Movie prime

ଆପଣଙ୍କ ପ୍ରିୟ ଲୋକପ୍ରିୟ ଅଭିନେତା ଶୁଭାଶିଷ ଶର୍ମା ଙ୍କ ଝିଅ ଚଳାଇଲେ ଅଟୋ ରିକ୍ସା ଦେଖନ୍ତୁ ଏହି VIRAL VIDEO

 
Viral video
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ପ୍ରତ୍ୟେକ ଦିନ ସୋସିଆଲ ମିଡ଼ିଆ ରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଆମେ ଏବେ ଆପଣଙ୍କୁ ସେଭଳି କିଛି ଭିଡିଓ ଦେଖେଇବାକୁ ଯାଉଛୁ। ତେବେ ବନ୍ଧୁଗଣ ଆପଣ ମାନେ ଅଭିନେତା ଶୁଭାଶିଷ ଶର୍ମା ଏବଂ ଅଭିନେତ୍ରୀ ଅନିଶା ଙ୍କ ସମ୍ପର୍କ ରେ ନିଶ୍ଚିତ ଭାବରେ ଜାଣିଥିବେ। ଶୁଭାଶିଷ ଏବଂ ତାଙ୍କ ଯୋଡିକୁ ଲୋକ ମାନେ ଖୁବ୍ ଭଲ ପାଇବା ଦେଇଛନ୍ତି।
ଉଭୟ ଏକ ଧାରାବାହିକରୁ ଏତେ ମାତ୍ରାରେ ଭଲ ପାଇବା ସାଉଁଟି ଥିଲେ। ଏହାପରେ ଉଭୟ ପରସ୍ପର ଙ୍କ ପ୍ରେମରେ ପଡି ଯାଇଥିଲେ ଏବଂ ଏହାପରେ ସେମାନେ ପରସ୍ପର ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଗତ କିଛି ବର୍ଷ ହେବ ଦୁହିଁଙ୍କ ଏକ ଝିଅ ମଧ୍ୟ ହୋଇଛି ଏବଂ ସୋସିଆଲ ମିଡିଆରେ ଏବେ ତାଙ୍କ ଝିଅର ଭିଡିଓ ଖୁବ୍ ଭାଇରାଲ ହେବାରେ ମଧ୍ଯ ଲାଗିଛି।
ତେବେ ଆମେ ଆପଣଙ୍କୁ ସେଭଳି ଏକ ଭିଡିଓ ଦେଖାଇବାକୁ ଯାଉଛୁ ଯେଉଁଥିରେ କି ଶୁଭାଶିଷ ଙ୍କ ଝିଅ ଭିୟୋନା ଅଟୋ ଚଲାଉଥିବାର ଦେଖିବାକୁ ମିଳିଛି। ଏବଂ ଭିଡିଓ ମଧ୍ୟ ଖୁବ୍ ମନୋରଞ୍ଜନକାରୀ ହୋଇଛି। ଏହି ଭିଡିଓ ରେ ମଧ୍ୟ ଶୁଭାଶିଷ ଓ ଅନିଶା ଙ୍କ ଝିଅ ଦେଖିବାକୁ ମଧ୍ଯ ଖୁବ୍ ସୁନ୍ଦର୍ ଲାଗିବା ସହ ତାକୁ ଗେଟ୍ ଅପ ମଧ୍ୟ ଖୁବ ସୁନ୍ଦର୍ ଦିଆ ଯାଇଛି।
ତେବେ ଏହି ଭିଡିଓ କୁ ମଧ୍ଯ ସୋସିଆଲ ମିଡ଼ିଆ ରେ ଅନେକ ଲୋକ ମାନେ ପଶନ୍ଦ କରିବା ସହ ଖୁବ୍ ଭଲପାଇବା ମଧ୍ୟ ଦେଇଛନ୍ତି। ଦିନକୁ ଦିନ ଏହି ଭିଡିଓ ଟିରେ ସୋସିଆଲ ମିଡିଆରେ ଖୁବ୍ ଲାଇକ ମଧ୍ୟ ହେବା ସହ ଅନେକ ଲୋକେ ମାନେ ମଧ୍ୟ ଅନେକ ଭଲ ଭଲ କମେଣ୍ଟ କରିଛନ୍ତି। ତେବେ ଏହି ଭିଡିଓ ଟି ଆପଣଙ୍କୁ କିଭଳି ଲାଗୁଛି ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.