Movie prime

କୁନି ପୁଅ ର ଜିଦି ଦେଖିଲେ ଆପଣ ବି ହସିଦେବେ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ଅନେକ ଭାଇରାଲ୍ ଭିଡିଓ ଦେଖିବାକୁ ପାଇଥିବେ। ସେଥି ମଧ୍ୟରୁ ଅନେକ ଭିଡିଓ ମଧ୍ୟ ଛୋଟ ପିଲା ଙ୍କର ହୋଇଥିବ।
ଏହି ଛୋଟ ପିଲା ମାନଙ୍କ ଭିଡିଓ ଦେଖିବା ପାଇଁ ସମସ୍ତେ ଖୁବ ପଶନ୍ଦ ମଧ୍ୟ କରିଥାଆନ୍ତି। ଆମେ ଏବେ ଆପଣଙ୍କୁ ସେଭଳି କିଛି ଭିଡିଓ ଦେଖାଇବାକୁ ଯାଉଛୁ ଯାହାକୁ ଦେଖି ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।
ଭିଡିଓ ଟି ହେଉଛି ଜଣେ ଅଙ୍ଗନବାଡ଼ି ପିଲା ର ପିଲାଟି ମଧ୍ଯ ପାଠ ପଡ଼ିବାକୁ ଯାଇଥିବା ବେଳେ ସେଠାରେ ଯାଇ ଖୁବ ଜୋରେ କାନ୍ଦିବାକୁ ଲାଗିଛି। ଏବଂ ପିଲାଟି ଏହା ମଧ୍ଯ କହୁଛି କି
ତା ମାଆ ତାକୁ ଅଙ୍ଗନବାଡ଼ିରେ ପାଠ ପଢିବା ପାଇଁ କହି ନାହିଁ। ବରଂ ଏହା କହିଛି କି ସେଠାରେ ଯାଇ ଖେଳକୁଦ କରିବା ପାଇଁ , ଏକଥା ପିଲାଟି କାନ୍ଦି କାନ୍ଦି କହିଛି। ଏହାପରେ ଅଙ୍ଗନବାଡ଼ି ଦିଦି ମଧ୍ଯ ତାକୁ ତାଗିଦ୍ କରି ଅନେକ କଥା କହିଛନ୍ତି।
ଦିଦି ଯେତେବେଳେ ତାକୁ ତତକ୍ଷଣାତ୍ ପଢ଼ିବା ପାଇଁ କହିଛନ୍ତି। ପିଲାଟି ସେତେବେଳେ କହିଛି କି ସେ ପାଠ ପଢିବ ମାତ୍ର ସେହି ସମୟରେ ପାଠ ପଢ଼ିବ ନାହିଁ।
ପିଲା ଟିକୁ ଯେତେ ପାଠ ପଢ଼ିବା ପାଇଁ କହିଲେ ମଧ୍ୟ ପିଲାଟି ସମ୍ପୂର୍ଣ ଭାବରେ ମନା ମଧ୍ୟ କରିଛି। ପିଲାଟି କାନ୍ଦିବା ସମୟରେ ଯେତେବେଳେ ତା ଦିଦି ପଚାରିଛନ୍ତି କି ସେ କାନ୍ଦୁଛି କଣ ପାଇଁ ସେତେବେଳେ ପିଲାଟି କହିଛି କି ଦିଦି ତାଙ୍କୁ ପିଟିବେ ବୋଲି କହିବେ ବୋଲି କାନ୍ଦୁଛି।
ବର୍ତ୍ତମାନ୍ ସମୟରେ ସୋସିଆଲ ମିଡିଆରେ ଏହି ଭିଡିଓ ଟି ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି। ଏବେ ଅନେକ ଲୋକ ମାନେ ମଧ୍ୟ ଏହାକୁ ଦେଖି ସାରିଲେଣି।
ଏବଂ ଏହାକୁ ଦେଖିବା ପରେ ଲୋକ ମାନେ ହସି ହସି ବେଦମ୍ ମଧ୍ଯ ହୋଇଛନ୍ତି। ଏବଂ ଲାଇକ ମଧ୍ଯ କରୁଛନ୍ତି। ତେବେ ଆପଣଙ୍କୁ ଏହି ଭିଡିଓ କିଭଳି ଲାଗିଲା ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.