ମହିଳା କଲେ ଖେଳ ଦେଖନ୍ତୁ କଣ କଲେ ଭିଡିଓ ଦେଖିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ
Jan 1, 2023, 12:40 IST
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ପୁରା ବିଶ୍ବରେ କୋ-ରୋ-ନା ଭା-ଇ-ର-ସ ଯେପରି ମାତ୍ରାରେ ବ୍ୟାପିବାରେ ଲାଗିଛି ସେଥି ପାଇଁ ପ୍ରତି ଦିନ ଲକ୍ଷ ଲକ୍ଷ ଲୋଙ୍କର ଜୀବନ ହା-ନି ଘଟୁଛି।
କୋ-ରୋ-ନା ଭ୍ୟା-କ୍ସି-ନ ବାହାରି ଥିଲେ ମଧ୍ୟ ଏହାକୁ ନେବା ପରେ ମଧ୍ୟ କୋ-ରୋ-ନା ଆ-କ୍ରା-ନ୍ତ ହେଉଛି। ଯାହା ଫଳରେ ଜନ ଜୀବନରେ ଅନେକ ସମସ୍ଯା ଦେଖା ଯାଉଛି।
ସମଗ୍ର ବିଶ୍ୱ ରେ ଏହାର ପ୍ରଭାବ ପଡିଛି, ଏମିତି କୌଣସି ଦେଶ ନାହିଁ, କି କ-ର-ନା ପ୍ରଭାବ ପଡ଼ିନାହିଁ। ସମଗ୍ର ବିଶ୍ୱରେ ବର୍ତ୍ତମାନ କ-ରୋ-ନା ବହୁ ମାତ୍ରାରେ ବଢି ଚାଲିଛି। ଲୋକେଙ୍କ ରୋଜଗାର ବନ୍ଦ ହେବା ସହିତ ଜୀବନ ବଞ୍ଚାଇବା ପାଇଁ ମଧ୍ୟ ଅନେକ ସଂଘର୍ଷ କରୁଛନ୍ତି।
ଲୋକ ମାନେ ଦୀର୍ଘ ଦିନ ରହିବା ପରେ ଜୀବିକା ହରାଇ ଖାଇବା ପାଇଁ ପାଇଲେ ନାହିଁ, ପୁଣି ଲୋକେ କାମକୁ ବାହାରିଲେ, ଜୀବନ ଯାତ୍ରା ସ୍ବଭାବିକ ହୋଇ ଆସିଥିଲା, ଗତ ଜାନୁୟାରୀ ମାସ ଠୁ କ-ରୋ-ନା ସଂ-କ୍ର-ମ-ଣ ବଢି ଚାଲିଛି।
କିନ୍ତୁ ବର୍ତ୍ତମାନ ସମୟରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ କରନା ରେ ଆକ୍ରାନ୍ତ ହେଉଛନ୍ତି। ଦୈନିକ ହଜାର ହଜାର ଲୋକ ମୃ-ତ୍ୟୁ ବରଣ କରୁଛନ୍ତି। କରନା ସଂକ୍ରମଣ କୁ ଦୃଷ୍ଟିରେ ରଖି ସରକାର ଆମ ଦେଶରେ ଯେତିକି ରାଜ୍ୟ ଅଛି ,
ଯେଉଁଠି ଅଧିକ କ-ରୋ-ନା କେସ ରହୁଛି ସେଠାରେ ଲକଡାଉନ ଏବଂ ସଟଡାଉନର ବ୍ୟବସ୍ଥା କରିଛନ୍ତି। ବେଳେବେଳେ ଅଧିକାଂଶ ସ୍ଥାନରେ ଏଭଳି କିଛି ଦୃଶ୍ୟ ଦେଖିବା ପାଇଁ ମିଳୁଛି ଯାହା ଆମକୁ ଅନେକ କଷ୍ଟ ଦେଉଛି।
ପ୍ରତ୍ୟେକ ଦିନ ଅନେକ ଲୋକଙ୍କ କେହି ଜଣେ ପରିବାର ସଦସ୍ୟ କ-ର-ନା-ରେ ମୃ-ତ୍ୟୁ ବରଣ କରିଛନ୍ତି। ଏହି ଭଳି ସଙ୍କଟମୟ ପରିସ୍ଥିତି ରେ ଲୋକେ ହଁ କେବଳ ଟୀକା କୁ ଭରସା କରିଛନ୍ତି।
ତେଣୁ ପ୍ରଥମ ପର୍ଯ୍ୟାୟରେ ବୟସ୍କ ବ୍ୟକ୍ତିଙ୍କୁ , ଅର୍ଥାତ ୪୦ ରୁ ଉର୍ଦ୍ଧ୍ଵ ଲୋକଙ୍କ ପାଇଁ ଟିକା ଦିଆ ଯିବାର ବ୍ୟବସ୍ଥା କରାଯାଇଥିବା ସ୍ଥଳେ, ବର୍ତ୍ତମାନ ସମୟରେ ୧୮ ବୟସରୁ ଉର୍ଦ୍ଧ୍ବ ଯେଉଁ ମାନେ ବର୍ତ୍ତମାନ ଟୀକା ଦିଆ ଯାଉଛି।
ତେବେ ଏହି ଟୀକା କରଣ ବେଳେ ଏପରି କିଛି ଦୃଶ୍ୟ ସାମ୍ନାକୁ ଆସିଛି, ଯାହାକି ଗୋଟିଏ ଯୁବତୀ ଟୀକା ନେବାକୁ କୌଣସି ମୋତେ ରାଜି ହେଉ ନାହିଁ।
ଡାକ୍ତର ରାଗି ଚାଲି ଯିବାକୁ କହୁଛନ୍ତି। ଯାହାକି ଜଣେ ଯୁବତୀ ଟୀକା ନେବା ପାଇଁ ବସିଛନ୍ତି, ଏବଂ ଜଣେ ଡାକ୍ତର ଟୀକା ଦେବା ପାଇଁ ଆସୁଥିବା ସମୟରେ ସେ ଚିତ୍କାର କରି କହୁଛନ୍ତି।
ମମି ମୁଁ ଟୀକା ନେବିନି, ତେବେ ଡାକ୍ତର ଟୀକା ଦେବା ପାଇଁ ଚେଷ୍ଟା କରୁଛନ୍ତି, ହେଲେ ଯୁବତୀ ଜଣଙ୍କ ଟୀକା ନେବାକୁ ରାଜି ହେଉ ନଥିଲେ।
ତେବେ ଡାକ୍ତର ଶେଷରେ ରାଗି ଯାଇ ଯୁବତୀ ଙ୍କୁ କହିଲେ, ଟୀକା ଦେବିନି ବୋଲି, ତାପରେ ଯୁବତୀ ସ୍ଥିର ହୋଇ ବସିଲେ ଏବଂ ଡାକ୍ତର ଟୀକା ଦେଲେ ତେବେ ଏଭଳି ଦୃଶ୍ୟ ବର୍ତମାନ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି।