Movie prime

ସୁର ରାଉତରାୟ ଙ୍କ ଜଳକ୍ରୀଡା ଦେଖନ୍ତୁ ଏହି ଭିଡିଓ କେମିତି ପାଣିରେ ପହଁରୁଛନ୍ତି Sura Routray

 
Viral video
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ କଂଗ୍ରେସ ନେତା ସୁର ରାଉତ ରାୟ ଙ୍କ ସମ୍ପର୍କ ରେ ତ ନିଶ୍ଚିତ ଭାବରେ ଜାଣିଥିବେ । ଯେ କି ତାଙ୍କର ପ୍ରତ୍ୟେକ ଟି କଥା ଓ କାର୍ଯ୍ୟ କଳାପ କୁ ନେଇ ବେଶ ଚର୍ଚ୍ଚାର ବିଷୟ ପାଲଟି ଥାଆନ୍ତି। ପ୍ରତ୍ୟେକ ଦିନ ତାଙ୍କର ସୋସିଆଲ ମିଡ଼ିଆ ରେ କିଛି ନା କିଛି ଭିଡ଼ିଓ ଖୁବ୍ ଭାଇରାଲ ହେବାରେ ଲାଗିଥାଏ। ଏବଂ ଲୋକ ମାନେ ମଧ୍ୟ ତାଙ୍କ ଭିଡିଓ କୁ ଖୁବ ଭଲ ପାଇ ଥାଆନ୍ତି।
ଏବଂ ତାଙ୍କ ଭିଡ଼ିଓ କୁ ମଧ୍ୟ ଖୁବ୍ ପଶନ୍ଦ କରିଥାଆନ୍ତି। ପ୍ରତ୍ୟେକ ଥର ତାଙ୍କର କୌଣସି ନା କୌଣସି ଭିଡିଓ ଏକ ଚର୍ଚ୍ଚାର ବିଷୟ ପାଲଟି ଥାଏ। କିଏ ତାଙ୍କୁ ସ୍ନେହରେ ସୁର ଭାଇ ଡ଼ାକି ଥାଆନ୍ତି ତ ଆଉ କିଏ ତାଙ୍କୁ ଅଜା ବୋଲି ମଧ୍ୟ ସମ୍ବୋଧନ କରିଥାଆନ୍ତି। ତାଙ୍କ କଥା କହିବାର ଶୈଳୀ ମଧ୍ଯ ସମସ୍ତ ଙ୍କ ଠାରୁ ନିଆରା ଅଟେ। ଖାସ ସେଥି ପାଇଁ ତ ତାଙ୍କ କଥା ଶୁଣିବାକୁ ଲୋକ ମାନେ ପଶନ୍ଦ କରନ୍ତି।
ଏବେ ସୁର ରାଉତ ରାୟ ଙ୍କ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ କି ତାଙ୍କୁ ଜଳ କ୍ରୀଡା କରୁଥିବାର ଦେଖିବାକୁ ମିଳିଛି। ଆପଣ ମାନେ ମଧ୍ୟ ସେହି ଭିଡ଼ିଓ ଟି ଦେଖିବା ମାତ୍ରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ କାରଣ ସେହି ଭିଡ଼ିଓ ରେ ସୁର ରାଉତ ରାୟ ଏଭଳି ଭାବରେ ସ୍ୱୀମିଂ ପୂଲ୍ ରେ ପହଁରୁ ଛନ୍ତି ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ବିଶ୍ଵାସ କରି ପାରିବେ ନାହିଁ।
ଏହା ନିଶ୍ଚିତ ଭାବରେ ଏକ ଆଶ୍ଚର୍ଯ୍ୟ କର କଥା ଅଟେ କାରଣ ଏତେ ବୟସରେ ମଧ୍ଯ ଏଭଳି ଭାବରେ ସେ ପହଁରି ଛନ୍ତି ଯାହା ନିଶ୍ଚିତ ଭାବରେ ସମସ୍ତଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ପ୍ରତ୍ୟେକ ଥର ସୁର ରାଉତ ରାୟ ଙ୍କ କିଛି ନା କିଛି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇ ଥାଏ। ହେଲେ ଏହି ଭିଡ଼ିଓ ଟି ସଂପୂର୍ଣ୍ଣ ଭାବରେ ନିଆରା ଅଟେ। ଯାହାକି ଏବେ ଲୋକ ମାନଙ୍କୁ ଖୁବ୍ ପଶନ୍ଦ ଆସିଛି।