Movie prime

ଦିନରେ କଠିନ ପରିଶ୍ରମ କରି ରାତିରେ ଟିକିଏ ସମୟ ପାଇଲେ କିଛି ଏମିତି କଲେ Delivery boy

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଅନେକ ଭିଡିଓ ଭାଇରାଲ ହୋଇଥାଏ। ସେଥି ମଧ୍ୟରୁ ଏଭଳି କିଛି ଭିଡିଓ ମଧ୍ଯ ଥାଏ ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ଆମେ ଏବେ ଆପଣ ମାନଙ୍କୁ ସେଭଳି କିଛି ଭିଡିଓ ଦେଖାଇ ବାକୁ ଯାଉଛୁ। ଆପଣ ମାନେ ଜାଣିଥିବେ ସାଧାରଣତଃ ଯୋମାଟୋ ରେ କାର୍ଯ୍ୟ କରୁଥିବା,
ଡେଲିଭରି ବଏ ମାନେ ଫୁଡ୍ ଡେଲିଭରି କରି ଥାଆନ୍ତି। ହେଲେ ଆମେ ଆପଣଙ୍କୁ ଏବେ ଯେଉଁ ଭିଡିଓ ଦେଖାଇବାକୁ ଯାଉଛୁ ଯେଉଁଥିରେ କି ଯେଉଁଥିରେ ଏହି ଫୁଡ ଡେଲିଭରି ଵଏ ମାନେ ଡାନ୍ସ କରିଥିବାର ଦେଖିବାକୁ ମିଳିଛି। ଆପଣ ମାନେ ପ୍ରାୟତଃ ଦେଖିଥିବେ କି ସେମାନେ କେତେ ପରିଶ୍ରମ କରିଥାଆନ୍ତି। ଦିନ ରାତି କଠିନ ପରିଶ୍ରମ କରି ଖରା ବର୍ଷା ସହି ଗ୍ରାହକ ମାନଙ୍କ ନିକଟ ରେ ଖାଦ୍ୟ ପହଞ୍ଚାଇ ଥାଆନ୍ତି।
ଦିନ ସାରା କାମ କରିବା ପରେ ତାଙ୍କୁ ବିଶ୍ରାମ ନେବା ପାଇଁ ମଧ୍ଯ ସମୟ ନଥାଏ। ଏବେ ସୋସିଆଲ ମିଡ଼ିଆରେ ଜୋମାଟୋ ବଏ ଙ୍କ ଏଭଳି ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓ ରେ ଦେଖିବାକୁ ମିଳିଛି ଦୁଇ ଜଣ ଜୋମାଟୋ ବଏ ନିଜ ଗାଡ଼ି କୁ ଏକ ରାସ୍ତା କଡ଼ରେ ରଖି ଜୋରଦାର ଡାନ୍ସ କରୁଛନ୍ତି। ଏବଂ ତାଙ୍କ ଡାନ୍ସ ଭିଡିଓ କୁ ଲୋକ ମାନେ ମଧ୍ୟ ଖୁବ୍ ପସନ୍ଦ କରିଛନ୍ତି।
ଏବେ ଏହି ଭିଡିଓ ଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବା ସହ ଲୋକ ମାନେ ମଧ୍ୟ ଏହାକୁ ଖୁବ୍ ପଶନ୍ଦ କରିଛନ୍ତି। ଏବଂ ଏହାକୁ ଏକାଧିକ ମାତ୍ରାରେ ଲାଇକ କରିବା ସହ ଖୁବ୍ ସେୟାର ମଧ୍ୟ କରିଛନ୍ତି। ତେବେ ଆପଣଙ୍କୁ ଏହି ଭିଡିଓ କିଭଳି ଲାଗିଲା ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୁଲିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.