅନେକ ଭିଡିଓ ଗୁଡିକ ମଧ୍ଯ ସ୍ୱଳ୍ପ ସମୟରେ ଖୁବ୍ ଭାଇରାଲ୍ ହୋଇଥାଏ। ତେବେ ଆପଣ ମାନେ ସୋସିଆଲ ମିଡ଼ିଆରେ ଅନେକ ପ୍ରେମ ସମ୍ପର୍କ ଦେଖିଥିବେ।
ଏହା ମଧ୍ଯ ଦେଖିଥିବେ କି ବିବାହିତ ପୁରୁଷ ଓ ନାରୀ ମାନେ କିଭଳି ଭାବରେ ଅନ୍ୟ ଜଣକ ସହ ସମ୍ପର୍କ ରଖୁଛନ୍ତି। ସେମାନେ ତାଙ୍କର ସନ୍ତାନ ଥାଇ ମଧ୍ୟ ଅନ୍ୟ କାହା ସହ ସମ୍ପର୍କ ରଖିବାକୁ ପଛ ଘୁଂଚା ଦେଉ ନାହାନ୍ତି।
ଏବେ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗୁଛି। ଆମେ ଏବେ ଆପଣଙ୍କୁ ସେଭଳି ଏକ ଭିଡିଓ ଦେଖାଇବାକୁ ଯାଉଛୁ ଯାହାକୁ ଦେଖି ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।
ଆଜ୍ଞା ହଁ ଦେଖନ୍ତୁ ଏହି ଭିଡ଼ିଓ ଟି କୁ ଭଲ ଭାବରେ ଭିଡିଓ ରେ ଏକ ମହିଳା କିଭଳି ଭାବରେ ଜଣେ ଅନ୍ୟ ପୁରୁଷ ଙ୍କ ସହ ଛିଡ଼ା ହୋଇଛନ୍ତି। ଏବଂ ମହିଳା ଜଣକ ଯେଉଁ ପୁରୁଷ ଙ୍କ ସହ ଛିଡ଼ା ହୋଇଛନ୍ତି ସେ ତାଙ୍କ ସ୍ୱାମୀ ନୁହଁନ୍ତି ବରଂ ସେ ହେଉଛନ୍ତି
ତାଙ୍କ ପ୍ରେମିକ। ସ୍ୱାମୀ ଘରେ ନଥିବା ସମୟରେ ମହିଳା ଜଣକ ତାଙ୍କ ପ୍ରେମିକ ସହ ଅନ୍ତରଙ୍ଗ ମୁହୂର୍ତ୍ତ ବିତାଉ ଥିଲେ। ଏହାପରେ ସେ ପରିବାର ଲୋକଙ୍କ ଆଗରେ ଧରା ପଡି ଯାଇଥିଲେ।
ଏହାପରେ ସେଠାରେ ଉପସ୍ଥିତ ଥିବା ଲୋକ ମାନେ ମଧ୍ୟ ତାଙ୍କର ଭିଡିଓ କରିଥିଲେ। ଏହାପରେ ସେହି ଭିଡିଓ କୁ ମଧ୍ଯ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଥିଲେ। ଏବେ ସେହି ଭିଡିଓ ଟି ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି।
ଏବଂ ଅନେକ ଲୋକ ତାଙ୍କୁ ଦେଖୀ ସାରିଲେଣି। ଏହାପରେ ତାଙ୍କୁ ଖୁବ ନିନ୍ଦା ମଧ୍ଯ କରିଛନ୍ତି। ଆପଣଙ୍କ ଏହି ଭିଡିଓ ପ୍ରତି ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.