Movie prime
ଛାତ୍ରୀ ଙ୍କ ଭିଡିଓ ହେଲା VIRAl ଦେଖନ୍ତୁ ଝିଅଙ୍କୁ ପଟେଇବାକୁ ହେଲେ କଣ କରିବାକୁ ହୁଏ
 
Viral video
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଘଟଣା ଦେଖୁଥିବେ । ଆଉ ଦୁନିଆରେ ଏମିତି କିଛି ଘଟଣା ଘଟେ ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ଏମିତି କିଛି ଘଟଣା ଅଛି ଯାହା ନିନ୍ଦନୀୟ ଅଟେ । ଏମିତି କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ଯାହାକୁ ଦେଖିଲେ ଆପଣଙ୍କ ମନରେ ପ୍ରଶ୍ନ ଉଙ୍କିମାରେ । ଆଉ ଏହିଭଳି ଅନେକ ଘଟଣା ଆଜିକାଲି ସମାଜରେ ଘଟୁଛି ।
ଆଉ ଆଜିକା ସମାଜରେ ବସବାସ କରୁଥିବା ଲୋକମାନେ ଏମିତି କିଛି କାମ କରନ୍ତି ଯାହାଦ୍ଵାରା ଅନେକ ପ୍ରଶ୍ନ ଆଉ ତାଙ୍କ ଇଜ୍ଜତ ଉପରେ ପ୍ରଶ୍ନ ଆସିଥାଏ । ଆଉ ଆଜିକା ଯୁଗରେ ଏମିତି କିଛି ପୁଅମାନେ ଅଛନ୍ତି ଯେଉଁମାନେ ଗୋଟେ ଗାର୍ଲଫ୍ରେଣ୍ଡ କରିବାକୁ କଣ ଯେ ସବୁ କରନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ଏମିତି ଏକ ଘଟଣା ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।
ଆଉ ଏହି ଭିଡିଓରେ ଆପଣ ଦେଖିବେ ଯେ ଜଣେ ଯୁବକ ସଙ୍ଗେ ସଙ୍ଗେ କେମିତି ଗୋଟେ ଝିଅକୁ ତାଙ୍କ ପ୍ରେମ ଜାଲରେ ଫସାଇ ଦେଲେ । ଆଉ ଯୁବତୀ ଜଣକ ବହୁତ ଅଳ୍ପ ସମୟ ମଧ୍ୟରେ ମଧ୍ୟ ତାଙ୍କୁ ଭଲପାଇ ବସିଲେ । ଆଉ ନିଜର ମନ ଦେଇଦେଲେ । ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ, ଯୁବତୀ ଜଣକ ବସ ଷ୍ଟପରେ ଛିଡ଼ା ହୋଇଥିଲେ ଆଉ ସେ ବସ୍ ଆସିବାକୁ ଅପେକ୍ଷା କରିଥିଲେ । ଆଉ ସେହି ସମୟରେ ସେଠାକୁ ଜଣେ ଯୁବକ ଆସିଲେ । ଆଉ ତାପରେ ଯୁବକ ଜଣକ ବାଇକରେ ଆସିଲେ ଆଉ ସେହି ଝିଅଟିର ସାମ୍ନାରେ ଅର୍ଥାତ୍ ପାଖରେ ନିଜ ବାଇକ୍ ରଖିଲେ । 
ଆଉ ସେହି ଝିଅଟି ସହ କଥା ହେବାକୁ ଚାହିଁଲେ । ଆଉ ଝିଅଟି ମଧ୍ୟ ତାଙ୍କ ସହ କଥା ହେଲା । ଆଉ ତାପରେ ବହୁତ ସମୟ ଅର୍ଥାତ୍ କିଛି ଘଣ୍ଟା ସେମାନେ ସେହି ବସ ଷ୍ଟପରେ ଛିଡ଼ା ହୋଇ କଥା ହେଲେ । ଆଉ ଏକାଠି ବସିଲେ ଆଉ ଦୁଇଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ହୋଇଗଲା । ତାପରେ ଯୁବକ ଜଣକ ଯୁବତୀଙ୍କୁ ତାଙ୍କ ବାଇକରେ ବସିବାକୁ ଡାକିଲେ ଆଉ ଯୁବକ ଆଉ ଯୁବତୀ ଉଭୟ ବାଇକରେ ବସି ବୁଲିବାକୁ ଗଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି ।