Movie prime

କଲେଜ୍ ଝିଅ ମାନେ ରାସ୍ତା ରେ ଅଟକି କଲେ ଭିଡିଓ

 
Viral video
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ସୋସିଆଲ ମିଡିଆରେ ବର-କନ୍ୟା ସହ ଜଡ଼ିତ ଅନେକ ଭିଡିଓ ପ୍ରତିଦିନ ଭାଇରାଲ ହେବାରେ ଲାଗିଛି। ବିବାହ ଋତୁ ଶେଷ ହେଉ ହେଉ ଅନେକ ଭିଡିଓ ଅନଲାଇନରେ ସାମ୍ନାକୁ ଆସିଛି।
କିଛି ଭିଡିଓକୁ ଦେଖିଲେ ଲୋକମାନେ ହସି ହସି ଗଡିଯାଉଥିବା ବେଳେ ଆଉ କିଛି ଭିଡିଓକୁ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି। ଏପରି ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଏବେ ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ବିଭିନ୍ନ ଭିଡ଼ିଓ ଭାଇରାଲ୍ ହୋଇଥାଏ। 
ଅଜବ ଗଜବ ଘଟଣା ହେଉ ଅବା ଦୁ-ର୍ଘ-ଟ-ଣା ସବୁ ପ୍ରକାରର ଭିଡିଓକୁ ନେଇ ସୋସାଲ ମିଡିଆରେ ଚର୍ଚ୍ଚା ହୋଇଥାଏ। ଠିକ୍ ସେହିପରି ଏକ ବିବାହ ଉତ୍ସବର ମଜାଦାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି।
ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ। 
ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି। ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ କିଛି କିଛି ଝିଅ ପିଲାମାନେ ହଷ୍ଟେଲ ବା କଲେଜ ଯାଉଥିବା ସମୟରେ ଖେଳ କରିଥାନ୍ତି।
ଦେଖନ୍ତୁ ଯୁବତୀ ଜଣକ କେମିତି ରାସ୍ତା ମଝିରେ ପ୍ରେମିକକୁ ପ୍ରୋପଜ କରୁଛନ୍ତି। ଏବଂ ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓଟି ତାଙ୍କ ସାଙ୍ଗ ରେକଡ କରି ଯାହାକି ଭାଇରାଲ କରୁଛନ୍ତି। 
ଆଜିକାଲି ଯୁବପିଢୀ ମାନେ ପାଠ ପଢିବା ଅପେକ୍ଷା ପ୍ରେମକୁ ବେଶୀ ଗୁରୁତ୍ଵ ଦେଉଛନ୍ତି। ବନ୍ଧୁଗଣ ଭିଡିଓଟିରେ ଦେଖିପାରୁଥିବେ କିଭଳି କଲେଜ ଛାତ୍ରୀ ବିବାହ କରୁଛନ୍ତି।
ଆପଣ ମାନେ ତ ଜାଣିଥିବେ ଅନେକ ସମୟରେ କଲେଜରେ ଯୁବକ ମାନେ ଯୁବତୀ ମାନଙ୍କୁ ପ୍ରୋପଜ କରିଥାଆନ୍ତି। ଆଜି ଏହି ଭିଡିଓଟିରେ ଜଣେ ଯୁବକ ସମସ୍ତଙ୍କ ସାମ୍ନାରେ ଜଣେ ଯୁବତୀଙ୍କୁ ପ୍ରୋପଜ କରୁଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.