Movie prime

ହଷ୍ଟେଲ ଭିତରେ ଜବରଦସ୍ତ ନାଚ ନାଚିଲେ ଯୁବତୀ ମାନେ ଦେଖନ୍ତୁ କେମିତି କଲେ ଖେଳ

 
Viral video
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ପ୍ରାୟ ସମୟରେ ସୋସିଆଲ ମିଡିଆରେ ଅନେକ ଭାଇରାଲ୍ ହେଉଥିବା ଜାଣିଥିବେ। ଏହି ସୋସିଆଲ ମିଡ଼ିଆ ର ବ୍ୟାପୂଳ ବ୍ୟବହାର ପାଇଁ ଏକ ସାଧାରଣ ଭିଡିଓ ମଧ୍ୟ ଖୁବ୍ ଭାଇରାଲ୍ ହୋଇ ଯାଉଛି।
କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି।
ତେବେ ଆପଣ ମାନେ ଜାଣିଥିବେ କି ଆଜି କାଲି ସମସ୍ତେ ରିଲ୍ସ କରିବାରେ ଲାଗି ପଡିଛନ୍ତି। ଏବଂ ବର୍ତ୍ତମାନ୍ ର ପିଲା ମାନେ ନିଜର ଖୁବ ଭିଡିଓ କରି ସୋସିଆଲ ମିଡିଆରେ ଅତି ସହଜରେ ମଧ୍ୟ ଭାଇରାଲ୍ ହୋଇ ଯାଉଛନ୍ତି।
ଏବେ ଆମେ ଆପଣଙ୍କୁ ଏଭଳି ଏକ ରୀଲ୍ସ ଦେଖାଇବା ପାଇଁ ଯାଉଛୁ। ଏହାକୁ ଦେଖିବା ପରେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।
ଆଜ୍ଞା ହଁ ହଷ୍ଟେଲ ରେ କିଛି ଯୁବତୀ ରହୁଥିବା ସମୟରେ ଏଭଳି ଭାବରେ ନୃତ୍ୟ ପରିବେଷଣ କରିଛନ୍ତି ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।
ଉକ୍ତ ଝିଅ ମାନେ ଗୀତ ର ତାଳେ ତାଳେ ବେଶ ସୁନ୍ଦର୍ ଭାବରେ ନାଚି ପାରୁଛନ୍ତି। ଏବଂ ସେମାନଙ୍କ ର ଏଭଳି ଡାନ୍ସ କୁ ସେଠାରେ ଉପସ୍ଥିତ ଥିବା ଏକ ଯୁବତୀ ମଧ୍ୟ ନିଜ ମୋବାଇଲ୍ ରେ କଏଦ କରିଛନ୍ତି। ଏବଂ ତାଙ୍କର ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ସେୟାର ମଧ୍ୟ କରିଛନ୍ତି।
ଏବେ ସେହି ଭିଡିଓ କୁ ମଧ୍ଯ ଏକାଧିକ ଲୋକ ମାନେ ଦେଖି ସାରିଲେଣି। ଏହାକୁ କିଛି ଲୋକ ଝିଅ ମାନଙ୍କୁ ପାଠ ପଡ଼ିବାକୁ ମଧ୍ୟ କହିଛନ୍ତି।
ଏବେ ଏହି ଭିଡିଓ ଦିନକୁ ଦିନ ଖୁବ ଭାଇରାଲ୍ ହେବାରେ ଲାଗିଛି। ତେବେ ଆପଣଙ୍କୁ ଏହି ଭିଡିଓ ଟି କିଭଳି ଲାଗୁଛି ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଅନୁରୋଧ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.