Movie prime

ହେ ଭଗବାନ ପୁଣି ଦୁର୍ଘଟଣା, ଦେଖନ୍ତୁ କଣ ହେଲା ହିରୋଇନ୍ ଙ୍କ ର

 
Viral video
ବର୍ତ୍ତମାନ ସମୟରେ ପୁଣିଥରେ ବଲିଉଡ଼ ଇଣ୍ଡଷ୍ଟ୍ରି ରୁ ଆସିଲା ବହୁତ ଆଶ୍ଚର୍ଯ୍ୟ କରିଦେବା ଭଳି ଖବର।ଆପଣମାନେ ଓଲିଉଡ଼ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ।
ସେ ତାଙ୍କ ଅଭିନୟ ମାଧ୍ୟମରେ ସମସ୍ତ ଓଡ଼ିଶାବାସୀଙ୍କ ହୃଦୟ ରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।ସେ ଅନେକ ଆଲବମ୍,ଧାରାବାହିକ ଏବଂ ଚଳଚ୍ଚିତ୍ର ରେ ଅଭିନୟ କରି ଦର୍ଶକ ମାନଙ୍କ ଭଲ ପାଇବା ପାଇଛନ୍ତି।
ଆପଣମାନେ ଏହା ମଧ୍ୟ ଜାଣିଥିବେ କି ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ ଙ୍କ ର ନିକଟରେ ଏକ ଚଳଚ୍ଚିତ୍ର ଭାଇ ସୁଟିଂ ହେଉଥିଲା। ଯାହାକି ରିଲିଜ ବର୍ତ୍ତମାନ ହୋଇଛି।ଦର୍ଶକ ମାନଙ୍କୁ ଏହି ଚଳଚ୍ଚିତ୍ର ବହୁତ ପସନ୍ଦ ଆସିଛି।
ଏହା ପୂର୍ବରୁ ଆପଣମାନେ ଅଭିନେତ୍ରୀ ଶ୍ରଦ୍ଧା ଙ୍କ ର ଚଳଚ୍ଚିତ୍ର ହେଉ ବା ଧାରାବାହିକ ଗୁଡ଼ିକ ବହୁତ ପସନ୍ଦ କରିଥାନ୍ତି।କିନ୍ତୁ ବର୍ତ୍ତମାନ ସମୟରେ ଅଭିନେତ୍ରୀ ଶ୍ରଦ୍ଧା ଙ୍କୁ ନେଇ ଏକ ବଡ଼ ଦୁଃଖଦ ଖବର ସାମ୍ନାକୁ ଆସିଛି।
ସୋସିଆଲ ମିଡିଆରେ ଯାହାକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛି।ଭିଡିଓ ରେ ଦେଖିବାକୁ ମିଳିଛି ଯେ ଅଭିନେତ୍ରୀ ଶ୍ରଦ୍ଧା ପାଣିରେ ବୁଡି ଯାଉଛନ୍ତି।
ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଯେଉଁ ମାନେ ଦେଖୁଛନ୍ତି ସେମାନେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।ଏବଂ ଅଭିନେତ୍ରୀ ଶ୍ରଦ୍ଧା ଙ୍କ ପ୍ରଶଂସକ ମାନେ ଏହା ଦେଖି ମନ ଦୁଃଖ ମଧ୍ୟ କରିଥିଲେ।
ଆପଣମାନେ ଜାଣିଥିବେ କିଛି ଦିନ ତଳେ ଅଭିନେତ୍ରୀ ଶ୍ରଦ୍ଧା ଗଙ୍ଗା କୁ ବୁଲିବାକୁ ଯାଇଥିଲେ।ଗଙ୍ଗା କୂଳରେ ଗାଧାଉଛନ୍ତି।ସେ ତାଙ୍କ ବାପାଙ୍କ ସହିତ ଭିଡିଓ ରେ ନଜର ଆସିଛନ୍ତି।
ସେହି ଏହି ଭିଡିଓ ଟି କରାଯାଇଥିଲା।ବର୍ତ୍ତମାନ କିନ୍ତୁ ଅଭିନେତ୍ରୀ ଶ୍ରଦ୍ଧା ଆଉ ଗୋଟିଏ ନୂଆ ଧାରାବାହିକ ରେ ନଜର ଆସୁଛନ୍ତି।ଧାରାବାହିକ ଟି ର ନାମ ହେଉଛି ଖୁସିର ଛୁଙ୍କ।ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.