Movie prime

ବୋହୂ କୁ ଶଶୁର କରିଲା ପ୍ରେମ, ହେଲେ ପୁଅ ଏସବୁ ଦେଖି କଲା ରେକର୍ଡ

 
Viral video
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଅନେକ ସମୟରେ ଅନେକ ପ୍ରକାରର ପ୍ରେମ ସମ୍ପର୍କ ଦେଖିଥିବେ। ତେବେ ଏବେକାର ପ୍ରେମ କରିବାରେ କିଛି ସୀମା ଦେଖା ଯାଉ ନାହିଁ।
ମଣିଷ ଏବେ ପ୍ରେମ କରିବାର ସବୁ ସୀମା ମଧ୍ୟ ପାର କରି ସାରିଲାଣି। ପ୍ରେମ ପାଇଁ ଅନେକ ପବିତ୍ର ସମ୍ପର୍କ ରେ ମଧ୍ଯ ଦାଗ ଲାଗି ଯାଉଛି। ଆଜ୍ଞା ହଁ ଏଭଳି ଖବର ସମ୍ପର୍କରେ ଆପଣ ମାନେ ପ୍ରାୟତଃ ସମୟରେ ଶୁଣିବାକୁ ମଧ୍ଯ ପାଉଥିବେ।
ତେବେ ଆଜି ଆମେ ଆପଣଙ୍କୁ ସେଭଳି କିଛି ପ୍ରେମ ସମ୍ପର୍କ ବିଷୟରେ ଆପଣଙ୍କୁ ଆମେ କହିବାକୁ ଯାଉଛୁ। ଆଜ୍ଞା ହଁ ସେଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି।
ଭିଡ଼ିଓରେ ଶଶୁର ବୋହୂ ଙ୍କ ପ୍ରେମ ସମ୍ପର୍କ ଦେଖିବାକୁ ମିଳିଛି। ଭିଡିଓରେ ଆପଣ ମାନେ ଦେଖି ପାରୁଥିବେ କି ଭିଡିଓ ରେ ଜଣେ ଶଶୁର ତାଙ୍କ ବୋହୂ ଙ୍କ ସହ ଏକ ନିଛାଟିଆ ସ୍ଥାନ କୁ ଆସିଛନ୍ତି।
ଏବଂ ନିଛାଟିଆ ସ୍ଥାନରେ ତାଙ୍କ ବୋହୁ ଙ୍କ ସହ ସେ ସେଠାରେ ନିରୋଳା ରେ କିଛି ସମୟ ମଧ୍ୟ ବିତାଉଛନ୍ତି। ହେଲେ ସେ ସେଥିରେ ସଫଳ ହୋଇ ନଥିଲେ।
କାରଣ ସେହି ସମୟରେ ତାଙ୍କୁ ସେଠାରେ କିଛି ପିଲା ଆସି ଧରି ପକାଇ ଥିଲେ। ଏବଂ ତାଙ୍କୁ ସେଠାରେ ଧରିବା ପରେ ତାଙ୍କର ସେଠାରେ ଏକ ଭିଡିଓ ମଧ୍ୟ ରେକର୍ଡ କରାଯାଇ ଥିଲା। ଏହାପରେ ତାକୁ ସୋସିଆଲ ମିଡିଆରେ ଅପଲୋଡ ମଧ୍ୟ କରାଯାଇ ଥିଲା।
ଏବେ ଏହି ଭିଡିଓ ଟି ମଧ୍ଯ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି। ଦର୍ଶକ ମାନେ ଏହି ଭିଡିଓ କୁ ଅନେକ ମାତ୍ରାରେ ଦେଖିବା ସହ ଏହି ଭିଡିଓ ଟିର ଖୁବ୍ ନିନ୍ଦା ମଧ୍ୟ କରିଛନ୍ତି।
ତେବେ ଆପଣଙ୍କୁ ଏହି ଭିଡିଓ ଟି କିଭଳି ଲାଗିଛି ଓ ଏହି ଭିଡିଓ କୁ ଦେଖି ସାରିବା ପରେ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୂଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.