Movie prime

ରାସ୍ତା ମଝିରେ ଗୁଡୁ ଙ୍କ ସହ ଏମିତି ନାଚିଲେ ଝିଲିକ ଭିଡିଓ ଦେଖିଲେ ହସି ହସି ଗଡିଯିବେ

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆପଣ ମାନେ ଝିଲ୍ଲିକ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ। ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ଝିଲ୍ଲିକ୍ ଭଟ୍ଟାଚାର୍ଯ୍ୟ। ଏହି ଅଭିନେତ୍ରୀ ଙ୍କ ପ୍ରକୃତ ଘର୍ କହିଲେ ପଶ୍ଚିମବଙ୍ଗ । ତାହେଲେ ବନ୍ଧୁଗଣ ଏହି ଅଭିନେତା ଜଣକ ବର୍ତ୍ତମାନ୍ ସମୟ ରେ ଓଡ଼ିଆ ବୋହୂ ଓ ଏହା ସହିତ ସେ ମାଆ ମଧ୍ୟ ହୋଇ ସାରିଛନ୍ତି।  
ଆପଣ ମାନେ ଜାଣିଥିବେ ଝିଲ୍ଲିକ ଙ୍କ ସ୍ବାମୀ ହେଉଛନ୍ତି ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡେ଼ଇ। ବର୍ତ୍ତମାନ୍ ସମୟ ଉଭୟ ଦୁଇ କନ୍ୟା ସନ୍ତାନ ର ବାପା ମାଆ। ବନ୍ଧୁଗଣ ତେବେ ଦେଖିବାକୁ ମିଳୁଛି ଝିଲ୍ଲିକ ଙ୍କ ସ୍ବାମୀ ଜନ୍ମ ଦିନ ହୋଇଥିଲା ଓ ଏହି ଜନ୍ମ ଦିନ ଉପଲକ୍ଷେ ପ୍ରୀତି ରଂଜନ ଙ୍କ ଜନ୍ମ ଦିନ ଟି ଝିଲ୍ଲିକ ବେଶ ଧୁମ୍ ଧାମରେ ପାଳନ କରି ଥିଲେ। ଏହି ଜନ୍ମ ଦିନ ପାଳନ ହେଉଥିବା ସମୟ ରେ ଉଭୟ ଦୁଇ ଝିଅ ମଧ୍ୟ ଥିଲେ। 
ଝିଲ୍ଲିକ ଜଣ କୁ ଧରିଥିବା ସମୟ ରେ ଆଉ ଜଣଙ୍କୁ ପ୍ରିତିରଞ୍ଜନ ଧରିଥିଲେ। ଯାହାର ଦୃଶ୍ୟ ଆପଣ ମାନେ ଆମର ଏହି ଭିଡିଓ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ। ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ହାସ୍ୟ ଅଭିନେତା ଗୁଡୂ ଓଡ଼ିଶା ର ଘରେ ଘରେ ପରିଚିତ। ନିଜ ଜବରଦସ୍ତ କମେଡି ଅଭିନୟ ପାଇଁ ସେ ଆଜି ବେଶ୍ ଲୋକ ପ୍ରିୟ। ଏବଂ ଆପଣ ମାନେ ନିଶ୍ଚୟ ଗୁଡୁ ଙ୍କ ଜବରଦସ୍ତ କମେଡି ଅଭିନୟ ଦେଖିଥିବେ। 
ବହୁ ସାରା ଚଳଚ୍ଚିତ୍ର ଓ କିଛି ସୋ ରେ ଆଜି ସେ ନିଜ ଜବରଦସ୍ତ ଅଭିନୟ ଦେଖାଇ ବେଶ୍ ଲୋକ ପରିଚିତ ହୋଇ ପାରିଛନ୍ତି। ବନ୍ଧୁଗଣ ଏବେ ଏକ ଭିଡିଓ ରେ ଦେଖିବାକୁ ମିଳୁଛି ଯେ, ଝିଲିକ ଏବଂ ଗୁଡୁ ରାସ୍ତା ରେ ସାଙ୍ଗ ହେଇ ଡାନ୍ସ କରୁଥିବାର। ଏବଂ ଦେଖିବାକୁ ପାଇବେ ଗୁଡୁ ଡାନ୍ସ କରୁଥିବା ସମୟରେ ଝିଲୀକ୍ ଗୁଡୁ ଙ୍କୁ ତରଭୁଜ ଖୁଆଇ ଦେଉଛନ୍ତି। ଯାହାକି ଦେଖିଲେ ଆପଣ ମାନଙ୍କୁ ଖୁବ୍ ମଜା ଲାଗିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.