Movie prime

ସରିଲା ତୁଳସୀ ଙ୍କ ବାହାଘର ଦେଖନ୍ତୁ ବିଦାୟୀ ବେଳର ଦୃଶ୍ୟ କାନ୍ଦି କାନ୍ଦି ତୁଳସୀ ଗଲେ ଶାଶୁଘର

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ତୋ ଆଗଣର ତୁଳସୀ ମୁଁ ଧାରାବାହିକ ର ପ୍ରତିଷ୍ଠିତ ଅଭିନେତ୍ରୀ ହେଉଛନ୍ତି ଶ୍ୱେତାଲାନା ଭଟ୍ଟାଚାର୍ଯ୍ୟ।
ତାଙ୍କୁ ଦର୍ଶକ ମାନେ ତୁଳସୀ ବେଶ ଭଲ ଭାବରେ ଜାଣିଛନ୍ତି। ବୋଧ ହୁଏ ତାଙ୍କୁ ତାଙ୍କ ନିଜ ନାମରେ କେହି ଜାଣି ନଥିବେ କାରଣ ସେ ତୁଳସୀ ନାମରେ ବେଶ ପରିଚିତ ଅଟନ୍ତି। ତାଙ୍କୁ ଲୋକ ମାନେ ମଧ୍ୟ ଖୁବ ଭଲ ପାଇବା ଦେଇଛନ୍ତି।
ତେବେ ନିକଟରେ ଏବେ ତାଙ୍କ ବିବାହ ମଧ୍ୟ ସରି ଯାଇଛି। ସେ ଶିବ୍ ମହାନ୍ତି ଙ୍କୁ ଗତକାଲି ବିବାହ ମଧ୍ୟ କରିଛନ୍ତି। ଏବଂ ସେ ତାଙ୍କ ବିବାହରେ ଧାରାବାହିକ ଜଗତର ଅନେକ ଅଭିନେତା ଓ
ଅଭିନେତ୍ରୀ ଙ୍କୁ ମଧ୍ଯ ନିମନ୍ତ୍ରଣ କରିଥିଲେ। ତୋ ଅଗଣା ର ତୁଳସୀ ମୁଁ ସିରିଏଲ୍ ର ଖଳନାୟିକା ଭୂମିକାରେ ଅଭିନୟ କରିଥିବା ଲିସା ଓରଫ ଛନ୍ଦିତା ମଧ୍ୟ ସାମିଲ୍ ହୋଇଥିଲେ।
 ଦୁହେଁ ଖୁବ ମଜା ମସ୍ତି କରିଥିବାର ମଧ୍ୟ ନଜର ଆସିଛନ୍ତି। ଏବଂ ଏଥି ସହ ଖୁବ୍ ଡାନ୍ସ ମଧ୍ଯ କରିଛନ୍ତି।ଶ୍ୱେତାଲାନା ଭଟ୍ଟାଚାର୍ଯ୍ୟ ମଧ୍ଯ ବୋହୂ ବେଶରେ ଖୁବ୍ ସୁନ୍ଦର୍ ଦେଖା ଯାଉଛନ୍ତି।
ସେ ବେଙ୍ଗୋଲି ହୋଇ ଥିବାରୁ ତାଙ୍କ ବାହାଘର ଷ୍ଟାଇଲ ଏବଂ ତାର ରୀତିନୀତି ମଧ୍ୟ ସମ୍ପୂର୍ଣ ଭିନ୍ନ ଥିଲା। ଏବଂ ଦେଖିବାକୁ ଖୁବ ମଜା ମଧ୍ଯ ଲାଗୁଥିଲା। ଏବେ ତାଙ୍କ ବିବାହ ର ଅନେକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
ଲୋକ ମାନେ ଏହାକୁ ଅନେକ ପଶନ୍ଦ କରିବା ସହ।ଶ୍ୱେତାଲାନା ଭଟ୍ଟାଚାର୍ଯ୍ୟ ଖୁବ୍ ସୁନ୍ଦର ମଧ୍ଯ ଦେଖା ଯାଉଥିବାର କହିଛନ୍ତି। ଏହା କହି ତାଙ୍କୁ ତାଙ୍କ ବିବାହ ର ଅନେକ ଶୁଭେଚ୍ଛା ମଧ୍ୟ ଜଣାଇ ଛନ୍ତି।
ତେବେ ଆମେ ଭଗବାନ ଶ୍ରୀଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରୁଛୁ କି ଶ୍ୱେତାଲାନା ଭଟ୍ଟାଚାର୍ଯ୍ୟ ଓ ଶିବ୍ ମହାନ୍ତି ଙ୍କ ବୈବାହିକ ଜୀବନ ଅତ୍ୟନ୍ତ ସୁଖମୟ ହେଉ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.