Movie prime

ଜବରଦସ୍ତି ଝିଅ ସହ କଲେ ଖରାପ୍ କାମ ଆଉ କରିଲେ ଭିଡିଓ

 
Viral video
ଆପଣମାନେ ପ୍ରତିଦିନ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଘଟଣା ବା ଦୁର୍ଘଟଣା ଘଟୁଥିବାର ଦେଖୁଥିବେ।ବର୍ତ୍ତମାନ ଏକ ଯୁବତୀଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଯାହାକି ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।ଆପଣମାନେ ଦେଖିଥିବେ ଝିଅମାନେ ଯେତେବେଳେ ରାସ୍ତାରେ ଯାଉଥାନ୍ତି ସେତେବେଳେ ପୁଅମାନେ ଲାଇନ୍ ମାରିଥାନ୍ତି।
କେବଳ ସେତିକି ନୁହେଁ ଖରାପ ବ୍ୟବହାର କରିବା ପାଇଁ ଚେଷ୍ଟା ମଧ୍ୟ କରିଥାନ୍ତି।ଏପରି ଦୃଶ୍ୟ ସୋସିଆଲ ମିଡିଆରେ ପ୍ରତିଦିନ ସାମ୍ନାକୁ ଆସୁଛି।ସେହିପରି ଘଟଣା ବର୍ତ୍ତମାନ ଘଟିଛି।
ଆପଣମାନେ ଝିଅମାନେ ଯେତେବେଳେ ବସ୍ ରେ ଯାଇଥାନ୍ତି ଠିକ୍ ସେହି ସମୟରେ ପୁଅମାନେ ବସ୍ ଭିତରେ ଅଭଦ୍ରାମି କରୁଥିବାର ଦେଖିଥିବେ।
ଏହି ଭିଡିଓ ଆପଣମାନେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ।ଭିଡିଓ ରେ ଦେଖିବାକୁ ମିଳିଛି ଯେ ଜଣେ ଯୁବତୀ ତାଙ୍କ ଘରକୁ ବସ୍ ରେ ଯାଉଥିଲେ।
ତାଙ୍କ ପାଖରେ ଏକ ଯୁବକ ସାଇଟ ରେ ଛିଡ଼ା ହୋଇଥିଲେ।ଯୁବକ ଜଣଙ୍କ ଜାଣିଶୁଣି ସେହି ଯୁବତୀ ଙ୍କୁ ଚାହିଁ ଚାହିଁ ତାଙ୍କ ଦେହରେ ପିଟି ହେଇ ଯାଉଥିଲେ।ଏହାଦେଖି ଯୁବତୀ ଜଣଙ୍କ ବହୁତ ରାଗି ଯାଇଥିଲେ।
ଏପରି କିଛି ସମୟ ହେବା ପରେ ଯୁବତୀ ଜଣଙ୍କ ଯୁବକଙ୍କୁ ଏକ ଜୋରେ ଚାପୁଡ଼ା ମାରିଥିଲେ।ଏବଂ ଯୁବକ ଙ୍କୁ ବହୁତ କଥା କହିଥିଲେ।ସେହି ବସ୍ ରେ ଆଉ ଜଣେ ଯୁବକ ଯାଉଥିଲେ।
ଏହି ଭିଡିଓ କୁ ସେ ରେକର୍ଡ କରିଥିଲେ।ଏବଂ ସୋସିଆଲ ମିଡିଆରେ ସେୟାର କରିଥିଲେ।ଯାହାକି ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।
ଦର୍ଶକ ମାନେ ଏହି ଭିଡିଓ ଦେଖି ଯୁବତୀ ଙ୍କ ସାହସ କୁ ପ୍ରଶଂସା କରିଛନ୍ତି।ଏହିଭଳି ଘଟଣା କିଛି ନୂଆ ନୁହେଁ।ପ୍ରତିଦିନ କିଛି କିଛି ଯୁବକ ଅଛନ୍ତି ଯେଉଁ ମାନେ କି ଯେତେ ମାଡି ଗାଳି ଖାଇଲେ ମଧ୍ୟ ସୁଧୁରି ନଥାନ୍ତି।
କିନ୍ତୁ ଯୁବତୀ ମାନେ ଏଭଳି ଘଟଣା ଘଟିଲେ ମଧ୍ୟ ଭୟରେ ମୁହଁ ଖୋଲି ନଥାନ୍ତି।କିନ୍ତୁ ଏହି ଯୁବତୀ ଜଣଙ୍କ ଯାହା କରିଛନ୍ତି ବହୁତ ଭଲ କରିଛନ୍ତି ବୋଲି ଦର୍ଶକ ମାନେ କହୁଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.