Movie prime
ଦାଣ୍ଡରେ ପଡ଼ି ହାଟରେ ଗଡିଲା ମାଇଁ ଭଣଜା ଙ୍କ ରାସଲୀଳା ଦେଖନ୍ତୁ ଏହି VIRAL VIDEO
 
Viral video
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ସୋସିଆଲ ମିଡ଼ିଆ ରେ ଏଭଳି କିଛି ନୀତି ଦିନ ଭାଇରାଲ ହେଉଥିବା ଭିଡ଼ିଓ ତ ନିଶ୍ଚିତ ଭାବରେ ଦେଖିଥିବେ। ଆଜି ଆମେ ସେହୁ ଭାଇରାଲ ଭିଡ଼ିଓ ମାନଙ୍କ ମଧ୍ୟରୁ ଗୋଟେ ଭିଡିଓ ଆପଣ ମାନଙ୍କୁ ଦେଖାଇବାକୁ ଯାଉଛୁ। ଦେଖନ୍ତୁ ଏହି ଭିଡିଓ କୁ ଭଲ ଭାବରେ। ଏହି ଭିଡ଼ିଓ ଟିରେ ଆପଣ ଯେଉଁ ସ୍ତ୍ରୀ ଲୋକ ଟିକୁ ଦେଖୁଛନ୍ତି ସେ ହଉଛନ୍ତି ମାଇଁ।
ଏବଂ ଏହି ଭିଡ଼ିଓ ରେ ସେହି ଯୁବକ ଜଣକ ହେଉଛନ୍ତି ଭଣଜା। ଏବଂ ଏହି ଦୁଇଜଣ ମାଇଁ ଓ ଭଣଜା ଙ୍କୁ ସାମ୍ନା ଶାମ୍ନୀ ଧରି ପକାଇଛନ୍ତି ପରିବାର ଲୋକେ। ଏବଂ ଏହି ଦୁଇ ଜଣକୁ ଗୋଟେ ରୁମ୍ ରୁ ଏକା ସହ ଧରି ଦେଇଛନ୍ତି ପରିବାରର ଲୋକ ମାନେ। ଏବେ ଏହି ଦୁଇ ଜଣକ ପ୍ରେମ ସମ୍ପର୍କ ଆସି ଯାଇଛି ସମ୍ପସ୍ତଙ୍କ ସାମ୍ନା କୁ। ଏହାପରେ ଦୁଇଜଣ କଣ କରିବେ ଜାଣି ପାରୁ ନାହାଁନ୍ତି।
ସେଥି ପାଇଁ ସେହି ସ୍ତ୍ରୀ ଲୋକ ଜଣକ ଭୁଲ କରିଛନ୍ତି କିନ୍ତୁ ସେ ନିଜ ମୁହଁରେ ନିଜ ଭୁଲ୍ କୁ ସ୍ୱୀକାର କରିବାକୁ ନାରାଜ ଅଟନ୍ତି। ଏଥି ପାଇଁ ସେ ଅନେକ ଯୁକ୍ତି କରିବା ସହ ଝଗଡ଼ା ମଧ୍ୟ କରୁଛନ୍ତି। ସତରେ ଆଜି କାଲି ଏଭଳି ଲୋକ ମାନଙ୍କ ପାଇଁ କିଛି ପବିତ୍ର ସମ୍ପର୍କ ରେ କଳଙ୍କ ଲାଗି ଯାଉଛି। ଲୋକ ମାନେ କାହା ଉପରେ ବିଶ୍ବାସ କରିବେ ଓ କାହା ଉପରେ ବିଶ୍ବାସ କରିବେ ନାହିଁ ସେ ସମ୍ପର୍କ ରେ କିଛି ଜାଣି ପାରୁ ନାହାଁନ୍ତି।
ଏବେ ଏହି ମାଇଁ ଓ ଭଣଜା ଙ୍କ ଭିଡ଼ିଓ ସେଠାରେ ଉପସ୍ଥିତ ଥିବା ଲୋକ ମାନେ ହିଁ କରିଛନ୍ତି। ଏବଂ ଏହି ଭିଡ଼ିଓ କୁ ମଧ୍ଯ ସୋସିଆଲ ମିଡ଼ିଆ ରେ ଛାଡି ଦେଇଛନ୍ତି , ଏହି ଭିଡ଼ିଓ କୁ ଏବେ ଅନେକ ଲୋକ ମାନେ ଦେଖୀ ସାରିଲେଣି ।ଏବଂ ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ଓ ଲୋକ ମାନେ ମଧ୍ୟ ଏହି ନିନ୍ଦନୀୟ କାର୍ଯ୍ୟ କୁ ଖୁବ୍ ନିନ୍ଦା କରିଛନ୍ତି।