Movie prime

ଦାଣ୍ଡରେ ପଡ଼ି ହାଟରେ ଗଡୁଛି ଅଖୟ ପରିଜାଙ୍କ ଅ-ଶ୍ଵି-ଳ ଭିଡିଓ କିଏ କହୁଛି ସତ ? ଦେଖନ୍ତୁ ସମ୍ପୂର୍ଣ ଘଟଣା

 
Special Report
ବର୍ତ୍ତମାନ କୌଣସି କଳାକାରଙ୍କ ନାମରେ ଶଯ୍ୟା ସଙ୍ଗିନୀ ର ଅଭିଯୋଗ ଆସିନାହିଁ।କିନ୍ତୁ ବରିଷ୍ଠ ପ୍ରଯୋଜକ ଅକ୍ଷୟ ପରିଜା ଙ୍କ ନାମରେ ଆସିଛି ସଙ୍ଗିନୀ ଅଭିଯୋଗ। ଖାଲି ଅଭିଯୋଗ ଆସିନାହିଁ।ଏହାର ପ୍ରମାଣ ମଧ୍ୟ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲିବାରେ ଲାଗିଛି।ଦର୍ଶକ ମାନେ ଏହି ଭିଡିଓ ଦେଖି ନିନ୍ଦା କରିଛନ୍ତି।
ବରିଷ୍ଠ ପ୍ରଯୋଜକ ଅକ୍ଷୟ ପରିଜା ଙ୍କ ଉଲଗ୍ନ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆଉ ଏହାକୁ ନେଇ ସୋସିଆଲ ମିଡିଆରେ କେହି କେହି ନିଜ ମନ୍ତବ୍ୟ ଦେଇଛନ୍ତି ଯେ ଏଥର ବରିଷ୍ଠ ପ୍ରଯୋଜକ ଅକ୍ଷୟ ପରିଜା ଙ୍କ ନୂଆ ଚଳଚିତ୍ର ର ନାମ ହେଉଛି "ମୋ ଅ-ଶ୍ଳୀ-ଳ ସିନେମା ର ନାୟିକା ତୁ"। ଆଉ ଯେତେବେଳେ ଏହି ଚଳଚ୍ଚିତ୍ର ଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି କାଷ୍ଟିଂ କାଉଚ୍ ରେ ଶିକାର ହୋଇଥିବା ଯୁବତୀ ଲକ୍ଷ୍ମୀ ସାଗର ଥାନାରେ ଅଭିଯୋଗ କରିଛନ୍ତି।
ଏହି ଘଟଣା କୁ ନେଇ ଓଲିଉଡ଼ ରେ ନାନାଦି ଚର୍ଚ୍ଚାର ବିଷୟ ପାଲଟିଛି।ଏଠାରେ କହି ରଖିବାକୁ ଚାହିଁବୁ ଯେ ଥାନାରେ ଅଭିଯୋଗ କରିଥିବା ଯୁବତୀ ଜଣଙ୍କ ଏକ ଭିଡିଓ ଜାରି କରି କହିଛନ୍ତି ଯେ ଦୁଇ ବର୍ଷ ତଳେ ଏହି ଯୁବତୀ ଜଣକ ବରିଷ୍ଠ ପ୍ରଯୋଜକ ଅକ୍ଷୟ ପରିଜା ଙ୍କୁ ଭେଟି ସିନେମା ଓ ବ୍ୟବସାୟ ରେ କାମ କରିବା ପାଇଁ ଅନୁରୋଧ କରିଥିଲେ।ଆଉ ଏହି ଯୁବତୀଙ୍କ ଅସୁବିଧା ର ଫାଇଦା ଉଠାଇଥିଲେ ବରିଷ୍ଠ ପ୍ରଯୋଜକ ଅକ୍ଷୟ ପରିଜା।
ତାଙ୍କ ଘରକୁ ଯାଇ ଖରାପ ସମ୍ପର୍କ ରଖିଥିଲେ।ଏହି ସମୟରେ ପରିଜା ନିଜେ ସୁଟିଂ କରିଥିବା ଅଭିଯୋଗ ହୋଇଛି। ଆଉ ଯଦି ଏହି ଖବର ପ୍ରଘଟ ହୁଏ ତେବେ ଏହି ଭିଡିଓ ଭାଇରାଲ ହୋଇଯିବାର ଧମକ ମଧ୍ୟ ଯୁବତୀଙ୍କୁ ଦେଇଥିଲେ।ଏହାପରେ ବରିଷ୍ଠ ପ୍ରଯୋଜକ ଅକ୍ଷୟ ପରିଜା ଯୁବତୀଙ୍କୁ ବାରମ୍ବାର ଯୌ-ନ ଶୋଷଣ କରି ଚାଲିଥିଲେ।ଯୁବତୀ ଜଣକ ଅନ୍ୟ ଜାଗାରେ ବିବାହ କରିବାକୁ ନିଷ୍ପତି ନେଇଥିବା କଥା ଜାଣିବା ପରେ ପ୍ରଯୋଜକ ଅକ୍ଷୟ ସହଜରେ ଗ୍ରହଣ କରି ପାରି ନଥିଲେ।
ଯୁବତୀଙ୍କୁ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ। ଯାହାକୁ ନେଇ ଯୁବତୀ ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.