Movie prime

Social Media ରେ ଭାଇରାଲ ହେବାକୁ ଲାଗୁଛି ଉରଫି ଯାବେଦଙ୍କ ଆଧାର କାର୍ଡ ଫଟୋ ଦେଖନ୍ତୁ ଉର୍ଫିଙ୍କ ଚେହେରା ଥିଲା କେମିତି

 
Viral video
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ବଲିଉଡ ର ଫ୍ୟାସନ କ୍ୱିନ ଉର୍ଫି ଯାଭେଦ୍ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ।
ଅଭିନେତ୍ରୀ ଉର୍ଫି ଯାଭେଦ୍ ତାଙ୍କର ଅଜବ ଲୁକ୍ ପାଇଁ ସଦା ସର୍ବଦା ଚର୍ଚ୍ଚାର ବିଷୟ ପାଲଟି ଥାଆନ୍ତି। ସେ ନିଜେ ହିଁ ଟଙ୍କା ଡ୍ରେସ ଡିଜାଇନ୍ କରନ୍ତି ଏବଂ ସେହି ଡ୍ରେସ ଗୁଡିକ ପିନ୍ଧି ମଧ୍ୟ ଥାଆନ୍ତି।
ଏବଂ ସେହି ଡ୍ରେସ କୁ ନେଇ ମଧ୍ଯ ସେ ଆଲୋଚନାର ବିଷୟ ପାଲଟି ଥାଆନ୍ତି।
ତାଙ୍କର ବୋଲ୍ଡ ଏବଂ ଅଦ୍ଭୁତ ଅନ୍ଦାଜ୍ କୁ କିଛି ଲୋକ ପଶନ୍ଦ କରୁଥିବା ବେଳେ କିଛି ଲୋକ ତାଙ୍କୁ ଟ୍ରୋଲ ମଧ୍ୟ କରନ୍ତି। ତେବେ ସୋସିଆଲ ମିଡିଆରେ ଊର୍ଫି ଙ୍କ ଆଉ ଏକ ଫଟୋ ଏବେ ଖୁବ ଭାଇରାଲ ହେବାରେ ଲାଗିଛି।
ତାହା ହେଉଛି ତାଙ୍କର ଆଧାର କାର୍ଡ ଫଟୋ। ପୁରୁଣା ଆଧାର କାର୍ଡ ର ଫଟୋ ଏବେ ଇନ୍ଷ୍ଟାଗ୍ରାମ ରେ ଭାଇରାଲ ହେଉଥିବା ବେଳେ, ତାଙ୍କ ଫଲୋୟର୍ସ ମାନେ ତାଙ୍କର,
ବର୍ତ୍ତମାନ ର ଫଟୋ ସହ ପୁରୁଣା ଆଧାର କାର୍ଡ ଫଟୋ କୁ ମଧ୍ୟ ତୁଳନା କରିଛନ୍ତି। ଏହି ଫଟୋ ରେ ମଧ୍ୟ ଉର୍ଫୀ ସମ୍ପୂର୍ଣ ଭାବରେ ଅଲଗା ଦେଖା ଯାଉଛନ୍ତି।
ଗତ କିଛି ଦିନ ତଳେ ଉର୍ଫି ଯାଭେଦ୍ ନିଜ 
ଇନ୍ଷ୍ଟାଗ୍ରାମ ରେ ଏକ ଫଟୋ ସେୟାର କରିଥିଲେ। ସେଥିରେ ଦେଖିବାକୁ ମିଳିଥିଲା ଇନ୍ଷ୍ଟାଗ୍ରାମ ଏକ ଡିସ୍କୋ ବଲ୍ ରେ ନିଜ ମୁହଁ କୁ ଘୋଡାଇବା ସହ ଶରୀରରେ ମଧ୍ୟ ଏହାକୁ ପିନ୍ଧି ଥିଲେ।
ତେବେ ସେ ଏଭଳି ହିଁ କିଛି ଫ୍ୟାସନ ଆପଣେଇ ଟାଉନ ରେ ଚର୍ଚ୍ଚାର ବିଷୟ ମଧ୍ଯ ପାଲଟି ଥାଆନ୍ତି। ତେବେ ଉର୍ଫି ଯାଭେଦ୍ ଙ୍କ ଏଭଳି ଫ୍ୟାସନ ପାଇଁ କିଛି ଅଭିନେତ୍ରୀ ମାନେ ମଧ୍ୟ ତାଙ୍କୁ ଅନେକ ସମୟରେ ଟ୍ରୋଲ୍ ମଧ୍ୟ କରିଥାଆନ୍ତି।
ଆଉ କିଛି ଅଭିନେତା ଓ ଅଭିନେତ୍ରୀ ମାନେ ଉର୍ଫି ଯାଭେଦ୍ ଙ୍କ ଡ୍ରେସିଂ ଷ୍ଟାଇଲ କୁ ମଧ୍ୟ ଖୁବ ପଶନ୍ଦ କରିଥାଆନ୍ତି। ତେବେ ଆପଣଙ୍କୁ ଏହା କିଭଳି ଲାଗୁଛି ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.