Movie prime

ଶେଷରେ ଦେବା ଦେବୀଙ୍କୁ ବି ଛାଡିଲେନି ଶେଷରେ ମା ଙ୍କ ସହ ଯୁବକ ଦେଖନ୍ତୁ କେମିତି କରୁଛନ୍ତି ଅ-ଶ୍ଵିଳ ହରକତ

 
Viral News
ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ପୁଣି ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଛି। ଏହି ଭିଡିଓଟି ରେ ଦେଖିବାକୁ ମିଳିଛି ଯେ ଦେବୀଙ୍କ ମୂର୍ତ୍ତିକୁ ଧରି ଲୋକ ମାନେ ନାଚୁଛନ୍ତି। କେମିତି କେଜାଣି ଦେବୀଙ୍କ ମୂର୍ତ୍ତିକୁ ଅସମ୍ମାନ କରିବା ପୂର୍ବରୁ ସେହି ଲୋକ ମାନଙ୍କୁ ଟିକେ ହେଲେ ଖରାପ ଲାଗୁନି।
ଆଜିକାଲି ସମାଜରେ କିଛି ଅବେବିକି ମଣିଷ ମାନଙ୍କ ପାଇଁ ନିଜକୁ ମଣିଷ ବୋଲି କହିବାକୁ ବି ଖରାପ ଲାଗୁଛି। ଭଗବାନଙ୍କ ସୃଷ୍ଟିର ଶ୍ରେଷ୍ଠ ହେଉଛି ମଣିଷ। ଏ ପୃଥିବୀର ଶ୍ରେଷ୍ଠ ପ୍ରାଣୀ ଭାବେ ମଣିଷ ଜାତିକୁ ପରା ବିବେଚିତ କରାଯାଇଥାଏ।
ଭଗବାନ କହିକି ମଣିଷ ଜନ୍ମ ଦେଇଛନ୍ତି ଲୋକମାନଙ୍କୁ ଭଲମନ୍ଦ ବୁଝିବା ପାଇଁ ଆଉ ବାଛ ବିଚରା କରିବା ପାଇଁ। ସେଥିପାଇଁ ତ କୁହାଯାଏ ମଣିଷ ଜୀବନ ଶ୍ରେଷ୍ଠ ଅଟେ। 
ଆଉ ସେଥିପାଇଁ ତ ଭଗବାନ ଆମକୁ ପଶୁ ଜନ୍ମ ନଦେଇ ମଣିଷ ଜନ୍ମ ଦେଇଛନ୍ତି। ଏବେ ଏହି ଭିଡିଓ ରେ ଆପଣ ମାନେ ସମସ୍ତେ ଦେଖିଲେ ଜାଣିପାରିବେ ଯେ କେମିତି ଭଗବାନଙ୍କୁ ଧରି ଲୋକ ମାନେ ନାଚ କରୁଛନ୍ତି।
ଭଗବାନଙ୍କ ହାତରେ ଯେଉଁ ମଣିଷ ମାନେ ଏହି ଧାରାପୃଷ୍ଠ କୁ ଆସିଥିଲେ ଆଜି ସେଇ ଭଗବାନଙ୍କୁ ଅସମ୍ମାନ କରିବା ପୂର୍ବରୁ ଟିକେ ହେଲେ ଖରାପ ଲାଗୁନି ଏହି ମଣିଷ ମାନଙ୍କୁ।
ଆଜି ଭଗବାନ ଏହି ଭଳି ମଣିଷ ମାନଙ୍କୁ ଜନ୍ମ ଦେଇ ନିଜକୁ ଧିକାର୍ ମନେ କରୁଥିବେ। ଏ ମଣିଷ ମାନେ ଭଗବାନଙ୍କୁ ଟିକେ ସମ୍ମାନ ଦେବା ତ ଦୂରର କଥା ଶେଷରେ ତାଙ୍କ ମୂର୍ତ୍ତି ସହିତ ବି ଖେଳିଦେଲେ। 
ଯେଉଁ ମାଟିର ମୂର୍ତ୍ତିକୁ ମଣିଷ ମାନେ ଦେବୀ ବୋଲି ପୂଜା କରି ଆସୁଥିଲ। ଆଜି ସେହି ମୂର୍ତ୍ତି ସହିତ ଏଭଳି କାମ କରିବା ପୂର୍ବରୁ ସେମାନଙ୍କ ମଣିଷ ପଣିଆକୁ ଟିକେ ବାଧା ଲାଗିଲାନି।
ଶେଷରେ ସବୁ ସୀମାକୁ ଭୁଲିଯାଇ ମା'ଙ୍କ ମୂର୍ତ୍ତିକୁ ଧରି ନାଚିବାକୁ ବି ପଛେଇଲନି। ଦର୍ଶକ ବନ୍ଧୁ ଟିକେ ଭଲରେ ଦେଖନ୍ତୁ ଏହି ଭିଡ଼ିଓ ରେ ଚାଲିଥିବା ଦୃଶ୍ୟଟି କୁ ମା ଖୁଦୁରୁକୁଣୀଙ୍କୁ ବିସର୍ଜନ କରିବାକୁ ନେଇଛନ୍ତି କିଛି ଲୋକ।
କିନ୍ତୁ ବିସର୍ଜନ କରିବା ପୂର୍ବରୁ ମା'ଙ୍କୁ ଧରି ନାଚିବା ସହିତ ତାଙ୍କ ଗାଲକୁ ମଧ୍ୟ ମଝିରେ ଗେଲ କରୁଛନ୍ତି। ଆଉ ମ-ଦ ପିଇ ମାତାଲ୍ ହୋଇ ମଧ୍ୟ ମା'ଙ୍କୁ ଧରି ନାଚିଛନ୍ତି ଯୁବକ ମାନେ। 
ଖାଲି ସେତିକି ନୁହେଁ, ଆଉ ଜଣେ ଯୁବକ ବି ମା'ଙ୍କୁ କୋଳରେ ଟେକି ଧରି ଘିରି ଘିରି କରି ବୁଲଉଛନ୍ତି। ଆଉ ଏମିତି ମା'ଙ୍କୁ ଯୁବକ ମାନେ କୋଳରେ ଧରି ଝୁଲୁରେ ନିତାଇ ଝୁଲ ସଂଗୀତରେ ନାଚୁଛନ୍ତି। ଆଉ ଏମିତି ନଚଉଛନ୍ତି ଯେ ଏହି ଦୃଶ୍ୟଟି କୁ ଦେଖିଲେ ମନଟା ବିଚଳିତ ହେଇଯାଉଛି।
ଏହିଭଳି ଦୃଶ୍ୟଟି ଦେଖିବାକୁ ମିଳିଛି ବାଲିଅନ୍ତା ବ୍ଲକ ବୋଇଁଚୁଆ ବିଲ ସାହିରେ। ଇଏ ହେଉଛି ମା ଖୁଦୁରୁକୁଣୀ ବିସର୍ଜନ ସମୟର ଦୃଶ୍ୟ। ଆଉ ଏ ଦୃଶ୍ୟ ଦେଖିବା ପରେ ନିଜ ବିବେକକୁ ବାଧା ଲାଗୁଛି। କେବେ ସୁଧୁରିବ ଏଇ ସବ୍ୟ ସମାଜ ଆଉ ଏଭଳି ଅସଭ୍ୟ ମଣିଷ ମାନେ।