Movie prime

ଦଶହରା ପୂଜା ରେ ସାବାଡ ହେଲେ ଏହି ୨ ଜଣ ଦଣ୍ଡା ବାଳୁଙ୍ଗା ଦେଖନ୍ତୁ କାହିଁକି ଖାଇଲେ ଛେଚା

 
Viral video
ଏବେ ଆପଣମାନେ ଜାଣିଥିବେ ପୂଜା ମହଲ ଚାଲିଛି।ସେହିଭଳି ଦଶହରା ପୂଜାରେ ଦୁଇ ଜଣ ଗ୍ରୁପ୍ ଆସି ଝଗଡ଼ା କରୁଥିବାର ଦେଖିବାକୁ ମିଳିଛି।କିଛି ଟା କଥା ରେ ଯୁକ୍ତିତର୍କ ହେବାରୁ ଚୁଟି ଭିଡା ଭିଡ଼ି ହେଉଛନ୍ତି।ଲୋକମାନେ ତାହା ଦେଖି ପ୍ରଥମେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ଏହାପରେ ଯେତେବେଳେ ଝଗଡ଼ା ଟି ବହୁତ ଜୋରେ ହେବାରେ ଲାଗିଲା ସେଠାରେ ଉପସ୍ଥିତ ଥିବା ଲୋକମାନେ ମୋବାଇଲ୍ ରେ ରେକର୍ଡ କରିବାକୁ ଲାଗିଲେ।
କିନ୍ତୁ କେହି ସେମାନଙ୍କର ଝଗଡ଼ା ଅଟକାଇବାକୁ ଚେଷ୍ଟା କରୁ ନାହାନ୍ତି।ପୁଣିଥରେ ଆଉ ଦୁଇ ଜଣ ଝିଅ ଆସି ସେଠାରେ ଗଣ୍ଡଗୋଳ କରିଥିଲେ।ଏହିପରି ଦେଖୁ ଦେଖି ଚାରି ଜଣ ଝିଅ ଚୁଟି ଭିଡା ଭିଡ଼ି ହୋଇ ଯାଇଥିବାର ଦେଖିବାକୁ ମିଳିଛି।ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଏହାଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।
ଏହିଭଳି ଆଉ ଏକ ଦୃଶ୍ୟ ଦେଖିବାକୁ ମିଳିଛି ବାହାର ରାଜ୍ୟରେ।କେତେଜଣ ବ୍ୟକ୍ତି ଲୋକ ମାନଙ୍କୁ ହଇରାଣ କରୁଥିଲେ।ଯାହାଫଳରେ ଦୁଇ ଜଣ ପୋଲିସ କର୍ମଚାରୀ ସେମାନଙ୍କ କାନରେ ପେଁ କାଳି ବଜାଇଥିଲେ।ଏବଂ କହିଲେ ଯେ ପବ୍ଲିକ ସ୍ଥାନରେ ଏଭଳି କରିବା ଉଚିତ ନୁହେଁ।ଏଭଳି ଲୋକମାନଙ୍କୁ ହଇରାଣ କରିବା ଭଲ କଥା ନୁହେଁ।ସେଥିପାଇଁ ସେମାନଙ୍କୁ ପୋଲିସ ନିଜ କାନରେ କରିବାକୁ କହିଥିଲେ। ଦୁଇ ଜଣ ଯୁବକ ତାଙ୍କ ଭୁଲ୍ ବୁଝି ପାରିଥିଲେ।
ସେହି ଦୁଇ ଜଣ ଯୁବକ ଙ୍କୁ ଉଠୁ ବସ ମଧ୍ୟ ରାସ୍ତା ଉପରେ କରାଇଥିଲେ।ସେଠାରେ ଅନେକ ଲୋକମାନେ ଉପସ୍ଥିତ ମଧ୍ୟ ରହିଥିଲେ।ବର୍ତ୍ତମାନ ଏହି ଘଟଣା ଦେଖିବା ପରେ ଦର୍ଶକ ମାନେ ପୋଲିସ ଠିକ୍ କରିଛନ୍ତି ବୋଲି କହିଛନ୍ତି।ବର୍ତ୍ତମାନ ଏହି ଭିଡିଓ ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.