Movie prime

ଆପଣଙ୍କ ଲୋକପ୍ରିୟ ଅଭିନେତ୍ରୀ Rani Panda ଏବଂ ଆପଣଙ୍କ ପ୍ରିୟ କମେଡିଆନ Gulua ଙ୍କ ଜବରଦସ୍ତ ନାଚ ଦେଖନ୍ତୁ ଏହି ଭିଡିଓ

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆମ ଓଡ଼ିଆ ଇଣ୍ଡଷ୍ଟ୍ରିର ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା ଙ୍କୁ ତ ସମସ୍ତେ ନିଶ୍ଚୟ ଭାବରେ ଜାଣିଥିବେ। ସଦାବେଳେ କିଛି ନା କିଛି କାମ ପାଇଁ ଚର୍ଚ୍ଚାରେ ଥାଆନ୍ତି ରାନୀ। ବର୍ତ୍ତମାନ ସମୟରେ ଓଡ଼ିଆ ଯାତ୍ରା ଜଗତର ସେ ଜଣେ ଆଗଧାଡିର ନାୟିକା। ଖଣ୍ଡଗିରି ଯାତ୍ରା ପରଠୁ ଚର୍ଚ୍ଚାରେ ଆସିଥିବା ରାନୀ ପଣ୍ଡା ସବୁବେଳେ ନିଜର କିଛି ନା କିଛି କାମ ପାଇଁ ଚର୍ଚ୍ଚାରେ ଥାଆନ୍ତି।
ଏସବୁକୁ ବାଦ୍ ଦେଲେ ରାନୀ ପଣ୍ଡା ଜଣେ ମହାନ୍ ହୃଦୟର ମଣିଷ ମଧ୍ୟ। ଆପଣମାନେ ଜାଣିଥିବେ କରୋନା ମହାମାରୀ ସମୟରେ ରାନୀ ପଣ୍ଡା ଅନେକ ଲୋକଙ୍କ ସାହାଯ୍ୟ କରିଛନ୍ତି। ନିଜର ପାରିଶ୍ରମିକ ଅର୍ଥକୁ ଦାନ କରି ସେ ଭୋକିଲା ଲୋକ ମାନଙ୍କ ପେଟରେ ଦାନା ଦେଇଛନ୍ତି। କେବଳ ଏତିକି ନୁହେଁ, ଅନେକ ଗରିବ ଲୋକଙ୍କୁ ସେ ଆର୍ଥିକ ସହାୟତା ମଧ୍ୟ କରିଛନ୍ତି। ଏତଦବ୍ୟତୀତ ସୋସିଆଲ ମିଡିଆରେ ମଧ୍ୟ ରାନୀ ପଣ୍ଡା ଙ୍କୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରୁହେ। 
ଅନେକ ସମୟରେ ନିଜ ବ୍ୟକ୍ତିଗତ ଜୀବନର ଅନେକ ଫଟୋ ଓ ଭିଡିଓ ରାନୀ ପଣ୍ଡା ନିଜ ସୋସିଆଲ ମିଡିଆରେ ସେୟାର କରନ୍ତି। ଯାହାକୁ ତାଙ୍କର ପ୍ରଶଂସକ ମାନେ ଖୁବ୍ ଭଲ ପାଇବା ଦିଅନ୍ତି।ଆପଣ ମାନେ ମିଷ୍ଟର୍ ଗୁଲୁଆ ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ । ସେ ତାଙ୍କ କମେଡିୟାନ ଭିଡିଓ ମାଧ୍ୟମ୍ ରେ ଖୁବ୍ ପରିଚିତ୍ ଅଛନ୍ତି । ଆପଣ ମାନେ ଜାଣିଥିବେ କି ସୋସିଆଲ ମିଡ଼ିଆ ରେ ୟ୍ୟୁଟୁବର ମାନେ ବହୁତ ପ୍ରକାର ର ଭିଡିଓ ବନାନ୍ତି ଆଉ ୟ୍ୟୁଟବ ରେ ବହୁତ ପ୍ରକାର ଭିଡିଓ ଦେଖିବାକୁ ବହୁତ ଭଲ ମଧ୍ୟ ପାଇଥାନ୍ତି । 
ତେବେ ଫୁଣିଥରେ ନଜର ଆସିଲେ ମିଷ୍ଟର୍ ଗୁଲୁଆ । ଯାହା ଙ୍କ ବିଷୟ ରେ କହିବା କୁ ଯାଉଛୁ । ତେବେ ଏବେ ସୋସିଆଲ ମିଡିଆରେ ଉଭୟ ରାନୀ ପଣ୍ଡା ଆଉ ଗୁଲୁଆ ଙ୍କୁ ଡାନ୍ସ କରୁଥିବାର ଦେଖିବାକୁ ମିଳୁଛି। ଗୁଲୁଆ ଆଉ ରାନୀ ଖୁବ୍ ମଜାଳିଆ ଢଙ୍ଗ ରେ ଡାନ୍ସ କରୁଥିବାର ନଜର ଆସୁଛନ୍ତି। ଏବଂ ଉଭୟ ଙ୍କ ଡାନ୍ସ ସୋସିଆଲ ମିଡିଆ ରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.