Movie prime

ହିରୋ ଅରିନ୍ଦମ ଙ୍କ ସହ କୁନି ଝିଅର ମସ୍ତି ଦେଖନ୍ତୁ ଏହି ଭିଡିଓ ରେ

 
Special Report
ଆପଣମାନେ ଓଲିଉଡ଼ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ଅରିନ୍ଦମ ରାୟ ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ।ସେ ଅନେକ ଓଡ଼ିଆ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି।ଅଭିନେତା ଅରିନ୍ଦମ ଯେଉଁ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି ସବୁ ଚଳଚ୍ଚିତ୍ର ସୁପର ହିଟ୍ ହୋଇଛି।ଦର୍ଶକ ମାନେ ତାଙ୍କ ଅଭିନୟ ଦେଖିବା ପାଇଁ ପାଗଳ ହୋଇଥାନ୍ତି।ଅଭିନେତା ଅରିନ୍ଦମ ପ୍ରେମର ଋତୁ ଅସିଲାରେ ଚଳଚ୍ଚିତ୍ର ରେ ଅଭିନୟ କରିଥିଲେ।
ଦେବୁଟ୍ ବଙ୍ଗଳା ଚଳଚ୍ଚିତ୍ର ଟକ୍କର ରେ ଅଭିନୟ କରିଥିଲେ।ସେହିପରି ଇଷ୍କି ତୁ ହିଁ ତୁ, ଗୁଡ ବଏ,ପ୍ରେମରେ ପ୍ରେମରେ ଏହିଭଳି ସୁନ୍ଦର ସୁନ୍ଦର ଚଳଚ୍ଚିତ୍ର ରେ ଅଭିନୟ କରି ସମସ୍ତ ଓଡିଶାବାସୀ ଙ୍କ ମନରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।ପ୍ରେମର ଋତୁ ଆସିଲାରେ ଚଳଚ୍ଚିତ୍ର ରେ ଅଭିନେତା ଅରିନ୍ଦମ ବେଷ୍ଟ ଆକ୍ଟର ଭାବରେ ପୁରସ୍କୃତ ହୋଇଥିଲେ।୨୦୧୨ ରେ ମଧ୍ୟ ରଜା ଝିଅ ସଙ୍ଗେ ହୋଇଗଲା ଭାବ ଚଳଚ୍ଚିତ୍ର ରେ ବେଷ୍ଟ ଆକ୍ଟର ଭାବରେ ପୁରସ୍କୃତ ହୋଇଥିଲେ।
ଅଭିନେତା ଅରିନ୍ଦମ ଙ୍କ ର ଗୋଟିଏ ଝିଅ ଅଛନ୍ତି।ଯିଏ କି ବହୁତ ସୁନ୍ଦର ଅଟନ୍ତି।ବର୍ତ୍ତମାନ ଦେଖିବାକୁ ମିଳିଛି ଯେ ଅଭିନେତା ଅରିନ୍ଦମ ତାଙ୍କ ଝଅ ସହିତ ବହୁତ ମଜା ମସ୍ତି କରୁଛନ୍ତି।ତାଙ୍କ ସହିତ ସେଲଫି ନେଇଛନ୍ତି।ତାଙ୍କୁ ଚାରିଆଡ଼େ ବୁଲାଉଛନ୍ତି।ଅଭିନେତା ଅରିନ୍ଦମ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ୍ ରେ ଏହି ଫଟୋ ଗୁଡ଼ିକ ପୋଷ୍ଟ କରିଛନ୍ତି।ଯାହାକି ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଛି।
କିନ୍ତୁ କିଛି ଦିନ ହୋଇଯିବ ଅଭିନେତା ଅରିନ୍ଦମ କୌଣସି ଚଳଚ୍ଚିତ୍ର ରେ ଅଭିନୟ କରୁ ନାହାନ୍ତି।ସେଥିପାଇଁ ତାଙ୍କ ଦର୍ଶକ ମାନେ ବହୁତ ମିସ କରୁଛନ୍ତି।ଏବଂ ଚଳଚିତ୍ର କରନ୍ତୁ ବୋଲି ଅଭିନେତା ଅରିନ୍ଦମ ଙ୍କୁ କହୁଛନ୍ତି।କିନ୍ତୁ ଅଭିନେତା ଅରିନ୍ଦମ ଏହି ବିଷୟରେ କାହାକୁ କିଛି କହି ନାହାନ୍ତି।ବର୍ତ୍ତମାନ କିନ୍ତୁ ଅଭିନେତା ଅରିନ୍ଦମ ତାଙ୍କ ଝିଅଙ୍କ ସହିତ ସମୟ ବିତାଉଛନ୍ତି। ପରିବାର ଲୋକଙ୍କ ସହିତ ମଧ୍ୟ ସମୟ ବିତାଉଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.