Movie prime

ପୋଲିସ ସହ ପାଟିତୁଣ୍ଡ କଲେ କେଜ୍ରିୱାଲ ଦେଖନ୍ତୁ କଣ କହିଲେ

 
Special Report
ନମସ୍କାର ପାଠକ ବନ୍ଧୁ ଗଣ।ବର୍ତ୍ତମାନ ଏପରି ଏକ ଘଟଣା ସାମ୍ନାକୁ ଆସିଛି ତାହା ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।କେଜ୍ରିୱାଲ ପୋଲିସ ମାନଙ୍କ ସହିତ ପାଟିତୁଣ୍ଡ କରୁଥିବାର ଦେଖିବାକୁ ମିଳିଛି।ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।ଦର୍ଶକମାନେ ଏହି ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।ଆଉ କିଛି ବ୍ୟକ୍ତି ମାନେ ଅନେକ କଟୁ କଥା କହିଛନ୍ତି।ପୋଲିସ ମାନଙ୍କୁ କେଜ୍ରିୱାଲ କହିଛନ୍ତି ଯେ ତାଙ୍କୁ କେମିତି ରୋକିବେ।
ସେ ପବ୍ଲିକ ରେ ଯିବେ। ଯଦି ପବ୍ଲିକ ରେ ଯାଇ ପାରିବେ ନାହିଁ ତାହେଲେ ଏଭଳି ସିକୁରିଟି ରହି କିଛି ଫାଇଦା ନାହିଁ ବୋଲି କେଜ୍ରିୱାଲ ପୋଲିସ ମାନଙ୍କୁ କହିଛନ୍ତି।ଗୁଜରାଟ ର ସିକୁରିଟି ଏମିତି ବି କରିପାରିବେ ନାହିଁ ବୋଲି କହିଛନ୍ତି। ଅଟୋ ରେ ବସି ଏକ ମୁଖ୍ୟମନ୍ତ୍ରୀ ଙ୍କୁ ନେଇ ଯାଇପାରିବେ ନାହିଁ ଏହା କିଭଳି କଥା କେଜ୍ରିୱାଲ କହିଛନ୍ତି।ସିକୁରିଟି ଯେଉଁ ମାନେ ଦେଉଛନ୍ତି ସେମାନଙ୍କୁ ଲାଜ ଲାଗିବା କଥା।ଏଭଳି କାମ କରିଛନ୍ତି।
ଗୁଜରାଟ ର ଜନତା ମାନେ ଆଜି ଦୁଃଖରେ ଅଛନ୍ତି କାରଣ ନେତାମାନେ ଜନତା ଙ୍କ ପାଖକୁ ଯାଉ ନାହାଁନ୍ତି।କିନ୍ତୁ କେଜ୍ରିୱାଲ ଜନତା ଙ୍କ ପାଖକୁ ଯାଉଛନ୍ତି ତାଙ୍କୁ ଯିବାକୁ ଦେଉ ନାହାନ୍ତି। ନେତା ମାନଙ୍କୁ ଜନତା ଙ୍କ ଦୁଃଖ ବୁଝିବାକୁ କହିଛନ୍ତି।ନେତାମାନଙ୍କ ପାଇଁ ଗୁଜୁରାଟ ର ଜନତା ମାନେ ଦୁଃଖୀ ଅଛନ୍ତି ବୋଲି କେଜ୍ରିୱାଲ ଗଣମାଧ୍ୟମ ସାମ୍ନାରେ କହିଛନ୍ତି।ପୋଲିସ ମାନଙ୍କ ସହିତ ଏଥିପାଇଁ ଝଗଡ଼ା ମଧ୍ୟ କରୁଛନ୍ତି।
କେଜ୍ରିୱାଲ ଙ୍କୁ ସିକୁରିଟି ଦରକାର ନାହିଁ ବୋଲି କହିଛନ୍ତି।ସେ ଅଟୋ ରେ ଯିବେ ବୋଲି ସମସ୍ତଙ୍କ ସାମ୍ନାରେ କହିଛନ୍ତି।ସରକାର ଙ୍କୁ ମଧ୍ୟ ସିକୁରିଟି ଦରକାର ନାହିଁ ବୋଲି କେଜ୍ରିୱାଲ କହିଛନ୍ତି। ଜବରଦସ୍ତି ସିକୁରିଟି ତାଙ୍କର ଦରକାର ନାହିଁ ବୋଲି କହିଛନ୍ତି।ବର୍ତ୍ତମାନ ଏହି ଭିଡିଓ ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଭାଇ ରାଲ ହେବାରେ ଲାଗିଛି।