Movie prime

କୁନିପୁଅ ଗାଇଲେ ଏମିତି ଗୀତ ଭିଡିଓ ହେଲା ଭାଇରାଲ ଦେଖନ୍ତୁ ଆଖିରେ ଲୁହ ଆସିଯିବ ଏହି ଭିଡିଓ ଦେଖିଲେ

 
Viral news

ଆପଣମାନେ ଜାଣିଥିବେ ଆଜିକାଲି ଦୁନିଆରେ ଯେଉଁମାନେ ଫେମଷ୍ ହେବାକୁ ଚାହୁଁଛନ୍ତି ସେମାନେ ରାତାରାତି ଷ୍ଟାର ହୋଇ ଯାଉଛନ୍ତି। କିଏ ବହୁତ ସୁନ୍ଦର ଗୀତ ଗାଇ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି, ଆଉ କିଏ ଡାନ୍ସ କରି ଭାଇ ରାଲ ହେଉଛନ୍ତି।

ସେହିଭଳି ଆଉ କିଏ ଅଭିନୟ କରି ମଧ୍ୟ ଦର୍ଶକ ମାନଙ୍କ ହୃଦୟରେ ଜାଗା ସୃଷ୍ଟି କରି ପାରିଛନ୍ତି। ବର୍ତ୍ତମାନ ଏପରି ଏକ ଭିଡିଓ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।

ଭିଡିଓ ରେ ଦେଖିବାକୁ ମିଳିଛି ଯେ ଜଣେ ଯୁବକ ବହୁତ ସୁନ୍ଦର ଗୀତ ଗାଇଛନ୍ତି।ଯାହାକି ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଛି।କିଛି କିଛି ବ୍ୟକ୍ତି ମାନେ ଅଛନ୍ତି ଯେଉଁ ମାନେ କି ନିଜର ପ୍ରତିଭା ଦେଖାଇବାକୁ ପସନ୍ଦ କରି ନଥାନ୍ତି।
ସେମାନେ ଭାବୁଥାନ୍ତି ଯେ ଯଦି ତାଙ୍କ ନାଚ ହେଉ ବା ଗୀତ କାହାକୁ ପସନ୍ଦ ଆସିବ ନାହିଁ ସେମାନଙ୍କୁ ବହୁତ କଥା ଲୋକମାନଙ୍କ ଠାରୁ ଶୁଣିବାକୁ ପଡିବ।
ସେମାନେ ମନ ଭିତରେ ଭୟଭୀତ ହୋଇ ଯାଇଥାନ୍ତି।ସ୍କୁଲ୍ ରେ ଆପଣମାନେ ଦେଖିଥିବେ ଅନେକ ପିଲାମାନେ ପ୍ରୋଗ୍ରାମ ରେ ଭାଗ ନେଇଥାନ୍ତି।କିନ୍ତୁ ଅଧିକାଂଶ ପିଲାମାନେ ଭାଗ ନେଇ ନଥାନ୍ତି।
କିନ୍ତୁ ଆଉ କିଛି ପିଲାମାନେ ନିଜର ପ୍ରତିଭା ଦେଖାଇବା ପାଇଁ ଇଛା ପ୍ରକାଶ କରିଥାନ୍ତି।ବର୍ତ୍ତମାନ ଜଣେ ଯୁବକ ବହୁତ ସୁନ୍ଦର ଗୀତ ଗାଉଥିବର ନଜରରେ ଆସିଛନ୍ତି।
ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ଏହି ଭିଡିଓ କୁ ଫୋନ ରେ ରେକର୍ଡ କରିଥିଲେ।ଏବଂ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।ଯାହାକି ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।
ଦର୍ଶକ ମାନେ ଗୀତ ଗାଉଥିବା ଯୁବକ କୁ ବହୁତ ଭଲ ପାଇବା ଦେଇଛନ୍ତି।ବହୁତ କମ୍ ବୟସରେ ପିଲାଟି ବହୁତ ସୁନ୍ଦର ଗୀତ ଗାଇଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.