Movie prime

ବାପା ପାଇଲେ ଚାକିରୀ ଖୁସିରେ ନାଚିଲା ଝିଅ ଦେଖନ୍ତୁ ଏହି ଦୃଶ୍ୟ ଏହାକୁ ଦେଖିଲେ ଆପଣ କାନ୍ଦି ପକେଇବେ

 
Viral News

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ଭାଇରାଲ ହେଉଥିବାର ଆପଣ ମାନେ ଦେଖିଥିବେ। ସେଥି ମଧ୍ୟରୁ କିଛି ଭିଡିଓ ଆପଣ ମାନଙ୍କୁ ଖୁବ୍ ପଶନ୍ଦ ଆସିଥାଏ ଏବଂ ଆପଣଙ୍କ ହୃଦୟ କୁ ମଧ୍ୟ ସ୍ପର୍ଶ କରିଥାଏ।

ସେଭଳି ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥାଏ। ତେବେ ସେହି ଭିଡିଓ ମଧ୍ୟରୁ ଏକ ଭିଡିଓ ଆମେ ଆପଣ ମାନଙ୍କୁ ଦେଖାଇବାକୁ ଯାଉଛୁ।

ଏହି ଭିଡିଓ ମାଧ୍ୟମରେ ଆପଣ ମାନେ ଜାଣି ପାରିବେ କି ଗୋଟେ ବାପା ଓ ଝିଅ ର ସମ୍ପର୍କ କେତେ ନିଆରା ହୋଇ ଥାଏ। ଦେଖନ୍ତୁ ଏହି ଭିଡିଓ କୁ ଭଲ ଭାବରେ ଭିଡିଓରେ ଥିବା ଝିଅ ଟି କିଭଳି ଭାବରେ ଖୁସୀରେ ଆସି ତା ବାପା ଙ୍କୁ କୁଣ୍ଢାଇ ପକାଉଛି।
ଏବଂ ସେ ଏଭଳି ଖୁସି ହେବାର କାରଣ ଅନ୍ୟ କିଛି ନୁହେଁ ବରଂ ଏହାର କାରଣ ହେଉଛନ୍ତି ନିଜେ ହିଁ ତାର ବାପା। ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
ଝିଅ ଟିର ବାପା ଙ୍କ ଚାକିରୀ ହୋଇ ଯାଇଛି ସେଥି ପାଇଁ ସେ ଅଧିକା ଖୁସି ହୋଇ ଯାଇଛି। ଏବଂ ତାର ଖୁସୀର ସୀମା ମଧ୍ୟ କହିଲେ ନସରେ। ସେଥି ପାଇଁ ସେ ଖୁସୀରେ ତା ବାପା ଙ୍କୁ ଆଲିଙ୍ଗନ କରି ପକାଉଛି।
ଏବଂ ତାର ବାପା ମଧ୍ୟ ଖୁବ୍ ଖୁସିରେ ଅଛନ୍ତି। ଏବଂ ଝିଅ ଟିର ବାପା ମଧ୍ୟ ନିଜ ଝିଅ କୁ ଏତେ ଖୁସୀ ହେଇ ଯାଉଛନ୍ତି। ଏବଂ ଭାବ ବିହୋଳ ମଧ୍ଯ ହୋଇ ପଡୁଛନ୍ତି।
ସତରେ ଏହି ଭିଡିଓ ଦେଖିବା ପରେ ଲାଗୁଛି କି ବାପା ଓ ଗୋଟେ ଝିଅର ସମ୍ପର୍କ କେତେ ନିଆରା ଅଟେ।
ତାହାକୁ ତୁଳନା ମଧ୍ଯ କରି ହେବ ନାହିଁ ଏହି ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବା ସହ ଏକାଧିକ ଲୋକ ମାନେ ମଧ୍ୟ ଏହାକୁ ଦେଖି ସାରିଲେଣି। ଅନେକ ଲୋକ ମାନେ ଏହି ଭିଡିଓ ଦେଖି ଖୁବ୍ ଖୁସୀ ହୋଇ ଯାଇଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.