Movie prime

ସବୁ ସ୍ତ୍ରୀ ମାନଙ୍କୁ ଏମିତି କହିଲେ ଯୁବକ ରାତା ରାତି ଭିଡିଓ ହେଇଗଲା ଭାଇରାଲ ଦେଖନ୍ତୁ ଏହି ଭିଡିଓ

 
Viral Video

ଆପଣମାନେ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହେଉଥିବାର ଦେଖିଥିବେ।ଯେଉଁ ଭିଡିଓ ଲୋକମାନଙ୍କୁ ପସନ୍ଦ ଆସିଥାଏ ତାକୁ ଲାଇକ କରି,ସେୟାର କରି ଭିଡିଓ ଟି କୁ ଭାଇରାଲ କରିଥାନ୍ତି।

ବର୍ତ୍ତମାନ ମଧ୍ୟ ଏକ ଭିଡିଓ ବହୁ ମାତ୍ରାରେ ଭାଇରାଲ ହୋଇଛି।ଦର୍ଶକ ବନ୍ଧୁ କଥାରେ ଅଛି ଯେ ସ୍ଵାମୀ ପାଇଁ ସବୁଠାରୁ ବଡ଼ ଅସ୍ତ୍ର ହେଉଛି ସ୍ତ୍ରୀ।ବର୍ତ୍ତମାନ ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। 

ଜଣେ ଯୁବକ ସ୍ତ୍ରୀ ମାନଙ୍କୁ ନେଇ ଏପରି କିଛି କଥା କହିଛନ୍ତି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଯୁବକ ଜଣଙ୍କ କହିଛନ୍ତି ଯେ ସଂସାର ରେ ସବୁ ସ୍ଵାମୀ ମାନେ ଖୁସି ରହିବା ପାଇଁ ଏକ ଫର୍ମୁଲା ରହିଛି।
ତାହା ହେଉଛି ଏ, ବି, ସି, ଡି, ଇ, ଏଫ୍, ଜି,ଏଚ୍ଚ ଏବଂ ଆଇ।ଏହା ଶୁଣି ଆପଣମାନେ ନିଶ୍ଚୟ ଭାବରେ ଆଶ୍ଚର୍ଯ୍ୟ ହୋଇଯାଇଥିବେ।କିନ୍ତୁ ଯୁବକ ଜଣଙ୍କ ବହୁତ ଭଲରେ ଏହି ଫର୍ମୁଲା ସମସ୍ତଙ୍କୁ ଭିଡିଓ ରେ କହିଛନ୍ତି।
ସେ କହିଛନ୍ତି ଏ ରେ ହେଉଛି ଅନ୍ୟ ସ୍ତ୍ରୀ ମାନଙ୍କର ପ୍ରଶଂସା ନିଜ ସ୍ତ୍ରୀ ଆଗରେ କେବେ କରନ୍ତୁ ନାହିଁ।ବି ରେ ହେଉଛି ବାହାରକୁ ଯଦି ଆପଣ ଯାଇଥିବେ ତାହେଲେ ସ୍ତ୍ରୀ ଅର୍ଡର ଦେଇଥିବା ଜିନିଷ କେବେ ଭୁଲିବେ ନାହିଁ ମନେ କରି ସେହି ଜିନିଷ ଆଣିବେ।
ସି ରେ ହେଉଛି ଚୁପ୍ ରହିବା ସମସ୍ତେ ଶିଖି ଯାଇଥାଆନ୍ତୁ। ଡି ରେ ଦୋଷ ନଥିଲେ ମଧ୍ୟ ସ୍ତ୍ରୀ ଙ୍କ ଆଗରେ ଦୋଷ ମାନି ନେବେ।କିନ୍ତୁ ଇ ରେ ଏକା ଏକା କେଉଁଆଡେ ବୁଲିବାକୁ ଯିବେ ନାହିଁ।
ଏଫ୍ ରେ ଫଇସଲା କିଛି ନେବା ଆଗରୁ ସ୍ତ୍ରୀ ହାତର ବେଲଣ କାଠି ଥରେ ମନେ ପକାନ୍ତୁ।ଜି ରେ ଗିଫ୍ଟ ଦେବାକୁ ମଝିରେ ମଝିରେ ବାଧ୍ୟତାମୂଳକ ହୋଇଥାଏ।ଏଚ୍ଚ ରେ ହରି ହରି ସବୁଠୁ ଭଲ ମୋ ସ୍ତ୍ରୀ ଏହି ମନ୍ତ୍ର ଜପ କରନ୍ତୁ।କରନ୍ତ
Viral video
ଆଇ ରେ ଇଛା ନଥିଲେ ବି ନିଜର ପୂତନା ପରି ସ୍ତ୍ରୀ କୁ ପରି ବୋଲି ପ୍ରଶଂସା କରନ୍ତୁ।ବର୍ତମାନ ଏହି ଭିଡିଓ ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।