Movie prime

ଜଙ୍ଗଲ ଭିତରେ ପ୍ରେମ କରି ଫସିଲେ ପ୍ରେମୀ ଯୁଗଳ ଦେଖନ୍ତୁ କେମିତି ପଡିଲେ ଧରା

 
Special Report
ଆପଣମାନେ ଜାଣିଥିବେ ପ୍ରେମ ହେଉଛି ଚିରନ୍ତନ।ଯଦି ଥରେ କାହାକୁ କାହା ସହିତ ପ୍ରେମ ହୋଇଗଲା ତାହେଲେ ଆଉ କାହାକୁ ଖାତିର କରନ୍ତି ନାହିଁ ଏହି ପ୍ରେମୀ ଯୁଗଳ। କାହିଁକି ନା ଯିଏ ପ୍ରେମ କରିବ ସେ ଆଗପଛ କଣ କରିବେ ସବୁ ଭୁଲିଯିବେ।ଆପଣମାନେ ଜାଣିଥିବେ କଲେଜ ର ହୁଅନ୍ତୁ ଅବା ସ୍କୁଲ୍ ର ଛାତ୍ରଛାତ୍ରୀ ମାନେ ହୁଅନ୍ତୁ ଲୁଚିକରି କେଉଁଆଡେ ଚାଲି ଯାଇଥାନ୍ତି।ପ୍ରେମୀ ଯୁଗଳ ଏକା ଏକା ଦେଖା ମଧ୍ୟ କରିଥାନ୍ତି।
ବୁଲିବାକୁ ଯାଇଥାନ୍ତି,ସପିଂ କରିବାକୁ ମଧ୍ୟ ଯାଇଥାନ୍ତି। ଆଉ ଟିକେ ପ୍ରେମ ନିବିଡ଼ ହୋଇଗଲେ ଚୋରା ପିରତି ଲୀଳା ପାଇଁ ବଣ, ଜଙ୍ଗଲ,ହୋଟେଲ୍ ଓୟୋ କୁ ଚାଲି ଯାଇଥାନ୍ତି ପ୍ରେମୀ ଯୁଗଳ।ଅନ୍ତରଙ୍ଗ ମୁହୂର୍ତ୍ତ ବିତାଇବା ପାଇଁ କେଉଁଆଡେ ଚାଲି ଯାଇଥାନ୍ତି।ଏଇଟା କିଛି ବଡ଼ କଥା ନୁହେଁ।ଆଜିକାଲି ଦୁନିଆରେ ଏସବୁ ସାଧାରଣ କଥା ହୋଇଗଲାଣି।ଆଉ ଆଗଭଳି ପ୍ରେମ ସାସ୍ୱତ ଓ ଚିରନ୍ତନ ହୋଇ ରହିନାହିଁ।
ପ୍ରେମ କରୁଥିବା ସମୟରେ ଯଦି ଧରା ପଡିବେ ନାହିଁ ତାହେଲେ ଠିକ୍ ଅଛି ଯଦି ଥରେ ଭୁଲ ରେ ବି ଧରା ପଡ଼ିଗଲେ ସାଧାରଣ ଭାବରେ କିଭଳି ହଟହଟା ହୋଇଥାନ୍ତି ତାହା ଆପଣମାନେ ଭିଡିଓ ରେ ଦେଖିଥିବେ।ବର୍ତ୍ତମାନ ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି। ଭିଡିଓ ରେ ଦେଖିବାକୁ ମିଳିଛି ଯେ ଜଣେ ପ୍ରେମିକା ତାର ପ୍ରେମିକ ସହିତ କିଛି ଅନ୍ତରଙ୍ଗ ମୁହୂର୍ତ୍ତ ବିତାଇବା ପାଇଁ ଜଙ୍ଗଲ ଭିତରକୁ ଆସିଥିଲେ।ସେଠାରେ କେହି ନଥିଲେ।
କିନ୍ତୁ କିଛି ସମୟ ପରେ ପ୍ରେମିକ ସହିତ ନୀରବ ରେ ଅତି ନିବିଡ଼ତା ରେ ବିତାଉଥିବା ସମୟରେ କିଛି ଯୁବକ ମାନେ ସେଠାରେ ପହଞ୍ଚି ସେମାନଙ୍କୁ ଦେଖି ଦେଇଥିଲେ।ଯୁବକମାନେ ସେମାନଙ୍କୁ ପ୍ରଶ୍ନ ଉପରେ ପ୍ରଶ୍ନ ପଚାରି ଚାଲିଥିଲେ।ଯୁବତୀ ଜଣଙ୍କ ହାତ ଯୋଡ଼ି ଭିଡିଓ କରିବାକୁ ମନା କରିଥିଲେ।କିନ୍ତୁ ଯୁବକ ମାନେ ତାଙ୍କ କଥା କିଛି ନ ଶୁଣି ଭିଡିଓ କରିଥିଲେ।ଏବଂ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଯାହାକି ବର୍ତ୍ତମାନ ଭାଇ ରାଲ ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.