Movie prime

କ୍ୟାମେରାରେ ରେକର୍ଡ ହେଲା ଏମିତି କିଛି ଆଶ୍ଚର୍ୟ୍ଯ ଜନକ ଘଟଣା ଦେଖିଲେ ଆପଣଙ୍କ ହୋସ ଉଡ଼ିଯିବ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଉ ଅନେକ ପ୍ରକାରର ଘଟଣା ଆଜିକା ଯୁଗରେ ଘଟି ଚାଲିଛି । ଆଉ ଏମିତି କିଛି ଘଟଣା ଅଛି ଯାହାକୁ ଦେଖିଲେ କିଛି ଲୋକ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ସେହିଭଳି ଆଉ କିଛି ଭିଡିଓ ଅଛି ଯାହାକୁ ଦେଖିଲେ ଆପଣ ଡରି ଯିବେ । ଆଉ ଏମିତି କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି ।
ଆଉ ଏହି ଭିଡିଓରେ ଆପଣମାନେ ଏମିତି କିଛି ଜିନିଷ ଦେଖିବେ ଯାହା ଦେଖିଲେ ଆପଣ ବିଶ୍ବାସ କରିପାରିବେ ନାହିଁ । ହଠାତ୍ ଏଭଳି କିଛି ଘଟଣା ଘଟିଥାଏ ଯାହା ବିଷୟରେ ଯେ କେହିବି ଜାଣିବେ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ଏମିତି କିଛି ଘଟଣା ଏବେ ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନଙ୍କ ପାଖରେ ପହଞ୍ଚିଛି । ଆଉ ଏହି ଭିଡିଓରେ ଆପଣ ଅନେକ ପ୍ରକାରର ଭିଡିଓ ଦେଖିବେ ଯାହା ଆଶ୍ଚର୍ଯ୍ୟ ସୃଷ୍ଟି କରିବା ସହ ବହୁତ ଭୟାନକ ଅଟେ ।
ଏହି ଭିଡିଓରେ ଆପଣମାନେ ଦେଖିପାରିବେ କି ଏହି ଖତରନାକ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ।ଗୋଟେ ଟ୍ରକ୍ ମାଲ ପକାଇବା ପାଇଁ ଆସିଥାଏ ଆଉ ହଠାତ୍ ତା ଗାଡ଼ି ନଷ୍ଟ ହୋଇଥିଲା । ଅର୍ଥାତ୍ ଗାଡ଼ି ଭିତରୁ ଧୁଆଁ ବାହାରି ଗାଡ଼ି ବ୍ଲାଷ୍ଟ ହୋଇଥିବାର କ୍ୟାମେରାରେ କଏଦ ହୋଇଥିଲା । ଆଉ ଗୋଟିଏ ବ୍ୟକ୍ତି ସବୁଠାରୁ ଅଲଗା ରହିବା ପାଇଁ ତାଙ୍କ ଦାଢ଼ିକୁ ଏତେ ବଢାଇଛନ୍ତି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଆଉ ଗୋଟିଏ ଭିଡିଓରେ ଆପଣମାନେ ଦେଖିପାରିବେ କି ଆପଣମାନେ ତ ଜାଣିଥିବେ ପାଣି ଭିତରେ ଲୋକ ରହିପାରନ୍ତି ନାହିଁ । ଆଉ ଏହି ଭିଡିଓରେ ଆପଣମାନେ ଦେଖିପାରିବେ କି ଲୋକମାନେ ପାଣି ଭିତରେ ବସି ଖାଇବା ପିଇବା କରୁଛନ୍ତି ଯାହା ଆଶ୍ଚର୍ଯ୍ୟ ସୃଷ୍ଟି କରୁଛି । ଆଉ ଏକ ଭିଡିଓରେ ଆପଣମାନେ ଦେଖିବେ କି ଜଣେ ବ୍ୟକ୍ତି ଏକ ବିଲ୍ଡିଂ ଉପରେ ଛିଡ଼ା ହୋଇଛନ୍ତି ଆଉ ଦେଖୁଛନ୍ତି କି ତାଙ୍କ ପାଖାପାଖି ବିଲ୍ଡିଂ ସବୁ ଚୁରମାର ହେଉଛି ଆଉ ଏହି ଦୃଶ୍ୟ ଦେଖି ସେ ନ ଡରି ଏହି ଦୃଶ୍ୟର ଭିଡିଓ କରୁଛନ୍ତି । ଆଉ ସେଥିରେ ଖୁସି ହେଉଛନ୍ତି । ଆଉ ଏମିତି ଅନେକ ଭିଡିଓ ଆପଣମାନେ ଏହି ଭିଡିଓରେ ଦେଖିପାରିବେ ।