Movie prime

ଦେଖନ୍ତୁ କୁନି ଝିଅଟି ନାଚିଲା ଏମିତି ନାଚ ଦେଖିଲେ ଆଶ୍ଚର୍ୟ୍ଯ ହେଇଯିବେ ଦେଖନ୍ତୁ ଏହି Viral Video

 
Viral video
ବର୍ତ୍ତମାନ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣମାନେ ବହୁତ ଖୁସି ହୋଇଯିବେ।ଜଣେ ଛାତ୍ରୀ ସ୍କୁଲ୍ ରେ ସମ୍ବଲପୁରୀ ଗୀତରେ ବହୁତ ସୁନ୍ଦର ଡାନ୍ସ କରିଥିବାର ଭିଡିଓ ଦେଖିବାକୁ ମିଳିଛି।ଦର୍ଶକମାନେ ଏହି କୁନି ଝିଅଟିର ସମ୍ବଲପୁରୀ ଡାନ୍ସ ଦେଖି ବହୁତ ଖୁସି ହୋଇଛନ୍ତି।ଏବଂ ଆଖିରେ ଲୁହ ମଧ୍ୟ ଚାଲି ଆସିବ।ସୋସିଆଲ ମିଡିଆରେ ଅନେକ ସମୟରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ।
ଦର୍ଶକମାନଙ୍କୁ ଯେଉଁ ଭିଡିଓ ପସନ୍ଦ ଆସିଥାଏ ସେହି ଭିଡିଓ ଗୁଡ଼ିକ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରାଲ ହୋଇଥାଏ।ବର୍ତ୍ତମାନ ଏହି କୁନି ଝିଅଟିର ଭିଡିଓ ସମସ୍ତଙ୍କୁ ବହୁତ ପସନ୍ଦ ଆସିଛି।ଯିଏ ଦେଖୁଛନ୍ତି ସେମାନେ ତାଳି ନ ମାରି ରହି ପାରିବେ ନାହିଁ।ଆପଣମାନେ ଜାଣିଥିବେ କିଛି କିଛି ବ୍ୟକ୍ତି ମାନେ ଥାନ୍ତି ଯେଉଁମାନେ ତାଙ୍କ ପ୍ରତିଭା ଦେଖାଇବା ପାଇଁ ପସନ୍ଦ କରନ୍ତି ନାହିଁ।ସେମାନେ ଭାବୁଥାନ୍ତି ଯଦି କିଛି ଭୁଲ ହୋଇଯିବ ଦର୍ଶକ ମାନେ ଅନେକ କଥା କହିବେ।
କିନ୍ତୁ ଆଉ କିଛି ବ୍ୟକ୍ତି ମାନେ ରହିଥାନ୍ତି ଯେଉଁମାନେ ନିଜ ପ୍ରତିଭା ପ୍ରଦର୍ଶିତ କରିବାକୁ ବହୁତ ଇଛା କରିଥାନ୍ତି।ସେମାନେ ଚାହିଁ ଥାନ୍ତି ଦର୍ଶକମାନେ ତାଙ୍କ କାମକୁ ଭଲ ପାଆନ୍ତୁ।ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଛୋଟ ପିଲା ମାନଙ୍କର ଡାନ୍ସ ଭିଡିଓ ହେଉ ଅବା ଗୀତ ଗାଉଥିବା ଭିଡିଓ ହେଉ ବହୁ ମାତ୍ରାରେ ଦର୍ଶକମାନେ ପସନ୍ଦ କରିଥାନ୍ତି। କୁନି ଝିଅଟି ବର୍ତ୍ତମାନ ଭାଇ ରାଳ ହେଉଛନ୍ତି।
ସ୍କୁଲ୍ ରେ ଯେତେବେଳେ ପ୍ରତିଯୋଗିତା ହୋଇଥାଏ ସେତେବେଳେ ଛାତ୍ରଛାତ୍ରୀ ମାନେ ଭାଗ ନେଇଥାନ୍ତି।ନାଚ,ଗୀତ,ଅଭିନୟ ଏହିପରି ପ୍ରତିଯୋଗିତା ରେ ନିଜର ପ୍ରତିଭା ଦେଖାଇଥାନ୍ତି। ତେଣୁ କୁନି ଝିଅଟି ଡାନ୍ସ ରେ ଭାଗ ନେଇଥିଲେ।ଏବଂ ସମ୍ବଲପୁରୀ ଗୀତରେ ଡାନ୍ସ କରିଥିଲେ।ସେଠାରେ ଅନେକ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ଉପସ୍ଥିତ ମଧ୍ୟ ରହିଥିଲେ।କିଏ ଜଣେ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।