Movie prime

ହ୍ୟୁମାନ ସାଗର ଙ୍କ ପାଇଁ ରିଲ୍ସ କଲେ ପତ୍ନୀ ଶ୍ରୀୟା ମିଶ୍ର ଦେଖନ୍ତୁ ଏହି Viral Video

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଓଲିଉଡ଼ ଜଗତର ସୁପରହିଟ ସିଙ୍ଗର ହ୍ୟୁମାନ ସାଗର ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ। ତାଙ୍କର ଅନେକ ଗୀତ ସୁପର୍ ଡୁପର୍ ହିଟ୍ ହୁଏ।
ଏବଂ ଲୋକ ମାନେ ମଧ୍ୟ ତାଙ୍କ ଗୀତ ଶୁଣିବା ପାଇଁ ବେଶ ପଶନ୍ଦ ମଧ୍ଯ କରନ୍ତି। ନିଜ ଗୀତ ପାଇଁ ସେ ସମସ୍ତଙ୍କ ହୃଦୟରେ ଘର କରି ରହିଛନ୍ତି। ତେବେ ଆପଣ ମାନେ ଜାଣିଥିବେ କି ହ୍ୟୁମାନ ସାଗର କିଛି ଦିନ ହେବ ଖୁବ ଚର୍ଚ୍ଚାରେ ମଧ୍ୟ ଥିଲେ।
ସେ ଜଗନ୍ନାଥ ଙ୍କ ଭଜନ ଗାଇବାକୁ ନେଇ କିଛି ଦିନ ହେବ ଚର୍ଚ୍ଚା ମଧ୍ୟ ହେଉଥିଲା। ଏବେ ହ୍ୟୁମାନ ସାଗର ଙ୍କ ସ୍ତ୍ରୀ ଶ୍ରୀୟା ହ୍ୟୁମାନ ସାଗର ଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ହ୍ୟୁମାନ ତାଙ୍କୁ ବାରମ୍ୱାର ଧର୍ମ ପରିବର୍ତ୍ତନ କରିବାକୁ କହୁଥିଲେ।
ଏଥି ସହ ଟଙ୍କା ପଇସା ନେଇ ତାଙ୍କୁ ଖୁବ୍ ମାଡ଼ ମରାମରି କରୁଥିଲେ। ଅର୍ଥାତ୍ ଶ୍ରୀୟା ଙ୍କୁ ସେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦିଆ ଯାଉଛି ବୋଲି ମଧ୍ୟ ସେ ଅଭିଯୋଗ କରିଥିଲେ।
ହେଲେ ଏକଥାକୁ ସମ୍ପୁର୍ଣ୍ଣ ଭାବରେ ଖଣ୍ଡନ କରି ଦେଇଥିଲେ ହ୍ୟୁମାନ ସାଗର। ହେଲେ ଏବେ ହ୍ୟୁମାନ ସାଗର ଙ୍କ ସ୍ତ୍ରୀ ଶ୍ରେୟା ଙ୍କ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
ଯେଉଁଥିରେ କି ଶ୍ରେୟା ଙ୍କୁ ଏକ ଖୁବ ସୁନ୍ଦର୍ ଗୀତ ଗାଉ ଥିବାର ଦେଖିବାକୁ ମିଳିଛି। ସେ ସେହି ଗୀତକୁ ମଧ୍ୟ ହ୍ୟୁମାନ ସାଗର ଙ୍କ ଫଟୋ ଧରି ଗାଇଛନ୍ତି। ଏବଂ ତାଙ୍କର ସେହି ଭିଡିଓ ଦେଖିବାକୁ ଖୁବ ସୁନ୍ଦର୍ ମଧ୍ଯ ଲାଗୁଛି।
ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ସହ ଗୋଟେ ଫୋନ ରୁ ଆଉ ଗୋଟେ ଫୋନ କୁ ଘୁରି ବୁଲୁଛି। ଏବଂ ଦିନକୁ ଦିନ ମଧ୍ୟ ଏହି ଭିଡିଓ ଖୁବ ଭାଇରାଲ୍ ହେଉଛି ଅନେକ ଲୋକ ମାନେ ମଧ୍ୟ ଏହି ଭିଡିଓ କୁ ଖୁବ ଦେଖି ସାରିଲେଣି।
ଦର୍ଶକ ମାନେ ମଧ୍ଯ ଏହି ଭିଡିଓ କୁ ଖୁବ୍ ପସନ୍ଦ କରନ୍ତି। ତେବେ ଆପଣ ଏହି ଭିଡିଓ ଦେଖି ସାରିବା ପରେ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.