Movie prime

ଧୁମ୍ ମାଚାଇଲେ ହ୍ୟୁମାନ ସାଗର ଙ୍କ ଦୁଇ ଝିଅ ଦେଖନ୍ତୁ ଭାଇରାଲ ହେଲା ଭିଡିଓ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଓଲିଉଡ, ବଲିଉଡ ଏବଂ ଟଲିଉଡ ଜଗତକୁ ନେଇ ଅନେକ ଖବର ଜାଣିଥିବେ ।
ଏମିତି ଅନେକ ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଆପଣମାନେ ସମସ୍ତେ ଓଲିଉଡ ଜଗତର ମହାନ୍ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ ଜାଣିଥିବେ ।
ସେ ବହୁତ ସୁନ୍ଦର ଗୀତ ଗାଇଥାନ୍ତି । ଏହି ଗାୟକ ଜଣକ ତାଙ୍କ ଗୀତର ଯାଦୁରେ ଅନେକ ଲୋକଙ୍କୁ ଆକୃଷ୍ଟ କରିଥାନ୍ତି । 
ଏହି ଗାୟକ ଜଣକ ତାଙ୍କ ଗୀତରେ ଅନେକ ଯୁବପିଢୀଙ୍କୁ ମତୁଆଲା କରିଛନ୍ତି । ଏହି ଗାୟକ ଜଣକ ବହୁତ ସୁନ୍ଦର ଗୀତ ଗାଇଥାନ୍ତି । ଏହି ଗାୟକ ଜଣକ ସବୁବେଳେ ତାଙ୍କ ଗୀତକୁ ନେଇ ଅନେକ ଚର୍ଚ୍ଚାରେ ରହିଥାନ୍ତି ।
ତାଙ୍କ ଗୀତରେ ଯାଦୁରେ ସେ ଅନେକ ଲୋକଙ୍କ ଭଲପାଇବା ଜିତି ପାରିଛନ୍ତି । ଏବେ ଏହି ଭିଡିଓରେ ଆପଣମାନେ ଏହି ଗାୟକ ଜଣଙ୍କର ଝିଅକୁ ଦେଖିପାରିବେ । ଏହି ଗାୟକ ଜଣକ କଣ୍ଠଶିଳ୍ପୀ ଶ୍ରୀୟାଙ୍କୁ ବିବାହ କରିଥିଲେ । 
ଏହି ଗାୟକ ଜଣକ ପ୍ରେମ ବିବାହ କରିଥିଲେ । ଆଉ ସେମାନେ ବହୁତ ହସ ଖୁସିରେ ରହିଥାନ୍ତି । ଗାୟକ ହ୍ୟୁମାନ ସାଗର ୮ ବର୍ଷ ତଳେ ଗାୟିକା ଶ୍ରୀୟା ମିଶ୍ରଙ୍କୁ ପ୍ରେମ ବିବାହ କରୁଥିଲେ । ତାଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ହୋଇଥିଲା ।
ଏବେ ସେହି କନ୍ୟା ସନ୍ତାନର ଭିଡିଓ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ୍ ହେଉଛି । ଏହି ଭିଡିଓରେ ଆପଣମାନେ ଗାୟକ ହ୍ୟୁମାନ ସାଗରଙ୍କର ଝିଅକୁ ଗୀତ ଗାଉଥିବାର ଦେଖିପାରିବେ । ଆପଣମାନେ ଏହି ଭିଡିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । 
ଏହି ଭିଡିଓରେ ଗାୟକ ହ୍ୟୁମାନ ସାଗରଙ୍କ ଝିଅ ବହୁତ ସୁନ୍ଦର ଗୀତ ଗାଉଛି । ଆଉ ସେ ତାର କୁନି ସ୍ଵରରେ ଏତେ ସୁନ୍ଦର ଭାବରେ ଗୀତଟି ଗାଉଛି ଯାହା ଶୁଣିଲେ ଆପଣଙ୍କୁ ମଧ୍ୟ ଖୁସି ଲାଗିବ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ୍ ହେଉଛି ।
ସେ ଆଇ ଲଭ୍ ୟୁ ଗୀତ ଗାଇଛନ୍ତି । ତାଙ୍କୁ ତାଙ୍କ ମାଆ ଶିଖାଇ ଦେଉଛନ୍ତି ଆଉ କୁନି ଝିଅ କପି କରି ଏହି ଗୀତ ଗାଇଛନ୍ତି । ଏବେ ଏହି ଭିଡିଓ ସର୍ବ ସାଧାରଣରେ ଚର୍ଚ୍ଚା ହେଉଛି । ଏବେ ଏହାକୁ ନେଇ ସବୁଆଡେ ଚର୍ଚ୍ଚା ହେଉଛି ।